ବଜ୍ରପାତ ନେଲା ୫ ଛେଳିର ଜୀବନ
ଦାରିଙ୍ଗବାଡ଼ି,୧୯ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ଶନିବାର ଉକ୍ତ ବ୍ଲକ୍ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ବଜ୍ରପାତ ଘଟି ଜୋସେଫ ପ୍ରଧାନଙ୍କ ୫ ଛେଳିଙ୍କ...
ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା ଗୁରୁତର, ବୟାନ ରେକର୍ଡ କରିବା ପରେ ପୋଲିସର ତନାଘନା
ଭୁବନେଶ୍ୱର,୧୯।୭: ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ ହୋଇଛି। ତେବେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଛାନଭିନ୍ କରିବା ସହ ବୟାନ ଆଧାରରେ ତଦନ୍ତ ଆରମ୍ଭ...
କିଛି ଦିନର ପ୍ରେମ ସମ୍ପର୍କ ପରେ ନାବାଳିକାଙ୍କ ଘରେ ପଶି ବଳାତ୍କାର କଲେ ନାବଳକ, ପରେ ଉଠାଇ ନେଇ….
ଦିଗପହଣ୍ଡି/ପାଟପୁର,୧୯।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏ ନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି...
ପାଟି ଚାପି ବିଲ ଭିତରକୁ ଟାଣିନେଇ ନାବାଳିକାଙ୍କୁ କରିଥିଲେ ବଳାତ୍କାର: ଆସିଲା ବଡ଼ ରାୟ
ବ୍ରହ୍ମପୁର,୧୯ା୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଣତି ପଟ୍ଟନାୟକ ଶନିବାର ଏକ ନାବାଳାଳିକା ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ରୋହିତ ନାଇକ (୩୦)। ଜଜ୍ ତାଙ୍କୁ ୨୦ ବର୍ଷ...
ପ୍ରଫେସର ଦେଉଥିଲେ ନିର୍ଯାତନା ସହି ନ ପାରି ଏମିତି ନୋଟ ଲେଖି ଚରମ ନିଷ୍ପତ୍ତି ନେଲେ ଡାକ୍ତରୀ ଛାତ୍ରୀ
ନୂଆଦିଲ୍ଲୀ,୧୯।୭: ଗ୍ରେଟର ନୋଏଡାର ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ ଶିକ୍ଷକ-ଛାତ୍ରୀଙ୍କ ସମ୍ପର୍କକୁ ନେଇ ଉଠିଛି ପ୍ରଶ୍ନ। ଶୁକ୍ରବାର ରାତିରେ ଛାତ୍ରୀ ଜଣକ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ।...
ହାତୀ ପଲକୁ ଧକ୍କା ଦେଲା ଟ୍ରେନ୍: ଚାଲିଗଲା ୩ ଜୀବନ
ରାଞ୍ଚି,୧୯ା୭: ପଶ୍ଚିମବଙ୍ଗ-ଝାଡ଼ଖଣ୍ଡ ସୀମା ଅନ୍ତର୍ଗତ ରେଳଲାଇନ ଅତିକ୍ରମ କରୁଥିବା ହାତୀ ପଲକୁ ଶନିବାର ଜନଶତାବ୍ଦୀ ଏକ୍ସପ୍ରେସ୍ ଧକ୍କା ଦେବାରୁ ୩ ହାତୀଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗର ବସ୍ତୋଲା ରେଳଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାକୁ ନେଇ ରେଲ୍ଓ୍ବେ...
ସେକ୍ସ ଓ୍ବାର୍କର ପାଇଁ ମନା କରିବାରୁ ପ୍ରେମିକାଙ୍କୁ ମା’ ଭାଇଙ୍କ ସାମ୍ନାରେ ଏମିତି କଲେ ପ୍ରେମିକ
ବିଜୟଓ୍ବାଡା,୧୯।୭: ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଏକ ଲୋମଟାଙ୍କୁରା ଖବର ଆସିଛି, ଯେଉଁଠାରେ ଜଣେ ପୁରୁଷ ତାଙ୍କ ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କରିଛନ୍ତି। କୁହାଯାଉଛି ଯେ ମହିଳା ପାର୍ଟନର ସେକ୍ସ ଓ୍ବାର୍କର ହେବାକୁ ମନା କରିବାରୁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ହତ୍ୟା...
ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ
ଭୁବନେଶ୍ୱର,୧୯।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ...
ଆପକୁ ଲାଗିଲା ଜବରଦସ୍ତ ଝଟକା, ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ନେତା କହିଲେ…
ଚଣ୍ଡିଗଡ଼,୧୯।୭: ପଞ୍ଜାବ ଖରାର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଅନମୋଲ ଗଗନ ମାନ, ଯାହାଙ୍କୁ ପୂର୍ବରୁ ମନ୍ତ୍ରୀ ପଦରୁ ହଟାଯାଇଥିଲା, ସେ ଏବେ ତାଙ୍କ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତି କୁଲତାର ସିଂହ ସନ୍ଧୱାନଙ୍କୁ ଶୀଘ୍ର...
ମା’ କାଳୀଙ୍କ ନାଁ ନେବାରୁ ମୋଦିଙ୍କ ଉପରେ ବର୍ଷିଲେ ମହୁଆ
ନୂଆଦିଲ୍ଲୀ,୧୯।୭: ପଶ୍ଚିମବଙ୍ଗର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବୀ କାଳୀଙ୍କ ନାମ ନେବାରୁ ତ୍ରୁଣଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଏହାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ବଙ୍ଗାଳୀ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଏପରି...
ପ୍ରେମ ଘଟଣାରୁ ଭଉଣୀ ସହ ଆସିଥିବା ଭାଇଙ୍କୁ ଡାକିନେଇ ଛୁରାମାଡ
ଖଲ୍ଲିକୋଟ,୧୯।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଦୁଇ ଯୁବକଙ୍କ ମଧ୍ୟରେ ଛୁରାମାଡ଼ ହୋଇଛି । ସୂଚନା ଅନୁଯାୟୀ, କହ୍ନେଇପୁର ପଞ୍ଚାୟତକୁ ନିଜ ଭଉଣୀ ସହ ଆସିଥିବା କନ୍ଦିଗାଁର ବାଲ୍ମୀକି ସେଠୀଙ୍କୁ ଡାକିନେଇ ଛୁରା...
ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ
ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍ ଶରଦ ପାୱାର ଏବଂ ଅଜିତ ପାୱାର ମଧ୍ୟ ମିଳନ ହୋଇପାରିବେ। ଏହି କଳ୍ପନାଜଳ୍ପନା ପରେ, ମହାରାଷ୍ଟ୍ରର...
Archives


