ବଂଶବାଦ ରାଜନୀତିକୁ ନେଇ ହଙ୍ଗାମା କଲାଣି ଥରୁରଙ୍କ ବୟାନ
ନୂଆଦିଲ୍ଲୀ,୪।୧୧: କଂଗ୍ରେସ ଏମପି ଶଶି ଥରୁରଙ୍କ ବଂଶବାଦ ରାଜନୀତି ଉପରେ ମନ୍ତବ୍ୟ ହଇଚଇ ସୃଷ୍ଟି କରିଛି। କଂଗ୍ରେସ ଦଳ ପ୍ରତିରକ୍ଷାମୂଳକ ସ୍ଥିତିରେ ଥିବା ବେଳେ, ଭାଜପା ଏକ ପ୍ରସ୍ତୁତ ପ୍ରସଙ୍ଗ ଏବଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳକୁ ଟାର୍ଗେଟ କରିବାର…
ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ଅମିତ ଶାହା, କହିଲେ…
ନୂଆଦିଲ୍ଲୀ,୪।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦରଭଙ୍ଗାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ତାଙ୍କ ଭାଷଣରେ, ସେ ବିରୋଧୀଙ୍କ ଉପରେ କଠୋର ଆକ୍ରମଣ କରି କହିଛନ୍ତି, ଯେଉଁମାନେ “ଜଙ୍ଗଲ ରାଜ”…
ଆଜି କାର୍ତ୍ତିକ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି: ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ପୁରୀ,୪ା୧୧: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି। ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି। ତ୍ରୟୋଦଶୀ ତିଥି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ସମ୍ପନ୍ନ ହୋଇଛି। ହେଲେ ମହାପ୍ରଭୁଙ୍କ…
୭ରେ ଛାତ୍ରୀଛାତ୍ର ଗାଇବେ ‘ବନ୍ଦେ ମାତରମ’
ଭୁବନେଶ୍ୱର,୪।୧୧: ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଏହି ଅବସରରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସଙ୍ଗୀତ ’ବନ୍ଦେ ମାତରମ’ ଗାନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି…
ପଛରେ ପଡ଼ିଗଲେ କୋହଲି, ମାତ୍ର ୨୧ ଇନିଂସରେ ବଡ଼ ମାଇଲଖୁଣ୍ଟ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ,୪।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ସ୍ଥାପନ କରିଛନ୍ତି। ବିରାଟ ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି, କିନ୍ତୁ ସେ ଦିନିକିଆ କ୍ରିକେଟ ଖେଳୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ…
ଅଲୋଡ଼ା ହେଲା ନବଜାତ, ଭାସୁଛି ମୃତଦେହ: ଏ ଯାଏଁ ପହଞ୍ଚିଲାନି ପ୍ରଶାସନ
ଜଗନ୍ନାଥ ପ୍ରସାଦ,୪।୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଅଲୋଡା ହେଉଛି ନବଜାତ ଶିଶୁ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଖମାର ପଲ୍ଲୀ ପଞ୍ଚାୟତରେ। ପଟ୍ଟାଧାର ଗୁହାଣିଆ ନାଳ ଶଙ୍ଖତଳେ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛ। ଶିଶୁଟିକୁ…
୨୦୨୫ ମହିଳା ବିଶ୍ୱକପ ପାଇଁ ପାକିସ୍ତାନକୁ କେତେ ଟଙ୍କା ମିଳିଲା? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…
ନୂଆଦିଲ୍ଲୀ,୪।୧୧: ଭାରତ ୨୦୨୫ ମହିଳା ଏକଦିବସୀୟ ବିଶ୍ୱକପରେ ଇତିହାସ ରଚିଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ୱରେ, ଟିମ ଇଣ୍ଡିଆ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ବିଶ୍ୱକପ ଟାଇଟଲ ଜିତିଥିଲା। ଏହି ବିଜୟ କେବଳ ଖେଳାଳିମାନଙ୍କ ମୁହଁରେ ହସ…
ଘରେ ଆତ୍ମହତ୍ୟା କଲେ ଯୁବତୀ, ଭୟରେ ପରିବାର ଲୋକେ କଳେ ଏମିତି କାମ: ସତ ଜଣାପଡ଼ିବା ପରେ…
ଲୋଇସିଂହା,୩।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ହଳଦିପଦର ନିକଟସ୍ଥ ଘେସାଲି ନାଲାରୁ ଜଣେ ଯୁବତୀଙ୍କ ମୃତଦେହକୁ ଆଗଲପୁର ପୋଲିସ ରବିବାର ଅପରାହ୍ନରେ ଜବତ କରିଥିଲା। ମୃତ ଯୁବତୀ ଜଣକ ହେଲେ ହଳଦିପଦର ଗ୍ରାମର ନେପୂର ଗହିର(୨୬)। ଆଗଲପୁର ପୋଲିସ ସାଇିଫିକ୍…
‘ସହଜ ନୁହେଁ ପ୍ରେମ ବିବାହ…’, ସମ୍ପର୍କରେ ସନ୍ତୁଷ୍ଟ ନ ଥିଲେ ପିତା ନେଲେ ଏତେବଡ଼ ପଦକ୍ଷେପ
ତେଲଙ୍ଗାନା,୪।୧୧: ଭାରତରେ ପ୍ରେମ ବିବାହକୁ ଏବେ ବି ସାମାଜିକ ସ୍ବୀକୃତି ମିଳିନାହିଁ। ଏଥିରେ ବହୁତ କମ ପରିବାର ଏକମତ ହୁଅନ୍ତି। ତେଲଙ୍ଗାନାରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପ୍ରେମ ବିବାହରେ କ୍ରୋଧିତ ହୋଇ ଝିଅର ବାପା ଯୁବକଙ୍କ…
ଏସିଆ କପ୍ ପାଇଁ ଟିମ ଇଣ୍ଡିଆ ଏ ଘୋଷଣା, ଯୁବ ଖେଳାଳିଙ୍କ ନା ସାମିଲ, ଏହି ଦିନ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୪।୧୧: ଭାରତ ନିକଟରେ ଏସିଆ କପ ୨୦୨୫ ଜିତି ଇତିହାସ ରଚିଛି, କିନ୍ତୁ ଏବେ ଟିମ ଇଣ୍ଡିଆ ଆଉ ଏକ ଏସୀୟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ। ଯଦିଓ ACC ଏବଂ PCB ସଭାପତି ଏ ପର୍ଯ୍ୟନ୍ତ ପୂର୍ବ ଏସିଆ କପ୍ ଟ୍ରଫି…
ସ୍ଲିମ୍ ପେଟ ପାଇଁ…ଆପଣାନ୍ତୁ ଏହି ଟିପ୍ସ
ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପେଟରେ ଚର୍ବି ଜମିଯାଏ; ଯେଉଁଥିପାଇଁ ଫିଗର ଖରାପ ଲାଗିଥାଏ ବୋଲି ଅନେକ ମହିଳା ବ୍ୟସ୍ତ ହୋଇପଡ଼ନ୍ତି। ହେଲେ ଏଥିପାଇଁ ଆଦୌ ବ୍ୟସ୍ତ ନ ହୋଇ ପ୍ରତିଦିନ କେତୋଟି ଯୋଗ, ବ୍ୟାୟାମ କଲେ ପେଟ କମିବା…
ଝାଡ଼ଖଣ୍ଡରେ ପ୍ରଚାର କରିବେ ମୋହନ ମାଝୀ: ବାବୁଲାଲଙ୍କ ପାଇଁ ମାଗିବେ ଭୋଟ
ଭୁବନେଶ୍ୱର,୪।୧୧: ଆଜି ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘାଟସିଲା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୋହନ। ଭାଜପା ପ୍ରାର୍ଥୀ ବାବୁଲାଲ ସୋରେନଙ୍କ ପାଇଁ ପ୍ରଚାର କରିବେ। ଆୟୋଜିତ ୨ଟି ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। Dharitri…
Archives


