ଲଷ୍ମୀ ବସ ଚଳାଚଳ ଦାବି: ଯାତ୍ରୀ ହନ୍ତସନ୍ତ
କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଦୀର୍ଘ ଦୁଇବର୍ଷ ହେଲା ଲଷ୍ମୀ ବସ ଚଳାଚଳ କରୁଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ବିଜେଡି…
ମୋଦିଙ୍କୁ ଭେଟିବେ ବିଶ୍ୱ ବିଜେତା ଟିମ୍
ନୂଆଦିଲ୍ଲୀ,୫।୧୧: ମହିଳା ବିଶ୍ୱକପ ୨୦୨୫ ଜିତିବା ପରେ, ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବୁଧବାର, ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପୂର୍ଣ୍ଣ ମହିଳା ଦଳ ମଙ୍ଗଳବାର ରାତିରେ, ନଭେମ୍ବର ୪ରେ ଦିଲ୍ଲୀରେ ପହଞ୍ଚିଥିଲା। ହୋଟେଲକୁ…
ଆରୋପ ପ୍ରତ୍ୟାରୋପରେ ଚାଲିଛି ପ୍ରଚାର
ନୂଆପଡ଼ା,୫ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ପ୍ରମୁଖ ଦଳର ଆରୋପ ପ୍ରତ୍ୟାରୋପ ମଧ୍ୟରେ ପ୍ରଚାର ଚାଲିଛି। ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପଛରେ ନାହାନ୍ତି। ସେମାନେ ମଧ୍ୟ ନିର୍ବାଚନୀ ବୈତରଣୀ ପାରିହେବା ପାଇଁ ଦିନରାତି ଏକ କରିଦେଇଛନ୍ତି ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…
ଗଞ୍ଜାମରେ ପ୍ରଥମ ‘ବୋଇତ ବନ୍ଦାଣ’ ଉତ୍ସବ: ଋଷିକୂଲ୍ୟା ନଦୀ ତଟରେ ଭବ୍ୟ ଆୟୋଜନ
ଗଞ୍ଜାମ,୫।୧୧(ଅଖିଳ ତରାଇ): ଓଡ଼ିଶାର ଏକ ପୁରାତନ ତଥା ଐତିହାସିକ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଗଞ୍ଜାମରେ ପ୍ରଥମଥର ପାଇଁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଡଙ୍ଗାଭସା ତଥା ରାସ ପୂର୍ଣ୍ଣିମା ଅବସରରେ ଏକ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଯାଇଛି। ପୁରାତନ କାଳରୁ ଗଞ୍ଜାମର…
୩ନେତାଙ୍କ ଗୁପ୍ତ ମନ୍ତ୍ରଣା: କାହିଁକି ନରସିଂହଙ୍କ ଘରେ ପହଞ୍ଚିଲେ…
ବଲାଙ୍ଗୀର,୧୧୧ (ବୀରେନ୍ଦ୍ର କୁମାର ଝାଙ୍କର): ବିଭିନ୍ନ ପ୍ରସଙ୍ଗକୁ ନେଇ ସମ୍ପ୍ରତି ରାଜ୍ୟ ରାଜନୀତି ଜୋର ଧରିଛି। ଏତିକି ବେଳେ ରାଜ୍ୟ କଂଗ୍ରେସର ୩ ବରିଷ୍ଠ ନେତାଙ୍କ ମିଳିତ ଆଲୋଚନା ବା ଗୁପ୍ତ ମନ୍ତ୍ରଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…
ଋଷିକୂଲ୍ୟା ନଦୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ବୋଇତ ବନ୍ଦାଣ, ପ୍ରଥମଥର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ହେଲା…
ଗଞ୍ଜାମ ,୫।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ନଦୀରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳି ବୋଇତ ବନ୍ଦାଣ କରିଛନ୍ତି। ଋଷିକୂଲ୍ୟା ନଦୀ ବ୍ରିଜ ନିକଟରେ ଲୋକାରଣ୍ୟ ହୋଇଯାଇଥିଲା। ପ୍ରଥମଥର ପାଇଁ…
ଆମେରିକାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କର ମୃତ୍ୟୁ
ଓ୍ବାଶିଂଟନ୍,୫।୧୧: ଆମେରିକାର କେଣ୍ଟକି ରାଜ୍ୟର ଲୁଇସଭିଲ ସହରରେ ଉଡ଼ାଣ ଭରିବାର କିଛି ମିନିଟ ପରେ ଏକ UPS ମାଲବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। UPS ଏକ ପାର୍ସଲ କମ୍ପାନୀ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା,…
ସାଧବ ପୁଅଙ୍କୁ ମେଲାଣି ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସବୁଠି ଚଳଚଞ୍ଚଳ। ଜଳାସୟରେ ଡଙ୍ଗା ଭସାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲାା। ତେବେ ପାରାଦୀପ ବନ୍ଦର ପକ୍ଷରୁ ଆଜି ବନ୍ଦର ଦିବସ ପାଳନ ହେଉଛି…
ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ: ଜିତିଲେ ମେୟର ନିର୍ବାଚନ
ଓ୍ବାଶିଂଟନ୍,୫।୧୧: ଭାରତୀୟ ବଂଶୋଦ୍ଭବ ଜୋହରାନ ମାମଦାନି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଏକ ପ୍ରସିଦ୍ଧ ଆମେରିକୀୟ ସହର ନ୍ୟୁୟର୍କର ମେୟର ହୋଇଛନ୍ତି। ମାମଦାନି ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ମୁସଲମାନ ମେୟର। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ…
ବଲାଙ୍ଗୀରରେ ବୋଇତ ବନ୍ଦାଣ: ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ବଲାଙ୍ଗୀର,୫।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ପୋଖରୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ଘଣ୍ଟ ବାଦ୍ୟ ଧ୍ୱନିରେ ବୁଧବାର ଭୋର ପ୍ରକମ୍ପିତ ହୋଇଥିଲା। ପୋଖରୀ କୂଳମାନଙ୍କରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ…
୮୭ ଶତକ, ୨୭ ହଜାରରୁ ଅଧିକ ରନ୍: କୋହଲିଙ୍କ ଜନ୍ମଦିନରେ ଏମିତି କଥା କହିଦେଲୋ BCCI
ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟ ଦଳର ଷ୍ଟାର ବିରାଟ କୋହଲି ଆଜି ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ବିରାଟଙ୍କୁ କେବଳ ଭାରତରେ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ସବୁଠାରୁ ସଫଳ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କୋହଲି ତାଙ୍କ କ୍ୟାରିୟରରେ…
ସାହାଯ୍ୟ ପାଇଁ ଗୁହାରି କଲେ ସୂର୍ଯ୍ୟକୁମାର: ଜାଣନ୍ତୁ କ’ଣ ହୋଇଗଲା ଏମିତି
ନୂଆଦିଲ୍ଲୀ,୫।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତର ଟି-୨୦ ଦଳ ଭଲ ପ୍ରଦର୍ଶନ କରୁଛି। ଟିମ ଇଣ୍ଡିଆ ସମ୍ପ୍ରତି ୨୦୨୫ରେ ଟି-୨୦ ଏସିଆ କପ ଜିତିଛି। କିନ୍ତୁ ଦଳର ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ, ସୂର୍ଯ୍ୟକୁମାର ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେ…
Archives


