Home Left

‘ଯୋଗୀ ଆଦିତ୍ୟନାଥଙ୍କଠାରୁ ଟ୍ରେନିଂ ନିଅନ୍ତୁ ନୀତୀଶ’

ପାଟନା,୨।୪: ବିହାର ରୋହତସର ସାସାରାମ ସହରରେ ସାମ୍ପ୍ରଦାୟିକ ହିଂସା ଘଟିଛି। ଏଠାରେ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲାଗି ନଷ୍ଟ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ସାସରାମ ସହରରେ ଘଟିଥିବା ହିଂସା ପାଇଁ ବିହାରର ରୋହତସ…

ଓକେ, ଓକେ କେବେଠୁ

ଦୁଇଟି ଲେଟର୍‌ ଥିବା ଏକ ଛୋଟିଆ ଶବ୍ଦ ହେଉଛି ‘ଓକେ’। ହେଲେ ଏହାର ବହୁଳ ବ୍ୟବହାର ହୁଏ ଆମ ଦୈନନ୍ଦିନ ଜୀବନରେ। ଦେଶ, ବିଦେଶ ସବୁଠି ହୁଏ ଏହି ଶବ୍ଦର ବ୍ୟବହାର। ଭାଷାଗତ ଭିନ୍ନତା ଥିଲେ ବି ଓକେ ଶବ୍ଦ ମନର…

ଉଦ୍ଧାର ହରିଣର ମୃତ୍ୟୁ

ବାରିପଦା ଅଫିସ,୨।୪: ଶିମିଳିପାଳ ଅଭୟାରଣ୍ୟରୁ ବାଟବଣା ହୋଇଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ବନ ବିଭାଗ ହରିଣ ମୃତଦେହ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି। ରବିବାର ବାରିପଦା ମଞ୍ଚାବନ୍ଧାସ୍ଥିତ…

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

କାବୁଲ,୨।୪: ଆଫଗାନିସ୍ତାନରେ ରବିବାର ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି, ଭୂକମ୍ପର ଝଟକା ଆଫଗାନିସ୍ତାନର ଫୌଜାବାଦରେ ଅଧିକ ରହିଛି। ଏହି ଭୂକମ୍ପରେ ଏବେ ପର୍ଯ୍ୟନ୍ତ…

ହାଇଦ୍ରାବାଦକୁ ୨୦୪ ରନ୍‌ ଟାର୍ଗେଟ୍‌ ଦେଲା ରାଜସ୍ଥାନ

ହାଇଦ୍ରାବାଦ୍‌,୨।୪: ଆଇପିଏଲ ୨୦୨୩ର ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ୨୦୪ ରନ ଲକ୍ଷ୍ୟ ରଖିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ…

‘ଗାନ୍ଧୀ ଟାଇଟଲ ନେଇ ଚଳାଯାଉଛି ଦୋକାନ’, ରାହୁଲ ଗାନ୍ଧୀଙ୍କୁ ନେଇ କପିଲ ମିଶ୍ରାଙ୍କ ବଡ ବୟାନ

ନୂଆଦିଲ୍ଲୀ,୨।୪: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଦିଲ୍ଲୀର ପୂର୍ବତନ ବିଧାୟକ କପିଲ ମିଶ୍ରା କହିଛନ୍ତି ଏବେ ଆଗାମୀ ଦିନରେ ରାମନବମୀରେ ୩ ଦିନିଆ ଛୁଟି କରାଯିବ। କାରଣ ରାମ ନବମୀ ପାଳନ କରିବା ସମୟରେ ଯେଉଁଭଳି ହିଂସା ହେଉଛି ଏଥିରୁ…

ଗାଁ ମୁହାଁ ନାମିବ୍ୟା ଚିତା: ବନ ବିଭାଗ ନାକେଦମ

ଭୋପାଳ,୨।୪: କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ନାମିବ୍ୟା ଚିତା ଏବେ ଗାଁ ମୁହଁା ହୋଇଛନ୍ତି। ଓବାନ ନାମକ ଏକ ଚିତା ଉଦ୍ୟାନରୁ ବାହାରି ଏକ ଗାଁରେ ପହଞ୍ଚିଛି। ବାଘକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ପାଇବା ପରେ ବନ…

ପାଣି କୁଣ୍ଡରେ ପଡ଼ି ଶିଶୁକନ୍ୟାର ଜୀବନ ଗଲା

ଫୁଲବାଣୀ ଅଫିସ,୨ା୪: ଫୁଲବାଣୀ ସଦର ଥାନା ଅଞ୍ଚଳରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ପାଣି କୁଣ୍ଡରେ ବୁଡ଼ିଯାଇ ଏକ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁସାରେ, ସଦର ଥାନା ଅନ୍ତର୍ଗତ ହାତିଗବା ଗ୍ରାମର ଗୋବର୍ଦ୍ଧନ କହଁରଙ୍କ ଦେଢ଼…

ଏତେ ବଡ଼ ପତ୍ର!

ପୋଖରୀରେ ଫୁଟିଥିବା କଇଁ ଫୁଲ ଏତେ ସୁନ୍ଦର ଦେଖାଯାଏ ଯେ, ଘଡ଼ିଏ ଚାହିଁ ରହିବାକୁ ଇଚ୍ଛା ହୁଏ। ଆଉ ତାକୁ ତୋଳି ଆଣିବାକୁ ମନ ହୁଏ। କଇଁ ଫୁଲର ପତ୍ର ବି ସମସ୍ତେ ଦେଖିଥିବେ। ତେବେ ଆମେ ଏଠି ଯେଉଁ ପତ୍ର…

ଜେଲରେ ଝାଡୁ ମାରିବେ, ଚାଷକାମ କରିବେ, ମଇଁଷି ଧୋଇବେ ଅତିକ, ଦିନକୁ ମିଳିବ ୨୫ ଟଙ୍କା

ଲାକ୍ଷ୍ନୌ,୨।୪: ପ୍ରୟାଗରାଜର ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦଙ୍କୁ ଆଜିବନ କାରାଦଣ୍ଡ ଦିଆଯାଇଛି। ଏହାପରେ ପୁଣିଥରେ ତାଙ୍କୁ ସାବରମତି ଜେଲ ପଠାଇ ଦିଆଯାଇଛି। ସେଠାରେ ଅତିକ ଅହମଦ କଏଦି ନମ୍ବର ୧୭୦୫୨ ଭାବେ ରହିଛନ୍ତି। ଏବେ ଅତିକଙ୍କୁ ପ୍ରତିଦିନ ଜେଲରେ…

ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର

କେନ୍ଦ୍ରାପଡ଼ା ଅଫିସ,୨ା୪: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବେଳାଭୂମିରେ ପଡ଼ିରହିଥିବା ପଟ୍ଟାମୁଣ୍ଡାଇ ବାଲିପାଟଣା ଗାଁର ଭାଗବତ ଦାସଙ୍କୁ ଗ୍ରାମବାସୀ ଉଦ୍ଧାର…

ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ସୋମବାର ଡିଏମକେର ମହାସଭା, ଦିଲ୍ଲୀରେ ପୁଣିଥରେ ବିରୋଧୀ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨।୪: ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?