ବିଶାଳକାୟ କୁମ୍ଭୀରକୁ ମସାଜ କରୁଛନ୍ତି ଯୁବତୀ, ଭିଡିଓ ଦେଖିଲେ…
କୁମ୍ଭୀର ଏମିତି ଏକ ପ୍ରାଣୀ, ଯାହା ଅତ୍ୟନ୍ତ ଭୟଙ୍କର। ସେଥିପାଇଁ ଏହି ଜୀବକୁ ସବୁବେଳେ ବନ୍ଦ କରି ରଖାଯାଏ। ପ୍ରାୟ ସମସ୍ତେ ଏହା ନିକଟକୁ ଯିବାକୁ ଭୟ କରିଥାନ୍ତି। ମାତ୍ର ଜଣେ ଯୁବତୀ ଏହି ଭୟଙ୍କର ଜୀବକୁ ମମାଜ କରି ଆନନ୍ଦ…
ପ୍ରସିଦ୍ଧ ଫିଲ୍ମ ନିର୍ମାତା ନିତିନ ମନମୋହନଙ୍କ ପରଲୋକ
ବଲିଉଡର ପ୍ରସିଦ୍ଧ ନିର୍ମାତା ନିତିନ ମନମୋହନଙ୍କର ପରଲୋକ ଘଟିଛି। ଡିସେମ୍ବର ୩ ହୃଦଘାତରେ ହେବା ପରେ ନିତିନଙ୍କୁ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ଗୁରୁବାର ସେ ଶେଷନିଃଶ୍ୱାସ ତ୍ୟାଗ…
ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ
ହାଓ୍ବଡା, ୨୯।୧୨: କୋଲକାତାର ହାଓ୍ବଡା ଜିଲାରେ ଝାଡ଼ଖଣ୍ଡ ଅଭିନେତ୍ରୀ ରିୟା କୁମାରୀଙ୍କ ହତ୍ୟା ଅଭିଯୋଗରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି। ସ୍ବାମୀ ତାଙ୍କୁ ଦୁର୍ବୃତ୍ତ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କାର୍ରେ ସ୍ବାମୀ ପ୍ରକାଶ କୁମାର ଓ କୁନି…
ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର
ଅହମ୍ମଦାଦାବାଦ୍,୨୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାକ୍ତରୀ ଟିମ୍ ନିରନ୍ତର ତାଙ୍କ ଉପରେ ନଜର ରଖିଛନ୍ତି। ସବିଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି। ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ…
ଟୁଇଟର୍ ଡାଉନ୍
କାର୍ଲିଫର୍ନିଆ,୨୯।୧୨:ମାଇକ୍ରୋବ୍ଲଗିଂ ସାଇଟ ଟୁଇଟର୍ର ୱେବ ଭର୍ସନ ଡାଉନ ଅଛି। ଡାଉନ୍ଡିଟେକ୍ଟର ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୬ଟାରୁ ୟୁଜର୍ସମାନେ ଟୁଇଟର୍ ୱେବସାଇଟରେ ଲଗ ଇନ କରିବାକୁ ଅସମର୍ଥ ହେଉଛନ୍ତି। କେବଳ ଏତିକି ନୁହେଁ, ଟୁଇଟ୍ କରିବାରେ ମଧ୍ୟ ଅସୁବିଧା ହେଉଛି। ୟୁଜର୍ସଙ୍କ…
‘ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଘୃଣାଭାବରେ କଂଗ୍ରେସ ଅନ୍ଧ ହୋଇଯାଇଛି’
ନୂଆଦିଲ୍ଲୀ,୨୯।୧୨: ଉଜବେକିସ୍ତାନରେ ସିରପ୍ ଯୋଗୁ ୧୮ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଭାରତରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ବର୍ତ୍ତମାନ ଭାଜପା ନେତା ଅମିତ ମାଲବ୍ୟ ଏହାର କଡ଼ା ଜବାବ…
ମେଡ ଇନ ଇଣ୍ଡିଆ କଫ୍ ଶିରପ ମାରାତ୍ମକ: ଜୟରାମ ରମେଶ
ନୂଆଦିଲ୍ଲୀ,୨୯।୧୨: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରରେ ଏକ ଭାରତୀୟ କଫ୍ ସିରପ୍ ପିଇ ୧୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଉଜବେକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି, ଏହା ଏକ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀର କାଶ ସିରପ ଡକ -୧ ମ୍ୟାକ୍ସ ପିଇ…
ବିଜ୍ନେସ୍ ପାଓ୍ବାର ଲିଷ୍ଟ୍-୨୦୨୨
ଗତ ୨ ବର୍ଷର କୋଭିଡ୍ଜନିତ ଆର୍ଥିକ ଦୁଃସ୍ଥିତିକୁ ସାମ୍ନା କରିଥିବା ଉଦ୍ୟୋଗଜଗତ ବିଦାୟୀ ବର୍ଷ ୨୦୨୨ରେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲା। ରାଜ୍ୟର ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଉଦୀୟମାନ ଉଦ୍ୟୋଗୀମାନଙ୍କଠାରୁ ଆରମ୍ଭକରି ପ୍ରତିଷ୍ଠିତ ଶିଳ୍ପୋଦ୍ୟୋଗୀଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସେହିମାନଙ୍କୁ…
ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା
ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍, ନ୍ୟୁଜିଲାଣ୍ଡର ଫିନ୍ ଆଲେଡ୍ ଏବଂ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରାନଙ୍କ ସହିତ ସେ…
ତେଲଙ୍ଗାନାଠାରୁ ହାରିଲା ଓଡ଼ିଶା
ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପରାଜିତ ହୋଇଥିବାବେଳେ ତେଲେଙ୍ଗାନା, ମେଘାଳୟ ଓ ସିକ୍କିମ ବିଜୟ ହାସଲ କରିଛି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ…
ଦଳକୁ ଫେରିଲେ ଭେଟେରାନ୍ ଶିଖା ପାଣ୍ଡେ
ନୂଆଦିଲ୍ଲୀ,୨୯ା୧୨ : ବୁଧବାର ମହିଳା ଟି୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହରମନପ୍ରୀତ୍ କୌରଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ ଶିଖା ପାଣ୍ଡେ। ଭାରତର ଏହି ବରିଷ୍ଠ…
ଓଡ଼ିଶାର ଦୃଢ଼ ଜବାବ
ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ହରିୟାଣାକୁ ଦୃଢ଼ ଜବାବ ଦେଇଛି ଘରୋଇ ଓଡ଼ିଶା। ହରିୟାଣାର ପ୍ରଥମ ଇନିଂସ ସ୍କୋର ୩୩୮ ରନ ଜବାବରେ ଓଡ଼ିଶା ବୁଧବାର ଦ୍ୱିତୀୟ ଦିବସ ଖେଳ…
Archives


