ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି: ସର୍ବନିମ୍ମ ୭.୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା
ଦାରିଙ୍ଗବାଡି, ୧୨।୧୧ (ଅରୁଣ ସାହୁ): ଦିନକୁ ଗୋଟିଏ ଡିଗ୍ରୀ ତାପମାତ୍ରା କମିବାରେ ଲାଗିଛି ଫଳରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ଜାଡ଼ରେ ଥରୁଛି। ସବୁଠି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସନ୍ଧ୍ୟା ସମୟରୁ ହିଁ ଥରାଉଛି । ଗତ ୫…
ଅର୍ଜୁନ ତେନ୍ଦୁଲକରଙ୍କୁ ଛାଡ଼ିପାରେ ମୁମ୍ବାଇ ଇଣ୍ଡିଆନ୍ସ! ଏହି ବଡ ଖେଳାଳିଙ୍କ ସହ ‘ଟ୍ରେଡ୍’ ଚର୍ଚ୍ଚା
ଭୁବନେଶ୍ୱର,୧୩।୧୧: ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ରିଟେନ୍ସନ୍ର ଡେଡ୍ଲାଇନ୍ (ନଭେମ୍ବର ୧୫) ପାଖେଇ ଆସୁଥିବା ବେଳେ, ମୁମ୍ବାଇ ଇଣ୍ଡିଆନ୍ସ (MI) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ…
ପେନ୍ସିଲ୍ରେ କଣା ହୋଇଗଲା ୧.୫ କୋଟିର ଫ୍ଲାଟ
ନୂଆଦିଲ୍ଲୀ:ନଏଡ଼ାସ୍ଥିତ ଏକ ଆପାର୍ଟମେଣ୍ଟର ଜଣେ ବାସିନ୍ଦା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜର ୧.୫ କୋଟି ଟଙ୍କା ମୂଲ୍ୟର ଫ୍ଲାଟ କାନ୍ଥରେ ଏକ କାଠ ପେନ୍ସିଲରେ ଗାତ କରୁଥିବା ଦେଖାଯାଉଛି। ଭିଡିଓରେ ସେ ଦର୍ଶାଇଛନ୍ତି ଯେ,…
ତ୍ରିସ୍ତରୀୟ ସୁରକ୍ଷାରେ ହେବ ଭୋଟ ଗଣତି: ସକାଳ ୮ଟାରେ ପୋଷ୍ଟାଲ ବାଲଟ, ସାଢ଼େ ୮ରେ ଖୋଲିବ ଇଭିଏମ୍
ନୂଆପଡ଼ା,୧୨ା୧୧ (ମକାରୁ ବେମାଲ)-ନୂଆପଡ଼ା ଉପନିର୍ବାଚନ ମଙ୍ଗଳବାର ଶାନ୍ତିଶୃଙ୍ଖଳାରେ ଶେଷ ହୋଇଯାଇଛି। ଆସନ୍ତା ୧୪ରେ ନୂଆପଡ଼ା ନ୍ୟାଶନାଲ କଲେଜରେ ଭୋଟ ଗଣତି ହେବ। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତିହେବାକୁ ଥିବାବେଳେ ସାଢେ…
ଚାଷୀ ଧାରଣାକୁ ବଢୁଛି ସମର୍ଥନ: ପ୍ରବଳ ଶୀତରେ ଧାରଣାରେ…
ବରଗଡ଼,୧୩।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍ ଧାନ ଅମଳ ଜୋର୍ ଧରିଲାଣି। ଜିଲାର ସବୁ ଅଞ୍ଚଳରେ ଚାଷୀମାନେ ନିଜ କଷ୍ଟୋପାର୍ଜିତ ଧାନ ଅମଳ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜିଲାରେ ମଣ୍ଡି ଖୋଲିବା ତ ଦୂରର କଥା, ଜିଲାର ପ୍ରାୟ ୫ହଜାର ଚାଷୀ ଧାନ…
ନୂଆ କଳାକାରଙ୍କୁ ଏଥର ସୁଯୋଗ: ଚୟନ ପୂର୍ବରୁ ୨ ଆଶାୟୀ କଂସ ନିରାଶ
ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ତାରିଖ ଯାଏ ଏହା ଚାଲିବ। ଏଥର ଧନୁଯାତ୍ରା କଳାକାର ଚୟନ ହେଉଛି। ଏହି କ୍ରମରେ ଆସନ୍ତା ୧୭ ତାରିଖ ବରଗଡ଼…
ଭୁବନେଶ୍ୱର ୟୁନିଟ ୪ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ, ନାବାଳିକା ଉଦ୍ଧାର
ଭୁବନେଶ୍ୱର,୧୩।୧୧: ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଫସାଇବାକୁ ଉଦ୍ୟମ କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା…
ବିବାହର ‘ଏକ୍ସପାଏରୀ ଓ ନବୀକରଣ ତାରିଖ’ ରହିବା ଦରକାର: କାଜୋଲ୍
ମୁମ୍ବାଇ: ‘ଟୁ ମଚ୍ ୱିଥ୍ କାଜୋଲ୍ ଆଣ୍ଡ୍ ଟ୍ୱିଙ୍କଲ୍’ ଶୋ’ର ଫାଇନାଲ୍ ଏପିସୋଡ୍ ମୁକ୍ତିଲାଭ ପୂର୍ବରୁ ଆଲୋଚନା ସୃଷ୍ଟି କରିଛି। ଏହି ଫାଇନାଲ୍ ଏପିସୋଡ୍ରେ ଅତିଥି ଭାବରେ ଭିକି କୌଶଲ୍ ଓ କ୍ରିତି ସାନନ୍ ଯୋଗ ଦେଇଛନ୍ତି। ଏହି ଶୋ’ର ଏକ…
ଫେସ୍ବୁକ୍ରେ ରାୟଗଡ଼ା ଜିଲାପାଳଙ୍କ ନାଁରେ ନକଲି ଆକାଉଣ୍ଟ,ପୋଲିସକୁ ସୂଚନା ଦେଲେ…
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ସାଇବର ଅପରାଧୀମାନେ ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଏକ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲି ଜିଲାର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି। ରାୟଗଡ଼ା ସହରର ଜଣେ ଯୁବକ ଅଂଶୁମାନ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଅଂଶୁମାନଙ୍କ…
ଖାଇବା ଦେବାରେ ବିଳମ୍ବ ହେଲା ବୋଲି ବାପାଙ୍କ ବେକରେ ଛିଡ଼ା ହୋଇ ପଡ଼ିଲେ ପୁଅ, ଚାଲିଗଲା ଜୀବନ
କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଇବାକୁ ନେଇ ଏକମାତ୍ର ପୁଅ ମାଡରେ ବାପାଙ୍କ ମୃତ୍ୟୁ ଘଟିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତ ବାପାଙ୍କ ନାମ…
ନିର୍ମାଣ କାର୍ଯ୍ୟରେ ତ୍ରୁଟି, ଦୁର୍ଘଟଣା ସ୍ପଟ୍ ପାଲଟିଛି ପୋଲ
ଖଜୁରୀପଡ଼ା,୧୨ା୧୧(ବିଦୁର ବେହେରା): ସରକାର ରାସ୍ତା, ପୋଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ବିଭାଗର ଅବହେଳା ଏବଂ ଠିକାଦାର ଓ ଯନ୍ତ୍ରୀଙ୍କ ପୋଲ ନିର୍ମାଣ କାର୍ଯ୍ୟ ତ୍ରୁଟି ଯୋଗୁ ଏବେ ପୋଲ ଦୁର୍ଘଟଣାର…
ଚିକିତ୍ସା ପାଇଁ ନିଖୋଜ ଥିଲେ ବୃଦ୍ଧ, ୧୫ ଦିନ ପରେ ମିଳିଲା ମୃତଦେହ
ବାଲିଗୁଡ଼ା,୧୨ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର ଦିଗାଳ ନିଖୋଜ ହେବାର ୧୫ ଦିନ ପରେ ନିକଟସ୍ଥ ଖଡ଼ଗ ନଦୀରୁ ଗଳିତ ମୃତଦେହ…
Archives


