Home Left

ମିଛ ପ୍ରମାଣିତ ହେଲା ଟ୍ରମ୍ପଙ୍କ ଦାବି, ଏବେବି ରୁଷିଆରୁ ତେଲ କିଣୁଛି ଭାରତ

ନୂଆଦିଲ୍ଲୀ,୨।୮: ଭାରତ ଆମେରିକାର ଶୁଳ୍କ କାର୍ଯ୍ୟାନୁଷ୍ଠାନକୁ ଅଣଦେଖା କରି ରୁଷିଆରୁ ତେଲ କିଣିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ସଂସ୍ଥା ANI ସୂତ୍ରକୁ ଉଦ୍ଧୃତ କରି କହିଛି ଯେ ଭାରତର ସମସ୍ତ ତୈଳ ବିଶୋଧନାଗାର ରୁଷିଆ କମ୍ପାନୀଗୁଡ଼ିକଠାରୁ ତେଲ...

Malegaon Blast case: ‘ଯୋଗୀ ଆଦିତ୍ୟନାଥଙ୍କୁ ଫସାଇବାକୁ ପଡୁଥିଲା ଚାପ’, ବଡ଼ କଥା କହିଲେ ସାକ୍ଷୀ

ନୂଆଦିଲ୍ଲୀ,୨।୮: ମାଲେଗାଓଁ ବିସ୍ଫୋରଣ ମାମଲାରେ ଗୁରୁବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ପ୍ରଜ୍ଞା ଠାକୁର ଏବଂ କର୍ଣ୍ଣେଲ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ବିରୋଧୀ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ଜିଲାରେ ଖୋଲିବ…

ଭୁବନେଶ୍ବର,୨ା୮(ସୁନିତ୍‌ ମିଶ୍ର):ରାଜ୍ୟରେ ଆସନ୍ତା ବର୍ଷ ସୁଦ୍ଧା ସମସ୍ତ ଜିଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଆବଶ୍ୟକତାକୁ ଦେଖି ବଡ଼ ଜିଲାରେ ୨ଟି ଲେଖାଏ ମଣ୍ଡି ହେବ। ମଡେଲ...

ସଟର ଭାଙ୍ଗି ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଖଇରା,୨ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ବଜାରରେ ଚନ୍ଦ୍ରଶେଖର ସାହୁଙ୍କ ଥିବା ଶିବଶଙ୍କର ଜୁଏଲାରୀ ଦୋକାନରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇ ଯାଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଏଥିସହିତ ପ୍ରମାଣ...

‘ଏହା ଏକ ରିମାଇଣ୍ଡର’ କହି ଭିନ୍ନ ଢଙ୍ଗରେ ଥ୍ୟାଙ୍କ ୟୁ କହିଲେ କିଙ୍ଗ ଖାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ବାଦଶାହା ଶାହରୁଖ ଖାନ ୩୩ ବର୍ଷର କ୍ୟାରିୟରରେ ପ୍ରଥମ ଜାତୀୟ ପୁରସ୍କାର ପାଇଛନ୍ତି। ୨୦୨୩ ମସିହାରେ ଆଟଲିଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ‘ଜୱାନ’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଏହି ସୁପରଷ୍ଟାରଙ୍କୁ ଶ୍ରେଷ୍ଠ ଅଭିନେତାର ଜାତୀୟ ପୁରସ୍କାର...

ଖବର ପ୍ରକାଶନ ସାଜିଲା କାଳ: ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ତଣ୍ଟିଚିପି ହତ୍ୟା ଉଦ୍ୟମ

ଖୋର୍ଦ୍ଧା,୨ା୮(ପ୍ରଭାତ ପାଣିଗ୍ରାହୀ):ଧରିତ୍ରୀରେ ଏକ ଖବର ପ୍ରକାଶନକୁ ନେଇ ଶୁକ୍ରବାର ରାତିରେ ବାଣପୁର ଖବରଦାତା ଦିଲ୍ଲୀପ ସ୍ବାଇଁଙ୍କୁ ଗମ୍ଭାରୀମୁଣ୍ଡା ଛକରେ କେତେଜଣ ବ୍ୟକ୍ତି ଗାଳିଗୁଲଜ ଏବଂ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଛନ୍ତି।...

ଜେଲ୍‌ରେ କାହିଁକି କଏଦୀମାନଙ୍କୁ ପିନ୍ଧିବାକୁ ପଡ଼େ ଧଳାପଟି ଯୁକ୍ତ ଡ୍ରେସ୍‌, ଜାଣନ୍ତୁ ଏହା ପଛର କାରଣ…

ଅପରାଧୀଙ୍କୁ ନ୍ୟାୟପାଳିକା କଠୋର ଜେଲ ଦଣ୍ଡ ପ୍ରଦାନ କରେ। ଜେଲରେ କଏଦୀଙ୍କ ଖାଦ୍ୟ ଏବଂ ଜୀବନଯାପନ ସହିତ ଜଡ଼ିତ ସମସ୍ତ ନିୟମ ବି ବହୁ କଠୋର। ପ୍ରତ୍ୟେକ କଏଦୀଙ୍କ ପାଇଁ ସେଗୁଡ଼ିକୁ ପାଳନ କରିବା ବାଧ୍ୟତାମୂଳକ। ଆପଣ ଫିଲ୍ମରେ ଦେଖିଥିବେ,...

ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର, ୭୦ ବର୍ଷ ବୟସ ହେବାଯାଏ ମିଳିବ ଦରମା

ପାଟନା,୨।୮: ଏବେ ଅବସରପ୍ରାପ୍ତ କର୍ମଚାରୀମାନେ ବୋର୍ଡ, କର୍ପୋରେଶନ ଏବଂ ସୋସାଇଟିରେ ଅନୁମୋଦିତ ପଦବୀରେ ସର୍ବାଧିକ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇପାରିବେ। କିନ୍ତୁ, ଏହା କେବଳ ସେତେବେଳେ ଘଟିବ ଯେତେବେଳେ ସେହି ପଦବୀଗୁଡ଼ିକର ଅବସର ବୟସ ୬୫...

ଶିକ୍ଷକ ବଦଳି ପାଇଁ ଅର୍ଥ ଲୁଟ୍‌: ଅଡିଓ ଭାଇରାଲ, କିଛି ଦଳୀୟ କର୍ମୀଙ୍କୁ ହାତ ଥିବା ଅଭିଯୋଗ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷକଙ୍କୁ ବଦଳି କରାଇଦେବା ନାମରେ ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଏବେ ଅଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ମିଳିଥିବା ସୂତ୍ର ପ୍ରକାରେ, ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦାରିଙ୍ଗବାଡି...

ଟ୍ରମ୍ପ ୭ ମାସରେ ଆମେରିକାରୁ ତଡ଼ିଦେଲେ ୧୭ ଶହ ଭାରତୀୟଙ୍କୁ, ବାଇଡେନ ଯାହା କରି ନ ଥିଲେ ତାହା କରି ଦେଖାଇଲେ

ଓ୍ବାଶିଂଟନ,୨।୮: ଚଳିତ ବର୍ଷ ଜାନୁଆରୀରେ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାରୁ ଭାରତୀୟଙ୍କ ନିର୍ବାସନରେ ଏକ ବଡ଼ ବୃଦ୍ଧି ଘଟିଛି। ଯଦି ଆମେ ଏହା ପୂର୍ବରୁ ଜୋ ବାଇଡେନଙ୍କ କାର୍ଯ୍ୟକାଳର ସଂଖ୍ୟା ଉପରେ ନଜର ପକାଇବା, ତେବେ ଏହି...

କିଡ୍‌ନୀ ଇନ୍‌ଫେକ୍ସନ କାହିଁକି ହୁଏ? ଜାଣନ୍ତୁ ଏହାର ଲକ୍ଷଣ ଆଉ ନିରାକରଣ…

କିଡ୍‌ନୀ ବା ବୃକକ୍‌ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ରକ୍ତକୁ ସଫା କରିବା, ବିଷାକ୍ତ ଉପାଦାନ ବାହାର କରିବା ଏବଂ ଶରୀରରେ ଜଳ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ପାଇଁ କାମ କରେ।...

ଚାରା ରୋପଣର ବିକଳ୍ପ ବ୍ୟବସ୍ଥା: ସଂରକ୍ଷିତ ଜଙ୍ଗଲରେ ବାଉଁଶ ମଞ୍ଜି ଫିଙ୍ଗିଲେ ବିଧାୟକ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଖୋଲା ଜଙ୍ଗଲରେ ଚାରା ରୋପଣ କରିବା ସହଜ। କିନ୍ତୁ ଜଙ୍ଗଲର ଏଭଳି କିଛି ସ୍ଥାନ ରହୁଛି ସେଠି ଯାଇ ଚାରା ରୋପଣ କରିବା କଷ୍ଟକର। ତେଣୁ ଜଙ୍ଗଲ ବିଭାଗ ଉକ୍ତ ସ୍ଥାନ ଗୁଡ଼ିକୁ ବିକଳ୍ପ ଭାବେ ଅନେକ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri