ଫସିଗଲେ ଟ୍ରମ୍ପ! ଏମିତି କ’ଣ କହିଲେ ଯେ ଏଥର କ୍ଲିଣ୍ଟନଙ୍କ ସହ କରାଯାଉଛି ତୁଳନା
ଓ୍ବାଶିଂଟନ,୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସାକ୍ଷାତକାରରେ ତାଙ୍କ ହ୍ବାଇଟ ହାଉସ ପ୍ରେସ ସଚିବ କାରୋଲିନ ଲେଭିଟ୍ଙ୍କୁ ପ୍ରଶଂସା କରିଛନ୍ତି। କାରୋଲିନଙ୍କୁ ପ୍ରଶଂସା କରିବା ସମୟରେ ଟ୍ରମ୍ପ ତାଙ୍କ ମୁହଁ ଏବଂ ତାଙ୍କ ଓଠର ମଧ୍ୟ ଖୁବ୍ ପ୍ରଶଂସା...
ଡକାୟତି କରି ଫେରାର ହୋଇଯାଉଥିଲେ ଡକାୟତ ଗ୍ୟାଙ୍ଗ୍, ଧରିଲା ଗ୍ରାମାଞ୍ଚଳ ପୋଲିସ
ସାଲେପୁର,୩ା୮(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ...
ସିରାଜଙ୍କୁ ଚପଲ ଦିଅ…କାହିଁକି ଏଭଳି କହିଲେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ? ଯାହା…
ନୂଆଦିଲ୍ଲୀ,୩।୮: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର ଷ୍ଟୁଆର୍ଟ ବ୍ରଡ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ସିରାଜଙ୍କୁ ଚପଲ ଦେଇ ବେଳାଭୂମିକୁ ପଠାଇ ଦିଅ। ଇଂଲଣ୍ଡ ବିପକ୍ଷ...
ଯଶସ୍ବୀ ଜୈସ୍ୱାଲଙ୍କ ଏହି କାର୍ଯ୍ୟକୁ ନେଇ ରିକି ପଣ୍ଟିଂ ପ୍ରକାଶ କଲେ ଅସନ୍ତୋଷ
ନୂଆଦିଲ୍ଲୀ,୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ଯଶସ୍ବୀ ଜୈସ୍ୱାଲଙ୍କ ସମୟ ନଷ୍ଟ କରିବା କାର୍ଯ୍ୟକୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁଭମନ ଗିଲଙ୍କ ଚମତ୍କାର ଡ୍ରାଇଭ ପରେ ଦୁଇ...
ରାଜ୍ୟ ରାଜନୀତିରେ ହଇଚଇ, ଏମିତି ଅନୁଦାନ ଘୋଷଣା କଲେ ଦିଦି, ଆଖି ତରାଟି ରହିଗଲା ଭାଜପା!
କୋଲକାତା,୩।୮: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୁଇଟି ପ୍ରମୁଖ ଯୋଜନା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଗୋଟିଏ ପଟେ ମମତା ଦୁର୍ଗା ପୂଜା ପାଇଁ ୧.୧ ଲକ୍ଷ ଟଙ୍କାର...
ଜାଣନ୍ତି କି ପୃଥିବୀକୁ ପ୍ରଥମେ କେଉଁ ପରିବା ଆସିଥିଲା, ଏହା କ୍ୟାନସର ପରି ମାରାତ୍ମକ ରୋଗ ରୋକିବାରେ ହୁଏ ସହାୟକ
ଭାରତୀୟମାନଙ୍କ ଖାଦ୍ୟରେ ପନିପରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସକାଳ ଜଳଖିଆରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରର ପନିପରିବା ବ୍ୟବହାର କରାଯାଏ। ଏହି କାରଣରୁ ଭାରତରେ ୪୦ରୁ ଅଧିକ ପ୍ରକାରର ପନିପରିବା ଚାଷ କରାଯାଏ। ଯେଉଁଥିରେ...
ପଡ଼ିଆ ମଝିରେ WCLର ମାଲିକ ଏମିତି କ’ଣ କହିଲେ ଯେ ଉପସ୍ଥାପିକା କହିଲେ ‘ହେ ଭଗବାନ’ , ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩।୮: ବିଶ୍ୱ ଚାମ୍ପିଅନସିପ ଅଫ ଲିଜେଣ୍ଡସ ଲିଗ ମାଲିକ ହର୍ଷିତ ତୋମାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ସେ ଆଙ୍କର କରିଶ୍ମା କୋଟକଙ୍କୁ କହିଥିଲେ ଯେ ସେ WCL ଫାଇନାଲ ପରେ ତାଙ୍କୁ ପ୍ରପୋଜ କରିବେ। ଏହି ବୟାନ...
ଯାତ୍ରାରେ ଅଶ୍ଳୀଳତା ବନ୍ଦ ନେଇ ଆଗକୁ ଆସିଲା କମିଟି
ପୁରୁଷୋତ୍ତମପୁର,୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଠାରେ ଓଡ଼ିଶା ଯାତ୍ରାକମିଟି ମହାସଂଘର ଗଞ୍ଜାମ ଜିଲା ଶାଖା ପକ୍ଷରୁ ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ମହାସଂଘର ସଂଯୋଜକ ମାନସରଞ୍ଜନ ରାୟସାମନ୍ତ ଓ ଉପସଭାପତି ମହେନ୍ଦ୍ର...
ପ୍ରତି ମାସରେ କେତେ ରୋଜଗାର କରନ୍ତି ଅନିରୁଦ୍ଧାଚାର୍ଯ୍ୟ? ଜାଣନ୍ତୁ ଏହା କେଉଁଠୁ ଆସେ କେଉଁଠି ଖର୍ଚ୍ଚ ହୁଏ
ନୂଆଦିଲ୍ଲୀ,୩।୮: ଯଦି ଆମେ ଆଜିକାଲି ଦେଶରେ ପ୍ରବଚକମାନଙ୍କ ବିଷୟରେ କଥା ହେବା, ତେବେ ଅନିରୁଦ୍ଧାଚାର୍ଯ୍ୟଙ୍କ ନାମ ସବୁଠୁ ଆଗରେ ଆସିବ। କିଛି ସମୟ ପାଇଁ ସୋସିଆଲ ମିଡିଆ ସେନ୍ସେସନ ପାଲଟିଥିବା ଅନିରୁଦ୍ଧାଚାର୍ଯ୍ୟଙ୍କର ଏକ ଭିଡିଓ ଭାଇରାଲ ହେଉଛି। ନିକଟରେ ଅନିରୁଦ୍ଧାଚାର୍ଯ୍ୟ...
ଆର୍ମି ଅଫିସରଙ୍କ ହାଇଡ୍ରାମା: ବିମାନବନ୍ଦରରେ କର୍ମଚାରୀଙ୍କୁ ମାରିଲେ ବିଧା-ଗୋଇଠା , ଭାଙ୍ଗିଦେଲେ ହାଡ଼, ଏବେ…
ଶ୍ରୀନଗର,୩।୮: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟ୍ରେ ଜଣେ ଯାତ୍ରୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯାତ୍ରୀଜଣଙ୍କ ସ୍ପାଇସ୍ ଜେଟ୍ର ଚାରିଜଣ କର୍ମଚାରୀଙ୍କ ଉପରେ ଗୁରୁତର ଆକ୍ରମଣ କରିଛନ୍ତି। ଶ୍ରୀନଗର ବିମାନବନ୍ଦରରେ ଘଟିଥିବା ଏହି...
ରାଜ୍ୟରେ ଅସୁରକ୍ଷିତ ମହିଳା, ଏହି ଜିଲାରେ ବଳାତ୍କାର ପରେ ବିଷ ପିଆଇ ଯୁବତୀଙ୍କୁ ହତ୍ୟା!
ନବରଙ୍ଗପୁର,୩।୮: ନବରଙ୍ଗପୁର ଜିଲାର କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ପାଖ ପଡ଼ିଆରୁ ଉଦ୍ଧାର କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଯୁବତୀଙ୍କୁ ବଳାତ୍କାର...
କାହାକୁ ଦେଇଥିଲେ ଫ୍ଲାଇଂ କିସ୍? ଜଶସ୍ବୀ ନିଜେ ଖୋଲିଲେ ରାଜ୍, କହିଲେ କାହା ପାଇଁ କରିଥିଲେ…
ନୂଆଦିଲ୍ଲୀ,୩।୮: ଇଂଲଣ୍ଡ ବିପକ୍ଷରେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଯଶସ୍ବୀ ଜୟସୱାଲ ସେଲିବ୍ରେଶନ ବିଷୟରେ ପ୍ରକାଶ କରିଥିଲେ, ଏହା କାହା ପାଇଁ ଥିଲା। ‘ଦି ଓଭାଲ’ରେ ଶତକ ହାସଲ କରିବା ପରେ ସେ ‘ଫ୍ଲାଇଙ୍ଗ...
Archives


