ଆଜି ଅନ୍ତିମ ଦିନିକିଆ: କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ
ଥିରୁଭାନନ୍ଥପୁରମ୍,୧୫ା୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ରବିବାର ଥିରୁଭାନନ୍ଥପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିବା ସହିତ ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ। ତେବେ ଏହି ମ୍ୟାଚରେ…
ଉଭେଇଗଲା ଶୀତ
ଭୁବନେଶ୍ୱର,୧୫।୧(ବ୍ୟୁରୋ):ଚଳିତ ବର୍ଷ ଶୀତ ଉଭେଇଗଲା। ଅଳ୍ପ କେଇ ଦିନ ଟିକେ ଝଟକା ଦେଖାଇ ଗାଏବ ହୋଇଯାଇଛି। ଆଗାମୀ ଦିନରେ ମଧ୍ୟ ଶୀତ ବଢ଼ିବା ନେଇ କୌଣସି ସୂଚନା ନାହିଁ। ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବ…
ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଭାଜପାର ବିକ୍ଷୋଭ
କଟକ ଅଫିସ,୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ରହସ୍ୟଜନକ ମୃତ୍ୟୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ମଧ୍ୟାହ୍ନ ୧୨ଟାରେ ବିକ୍ଷୋଭ ପ୍ରଦର୍ଶନ…
ମିଳୁନି ବାଙ୍ଗରା ନଡ଼ିଆ ଚାରା
ଜଗତ୍ସିଂହପୁର ଅଫିସ,,୧୫।୧: ଦେଶର ପ୍ରମୁଖ ୬ଟି ନଡ଼ିଆ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏହା ଅଧିକ ହୁଏ। ସେ ଦୃଷ୍ଟିରୁ ଏକଦା ଜଗତ୍ସିଂହପୁର ନଡିଆ ଉତ୍ପାଦନରେ ସୁନାମ ଅର୍ଜନ କରୁଥିଲା। ୧୯୯୯ ମହାବାତ୍ୟା ଓ ଫନୀ ବାତ୍ୟାରେ…
ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ଘଟଣା
କଟକ ଅଫିସ୍/ ପୁରୀ ଅଫିସ୍ ୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି)ଙ୍କ ନିକଟରେ ଶନିବାର ମାମଲା ରୁଜୁ ହୋଇଛି। ଆୟୋଗଙ୍କ ଏକ ଟିମ୍ ଦ୍ୱାରା ଘଟଣାର ତଦନ୍ତ କରାଯିବା ସହ ରାଜଶ୍ରୀଙ୍କ ପରିବାରକୁ…
ଆଇଇଡି ବୋମା ବିସ୍ଫୋରଣରେ ଏଏସ୍ଆଇ ଗୁରୁତର
ମାଲକାନଗିରି, ୧୫।୧(ଡି.ଏନ.ଏ.): ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ଜଣେ ପୋଲିସ ଏଏସ୍ଆଇ ମହମ୍ମଦ ଅସଲମ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ଖବରରୁ ଜଣାପଡିଛି, ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ପେଗଡାପଲ୍ଲି ସ୍ଥିତ ସିଆର୍ପିଏଫ୍…
ପୌରାଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ସୁନାବେଡ଼ା/ସେମିଳିଗୁଡା, ୧୫।୧(ସ୍ବ.ପ୍ର.): ସୁନାବେଡା ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ରଙ୍କ ବିରୋଧରେ ଶନିବାର ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ସୁନାବେଡ଼ା ଥାନା ଅଧୀନ ସେମିଳିଗୁଡା ସରସ୍ବତୀ ନଗର ଅଞ୍ଚଳରେ ରହୁଥିବା ଏହି ମହିଳା ଜଣକ ପ୍ରଥମେ ସୁନାବେଡ଼ା ଥାନା ଓ…
ଶ୍ରୀମନ୍ଦିରରେ ଠେଲାପେଲା: ୨ ଆହତ
ପୁରୀ ଅଫିସ,୧୫।୧: ପୁରୀ ଶ୍ରୀମନ୍ଦିରରେ ରବିବାର ଠେଲାପେଲା ହୋଇଛି। ଏଥିରେ ୨ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ବେଳେ ଏଭଳି ଘଟଣା ଘଟିଛି। ତୋବ ଉଭୟ ଆହତଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ଜଣେ ସୁସ୍ଥ ଅନୁଭବ କରିବାରୁ…
ହାତୀ କବର ସ୍ଥଳ ଆଠଗଡ଼ ବନଖଣ୍ଡ
ଭୁବନେଶ୍ୱର, ୧୫।୧:(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ହାତୀଙ୍କ କବର ସ୍ଥଳ ପାଲଟିଛି। ଗତବର୍ଷ ଆଠଗଡ଼ରେ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚାରେ ରହିଥିବାବେଳେ ଚଳିତବର୍ଷ ଆରମ୍ଭରୁ ଏକ ଦନ୍ତାହାତୀର ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଲାଣି। ଓଡ଼ିଶା ବନ୍ୟପ୍ରାଣୀ ସମିତିର…
ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ
ଖୁଣ୍ଟୁଣୀ,୧୪ା୧(ଡି.ଏନ୍.ଏ.): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କାଦୁଆ ନୂଆଗଁା ଗ୍ରାମର ଏକ ଫାର୍ମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶନିବାର ଦନ୍ତାହାତୀର ମୃତ୍ୟୁ ଘଟିଛି। ଫାର୍ମରେ ବେଆଇନ ବିଦ୍ୟୁତ୍ ତାର ଘେରାଇବା ଅଭିଯୋଗରେ ମାଲିକ କାଦୁଆ ନୂଆଗଁାର ଫଗୁ ସାହୁଙ୍କୁ ବନ…
କାହିଁକି ଜୀବନ ନେଲା ଦୀର୍ଘତମ ସେତୁ
ଭୁବନେଶ୍ୱର, ୧୫।୧(ବ୍ୟୁରୋ): କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ମହାନଦୀରେ ସଂଯୋଗ କରୁଥିବା ସେତୁର ମଧ୍ୟଭାଗରୁ ବାବା ସିଂହନାଥ ପୀଠକୁ ସଂଯୋଗ ରହିଛି। ୩.୪ କିଲୋମିଟର ବିଶିଷ୍ଟ ଏହି ସେତୁ ଓଡ଼ିଶାର ଦୀର୍ଘତମ ହୋଇଥିବାବେଳେ ଏହାର ଆକାର ଇଂଲିଶ ଅକ୍ଷର…
ପୁଣିଥରେ ‘ମିଷ୍ଟର ଇଣ୍ଡିଆ’ର ଯାଦୁ ଦେଖିବେ ଦର୍ଶକେ!
ମୁମ୍ବାଇ: ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ବୋନି କପୁର ତାଙ୍କ କ୍ୟାରିୟରରେ ଦର୍ଶକଙ୍କୁ କିଛି ସୁପରହିଟ୍ ମୁଭି ଭେଟି ଦେଇଛନ୍ତି । ଏବେ ସେ ଏକ ଖୁସି ଖବର ଦେଇଛନ୍ତି । ବୋନି କହିଛନ୍ତି, ଅନିଲ କପୁର ଓ ଶ୍ରୀଦେବୀଙ୍କ ଅଭିନୀତ…
Archives


