Home Left

ବ୍ରିଜ ଭୂଷଣଙ୍କ ଉପରେ ଲାଗିଥିବା ଅଭିଯୋଗର ଯାଞ୍ଚ କରିବ ୭ ଜଣିଆ କମିଟି

ନୂଆଦିଲ୍ଲୀ,୨୦।୧: ରେସଲିଂ ଫେଡେରେଶନ୍‌ ଏବଂ ରେସଲରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ଏକ ବଡ଼ ନିଷ୍ପତ୍ତି ନେଇଛି। ଡବ୍ଲୁଏଫ୍‌ଆଇ ମୁଖ୍ୟ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ଯାଞ୍ଚ କରିବାକୁ ଏକ ୭ ଜଣିଆ…

ପୁଣି ରାମ ରହିମଙ୍କୁ ମିଳିଲା ୪୦ ଦିନିଆ ପାରୋଲ

ନୂଆଦିଲ୍ଲୀ,୨୦।୧: ବଳତ୍କାର ଏବଂ ହତ୍ୟା ମାମଲାର ଦୋଷୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍‌ ସିଂଙ୍କୁ ପୁଣି ୪୦ ଦିନିଆ ପାରୋଲ ଅନୁମତି ଦିଆଯାଇଛି। ପୂର୍ବରୁ ତାଙ୍କୁ ଅକ୍ଟୋବରେ ସମାନ ଦିନର ପାରୋଲ ଦିଆଯାଇଥିଲା। ଏହା ନଭେମ୍ବର ୨୫ରେ…

ସାକ୍ଷୀଙ୍କୁ ଧମକ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୦ା୧-ଏକ ହତ୍ୟା ଉଦ୍ୟମ ମାମଲାର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜଗଦଳପୁରର ହେମନ୍ତ ଡାକୁଆ(୨୪)। ଶୁକ୍ରବାର ମାମଲା ନଂ.୧୪/୨୩ ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘର କାନ୍ଥକୁ…

୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କରଞ୍ଜିଆ,୨୦ା୧- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ଧୋକଟା ଗଁାରେ ଶୁକ୍ରବାର ବାପାଙ୍କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ପଞ୍ଚାନନ ନାଏକ। ହତ୍ୟାକାଣ୍ଡ ପରେ ପୁଅ ବିକାଶ ଚଢେଇଭୋଳ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା…

ନୌସେନାକୁ ମିଳିବ ‘ଆଇଏନ୍‌ଏସ୍‌ ଭାଗିର୍‌’: ଶତ୍ରୁକୁ ଚକମା ଦେଖାଇ ଆକ୍ରମଣ କରିବାରେ ସକ୍ଷମ

ନୂଆଦିଲ୍ଲୀ,୨୦।୧: ଭାରତୀୟ ନୌସେନାର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆସନ୍ତା ଜାନୁୟାରୀ ୨୩ରେ ନୌସେନାରେ ସାମିଲ ହେବ ଆଧୁନିକ ଡିଜେଲ-ଇଲେକ୍ଟ୍ରିକ ଆକ୍ରମଣ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭାଗିର୍‌’। ପ୍ରୋଜେକ୍ଟ ପି-୭୫ ଅଧୀନରେ ଏହାକୁ ନିର୍ମାଣ କରାଯାଇଛି। ଏହା ସାମିଲ ହେବା ପରେ…

ପିଇବା ପାଣି ଅଭାବ: ବିଡିଓଙ୍କୁ ଜଣାଇଲେ ବସ୍ତିବାସୀ

ଧରାକୋଟ,୨୦ା୧(ଡି.ଏନ୍‌.ଏ.): ଧରାକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମ ଋଷିକୁଲ୍ୟା କେନାଲ ପାର୍ଶ୍ୱରେ ଥିବା କିଶୋରବିହାର ବସ୍ତିରେ ପିଇବା ପାଣିର ଅଭାବ ଦେଖାଦେଇଛି। କିଶୋର ବିହାର ଅଞ୍ଚଳରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ପିଇବା ପାଣି ଯୋଗାଣ ଲାଗି ପାଇପ ବିଛା ଯାଇନାହିଁ…

ଆଇପିଏଲ୍‌ରେ ନଜର ଆସିବେ ଋଷଭ ପନ୍ତ… ଦିଲ୍ଲୀ କୋଚ୍‌ ପଣ୍ଟିଂଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୦।୧: ଦୁର୍ଘଟଣାରେ ଆହତ ହେବା ପରେ ଚିକିତ୍ସିତ ହେଉଛନ୍ତି ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ। ନିକଟରେ କୋକିଲାବେନ ହସ୍ପିଟାଲରେ ପନ୍ତଙ୍କ ସର୍ଜରୀ ଶେଷ ହୋଇଛି। ତାଙ୍କର ଅସୁସ୍ଥତାକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ନୂଆ ଅଧିନାୟକ ଖୋଜିବାକୁ ହେବ…

ଆର୍ଜେଣ୍ଟିନା- ଫ୍ରାନ୍ସ ମ୍ୟାଚ୍‌ ଡ୍ର

ରାଉରକେଲା ଅଫିସ,୨୦।୧: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଆର୍ଜେଣ୍ଟିନା-ଫ୍ରାନ୍ସ ହକି ବିଶ୍ୱକପ୍‌ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି। ଆର୍ଜେଣ୍ଟିନା ଦଳର ଅଧିନାୟକ ଭିକ୍ଟର ଚାର୍ଲେଟ ୩୫, ୩୭, ୪୮ ଓ ୫୯ତମ ମିନିଟରେ ଏକାକୀ ୪ଟି ଗୋଲ ସ୍କୋର…

୨ ସ୍କୁଟି ମୁହାଁମୁହିଁ

ଝାରସୁଗୁଡ଼ା ଅଫିସ,୨୦ା୧: ଝାରସୁଗୁଡ଼ା ଟାଉନ ଥାନା ଅଧୀନ ବମ୍ବେଛକ ନିକଟ କାପୁମାଲ ରାସ୍ତାରେ ୨ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସରବେର୍ଣ୍ଣା ଗ୍ରାମ ଓରାପଡାର ବିନୋଦ ମିଞ୍ଜ(୩୫), ବୁଡିପଦର ଗ୍ରାମର ଅମିତ ଓରାମ(୨୨)…

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବଡ଼ ଭୁଲ: ଟିମ୍‌ ଇଣ୍ଡିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ,୨୦।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଟିମ୍‌। ଜାନୁୟାରୀ ୧୮ରେ ହାଇଦ୍ରାବାଦରେ ଦଳ ପ୍ରଥମ ଦିନିକିଆ ଖେଳି ୧୨ ରନ୍‌ରେ ବିଜେତା ହୋଇଥିଲା । ହେଲେ ଏହି ମ୍ୟାଚ୍‌ରେ ଏକ ଭୁଲ୍‌ କରିଛନ୍ତି ଭାରତୀୟ…

ବିଦାୟ ନେଲା ଦକ୍ଷିଣ ଆଫ୍ରିକା

ରାଉରକେଲା ଅଫିସ,୨୦।୧: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଇଥିବା ପୁଲ୍‌ ‘ଏ’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫଳରେ ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ଅଷ୍ଟ୍ରେଲିଆ ୩ ମ୍ୟାଚରୁ ୨ ବିଜୟ ଓ ୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri