Home Left

ସ୍ମୃତି ମନ୍ଧାନାଙ୍କୁ ବଡ଼ ସର୍‌ପ୍ରାଇଜ୍‌ ଦେଲେ ପଲାଶ: ଜୀବନରେ କେବେ ଭୁଲି ପାରିବେନି ପ୍ରେମିକା: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଖୁବ ଶୀଘ୍ର ସଙ୍ଗୀତକାର ପଲାଶ ମୁଛଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତୀୟ ଦଳକୁ ବିଶ୍ୱ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ଧାନା ନଭେମ୍ବର ୨୩ରେ…

ଏସ୍‌ଏସ୍‌ବି ଯବାନଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୧ା୧୧: ଏକ ଜମି ଠକେଇ ମାମଲାରେ ଜଣେ ଯବାନଙ୍କୁ ବାନ୍ଧିଛି ପୋଲିସ। ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ଶହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା।…

ଡିସେମ୍ବର ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ: ଷ୍ଟାଡିୟମ ବୁଲି ଦେଖିଲେ IIT ଭୁବନେଶ୍ବର ଟିମ୍‌

ଭୁବନେଶ୍ୱର,୨୧।୧୧: କଟକ ବାରବାଟୀ ଷ୍ଟାଡିୟମରେ IIT ଭୁବନେଶ୍ବରର ବୈଷୟିକ ଟିମ୍‌। ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଛନ୍ତି। ୮ ଜଣିଆ ଟିମ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଛନ୍ତି। ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି…

ଲାଇଭ୍‌ ମ୍ୟାଚ୍‌ବେଳେ ଆସିଲା ଭୂକମ୍ପ: ଜୀବନ ବଞ୍ଚାଇବାପାଇଁ ଖେଳାଳି କଲେ ଏମିତି କାମ

ମୀରପୁର,୨୧।୧୧: ଟେଷ୍ଟ କ୍ରିକେଟ ଇତିହାସରେ ବିଭିନ୍ନ କାରଣରୁ ମ୍ୟାଚ ବନ୍ଦ ହୋଇଥିବା ଅନେକ ଘଟଣା ଘଟିଛି। କ୍ରିକେଟ ମ୍ୟାଚ୍‌ରେ ବର୍ଷା ପ୍ରାୟତଃ ବାଧା ସୃଷ୍ଟି କରିବାର ସବୁଠାରୁ ସାଧାରଣ କାରଣ। ମୀରପୁରର ଶେର-ଏ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ବାଂଲାଦେଶ ଏବଂ ଆୟର୍ଲାଣ୍ଡ ମଧ୍ୟରେ…

ଶୌଚ ହେବା ପାଇଁ ଯାଇଥିଲେ: ହଠାତ୍‌ ଜଙ୍ଗଲରୁ ଆସିଲା ଭାଲୁ

ନୂଆପଡ଼ା,୨୧।୧୧(ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ୧ ନମ୍ବର ୱାର୍ଡ ଶାଖାତରାର ଜଣେ ବୃଦ୍ଧ ଉତ୍ତର କୁମାର ଶବର (୬୨) ଗୁରୁବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟୁଷରେ ଉତ୍ତର ନିଜ କ୍ଷେତ ଚାଳମୁଡା ପଟେ ଶୌଚ ହେବା ପାଇଁ ଯାଇଥିଲେ।…

ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା: ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ୱେ…

ବଲାଙ୍ଗୀର, ୨୧।୧୧ (ସୁନିଲ କୁମାର ମହାନ୍ତି): ପ୍ରତିଷ୍ଠିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମୁନାହିଁ। ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ତାଙ୍କର ଦୁଇ ଜଣ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ବିରୁଦ୍ଧରେ ବଲାଙ୍ଗୀର ଟାଉନ ଥାନାରେ…

ପୂର୍ବ ଶତ୍ରୁତାରୁ ରାତିରେ ଘର ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ତିହିଡ଼ି,୨୧ା୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଫତେପୁର ପଞ୍ଚାୟତ ଅଧୀନ ବିଭୂତିପୁର ଗ୍ରାମର ଜଣେ ଯୁବକ ସେହି ଗ୍ରାମର ୨ପରିବାରର ୩ବଖରା ଗୃହକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଯୁବକ ଜଣକ…

ଟ୍ରମ୍ପଙ୍କ କଥାରେ ପଡ଼ି ମଝି ସମୁଦ୍ରରେ ପହଞ୍ଚିଲାଣି ପାକିସ୍ତାନ! କରୁଛି ଏମିତି କାମ ବିଶ୍ୱ ଆଶ୍ଚର୍ଯ୍ୟ

ଇସଲାମାବାଦ,୨୧।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବେବି ଡ୍ରିଲ’ ଆମେରିକାରେ ପ୍ରସିଦ୍ଧ ହୋଇଥିଲା, କିନ୍ତୁ ତାଙ୍କର ସାମ୍ପ୍ରତିକ ବକ୍ତବ୍ୟ ପାକିସ୍ତାନରେ ଏକ ନୂତନ ବିତର୍କ ସୃଷ୍ଟି କରିଛି। ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନରେ ବିପୁଳ ସମୁଦ୍ର ତୈଳ ସଂରକ୍ଷଣ ରହିଛି।…

ସ୍ବାସ୍ଥ୍ୟକେନ୍ଦ୍ରରେ ରହିଛି ମାଳମାଳ ସମସ୍ୟା, ସମାଧାନ ପାଇଁ ନିଆଗଲା ନିଷ୍ପତ୍ତି

ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ସମିତିର ଅଧ୍ୟକ୍ଷ ତଥା ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ…

ରେଲଓ୍ବେରେ ବାହାରିଲା ୪୦୦୦ ପଦବୀ ପାଇଁ ବମ୍ଫର ନିଯୁକ୍ତି: ହେବନି ପରୀକ୍ଷା, କେବଳ ଦଶମ ପାସ କରିଥିଲେ…

ନୂଆଦିଲ୍ଲୀ,୨୧।୧୧: ରେଳବାଇରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଉତ୍ତର ରେଳବାଇ ନୂତନ ଅଧିବେଶନ ପାଇଁ ୪,୦୦୦ରୁ ଅଧିକ ଆପ୍ରେନ୍ଟିସ୍‌ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଘୋଷଣା କରିଛି।…

ପାଖେଇ ଆସିଲା ପିଏମ୍‌ ଆବାସ ଯୋଜନା ପଞ୍ଜୀକରଣର ଶେଷ ତାରିଖ, ଜାଣନ୍ତୁ ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ,୨୧।୧୧: ନିଜର ଘର କରିବା ସମସ୍ତଙ୍କର ସ୍ବପ୍ନ। କିନ୍ତୁ ଅନେକ ଲୋକଙ୍କ ପାଖରେ ଘର ନିର୍ମାଣ କରିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଏପରି ପରିସ୍ଥିତିରେ, ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ସାହାଯ୍ୟର ଉତ୍ସ ପାଲଟିଥାଏ। ଏହି ଯୋଜନା…

ରାଜ୍ୟ କ୍ୟାବିନେଟ ବୈଠକ: ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ୱର,୨୧।୧୧: ରାଜ୍ୟ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛଇ। ୯ଟି ଏଜେଣ୍ଡା ଉପରେ ଆଲୋଚନା ହେବା ନେଇ ସୂଚନା ମିଳିଛି। ଶୀତକାଳୀନ ଅଧିବେଶନ ସହ ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିବ। ବୈଠକରେ ପରିବହନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri