ଘରୋଇ ବଜାରରେ ୪,୬୬୦ ଗାଡ଼ି ବିକିଲା ହୋଣ୍ଡା
ଭୁବନେଶ୍ୱର,୧୨।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍ କାର୍ ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସ୍ିଆଇଏଲ୍) ପକ୍ଷରୁ ୨୦୨୩ ମେ ମାସର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମେ’ ମାସରେ କମ୍ପାନୀ ଘରୋଇ…
ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଇବ ରୟାଲ ଗ୍ରୁପ୍
ଭୁବନେଶ୍ୱର,୧୨।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ରୟାଲ ଗ୍ରୁୁପ୍ ଅଫ୍ ଇନ୍ଷ୍ଟିଚ୍ୟୁଶନ୍ସ ପକ୍ଷରୁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସମ୍ପର୍କରେ ଏକ ବଡ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଜୁନ୍ ୨ରେ ବାଲେଶ୍ୱର ଜିଲାର ବାହାନଗାଠାରେ ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ…
ୱେଷ୍ଟର୍ନ କ୍ୟାରିୟର୍ସ ପକ୍ଷରୁ ଡିଆର୍ଏଚ୍ପି ଦାଖଲ
ନୂଆଦିଲ୍ଲୀ,୧୨।୬: ୱେଷ୍ଟର୍ନ କ୍ୟାରିୟର୍ସ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଡ୍ରାପ୍ଟ ରେଡ୍ ହେରିଂ ପ୍ରସପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ପୁଞ୍ଜି ବଜାର ନିୟାମକ ସଂସ୍ଥା…
୩ଦିନ ହେବ ପ୍ଲାନେଟାରିୟମ୍ ବନ୍ଦ
ଭୁବନେଶ୍ୱର, ୧୨।୬ (ବ୍ୟୁରୋ): ପିଲାଙ୍କ ପାଇଁ ଉଭୟ ମନୋରଞ୍ଜନ ଓ ଶିକ୍ଷାର ଏକ ପ୍ରମୁଖ ମାଧ୍ୟମ ହେଉଛି ପ୍ଲାନେଟୋରିୟମ୍। ମହାକାଶ, ଗ୍ରହ, ନକ୍ଷତ୍ର ଆଦି ବିଭିନ୍ନ ମହାଜାଗତିକ ତଥ୍ୟ ଉପରେ ଜ୍ଞାନ ଲାଭ କରିବା ପାଇଁ ପ୍ରତିଦିନ ଶହ ଶହ ଛାତ୍ରୀଛାତ୍ର,…
ନୀତୀନ ଅଗ୍ରଓ୍ବାଲ ବିଏସ୍ଏଫ୍ ଡିଜି
ନୂଆଦିଲ୍ଲୀ,୧୨ା୬: କେରଳ କ୍ୟାଡର ୧୯୮୯ ବ୍ୟାଚ୍ ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ନୀତୀନ ଅଗ୍ରଓ୍ବାଲଙ୍କୁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ମହାନିର୍ଦ୍ଦେଶକ (ଡିଜି) ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍ପିଏଫ୍) ମୁଖ୍ୟାଳୟରେ ଅପରେଶନ୍ସ…
ଦୀର୍ଘ ୨୭ ବର୍ଷ ପରେ ଭାରତରେ ହେବ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା
ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱସୁନ୍ଦରୀ ପ୍ରତିଯୋଗିତା। ୧୯୯୬ରେ ଏହି ପ୍ରତିଯୋଗିତା ଭାରତରେ ଶେଷଥର ପାଇଁ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ୭୧ତମ ବିଶ୍ବସୁନ୍ଦରୀ ପ୍ରତିଯୋଗିତା ଭାରତରେ ହେବା ନେଇ ଆୟୋଜକ ବିଶ୍ୱସୁନ୍ଦରୀ ସଂଘର…
ମନ୍ଦିର ଆନ୍ଦୋଳନର ମୁଖ୍ୟ ଦେବକୀ ନାମ୍ବିସାନ୍ଙ୍କ ପରଲୋକ
ଥ୍ରିଶୂର୍, ୧୨ା୬: ୧୯୫୬ରେ ମନ୍ଦିର ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଇ ଦଳିତ ମହିଳାମାନଙ୍କ ଅଧିକାର ପାଇଁ ଲଢ଼ିଥିବା ଦେବକୀ ନାମ୍ବିସାନ୍ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଭେଲୁର ନିକଟ ମନିମଲାରକାଭୁ ମନ୍ଦିର ବାର୍ଷିକ ଉତ୍ସବରେ ନାୟାର ମହିଳାମାନେ…
ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ
ଦିଗପହଣ୍ଡି,୧୨ା୬(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ରବିବାର ଅପରାହ୍ନରେ ୨୭ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଥାଲାସେମିଆ (ରକ୍ତ ଶିକୁଳି) ରୋଗରେ ପୀଡିତ ଥିଲେ। ଶୁକ୍ରବାର ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରସ୍ଥିତ ଏକ…
ଶ୍ରମ ବୋଝ ନୁହେଁ, ଶିଶୁଙ୍କ ହାତରେ ପଢ଼ା ବହି ଜରୁରୀ
କୁହାଯାଏ ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁଙ୍କ ବିକାଶ ଦ୍ୱାରା ଦେଶର ଭବିଷ୍ୟତ ଉଜ୍ଜଳ ହୋଇଥାଏ। ମାତ୍ର ବିଭିନ୍ନ କାରଣରୁ ଶିଶୁଙ୍କ ହାତରେ ପାଠପଢ଼ା ବହି ବଦଳରେ ଶ୍ରମର ବୋଝ ଧରିବାକୁ ପଡୁଛି। ଶିଶୁ ଶ୍ରମିକ ବିରୋଧରେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ…
ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ
ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ। ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିବା ସହ ସେମାନଙ୍କ ସିଡିଆର୍ ଯାଞ୍ଚ କରୁଥିବା ସୂଚନା…
ଓଡ଼ିଶାରୁ ବଢ଼ୁଛି ଆଇଏସ୍ଆଇ ଲିଙ୍କ୍
ଭୁବନେଶ୍ୱର(ବ୍ୟୁରୋ),୧୨ା୬: ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆତଙ୍କବାଦୀ, ଅନ୍ତଃରାଷ୍ଟ୍ରୀୟ ଅପରାଧୀଙ୍କ ସହ ଲିଙ୍କ୍ ରହୁଥିବା କ୍ରମାଗତ ଭାବେ ଦେଖିବାକୁ ମିଳିଲାଣି। ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍ର କେତେଜଣ କର୍ମଚାରୀ ହନିଟ୍ରାପ୍ର ଶିକାର ହୋଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍ଆଇକୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ…
ଡିଜେ ବନ୍ଦ କରିବାକୁ ନିର୍ଦ୍ଦେଶ
ଜଳେଶ୍ୱର, ୧୧ା୬(ଡି.ଏନ୍.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରରେ ଡିଜେ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡୁଥିଲେ। ଏନେଇ ସ୍ଥାନୀୟ ଓ ଜିଲାସ୍ତରୀୟ କର୍ତ୍ତୃପକ୍ଷଙ୍କଠାରେ ବାରମ୍ବାର ଅଭିଯୋଗ ହୋଇଥିଲା। ବିଶେଷ କରି ରାତି ୧୦ଟା ପରେ ବାହାଘର ଶୋଭାଯାତ୍ରାରେ ଡିଜେ ଶବ୍ଦ ଯୋଗୁ…

