Home Left

ତୁର୍କୀ-ନ୍ୟୁୟର୍କ ବିମାନରେ ୧୧ ବର୍ଷ ନାବାଳକର ମୃତ୍ୟୁ

ଆଙ୍କାରା,୧୨।୬: ଇସ୍ତାନବୁଲରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ତୁର୍କୀ ଏୟାରଲାଇନ୍ସ ବିମାନରେ ଜଣେ ୧୧ ବର୍ଷର ନାବାଳକର ମୃତ୍ୟୁ ଘଟିଛି। ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ବିମାନରେ ବସିବା ପରେ ଶିଶୁର ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଲା। ପିଲାଟି ବେହୋଶ ହେବା ପରେ ଆନାନ…

ସହରରେ ଚୋରି, ଲୁଟ ଘଟଣା: ସନ୍ଦେହରେ ୫ ଅଟକ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ଚୋରି ଓ ଲୁଟ ଭଳି ଘଟଣା ବଢ଼ିବାରେ ଲାଗିଛି। ଯାହାକି ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ, ମୋବାଇଲ ଟ୍ରାକିଂ କରି ୫ ଜଣଙ୍କୁ ସନ୍ଦେହରେ କାବୁ କରି ଥାନାରେ…

୧୭୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ କଣ୍ଟେନର, କାର୍‌ ଜବତ

ବ୍ରହ୍ମପୁର ଅଫିସ,୧୨ା୬: ଅବକାରୀ ଗୋଇନ୍ଦା ଟିମ୍‌ ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଏକ କଣ୍ଟେନର ଓ ଗୋଟିଏ କାରରୁ ଗଞ୍ଜେଇ ଜବତ କରିଛି। କାରରେ ଗଞ୍ଜେଇ ଚାଲାଣ କରୁଥିବା ଯୁବକଙ୍କୁ ଯାଞ୍ଚ ଟିମ୍‌ ଗିରଫ କରିଥିବା ବେଳେ କଣ୍ଟେନର ଚାଳକ…

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୨।୬: ସୋମବାର ବମ୍ବେ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ମାମଲାରେ ଗୁଜରାଟ କୋର୍ଟରେ ହାଜର ହେବା ପାଇଁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଅବଧିକୁ କୋର୍ଟ ଅଗଷ୍ଟ ୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…

ବରଗଡ଼ ଜିଲାର ୧୦ ଥାନାରେ ନୂତନ ଆଇଆଇସି

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ(ଆଇଆଇସି)ଙ୍କ ଜିଲା ବାହାରକୁ ବଦଳି ପରେ ସମ୍ପୃକ୍ତ ଥାନା ଗୁଡ଼ିକରେ ନୂତନ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲା ପୋଲିସ ମୁଖ୍ୟାଳୟରୁ ପ୍ରଶାନ୍ତ କୁମାର ସାମଲଙ୍କୁ ଗାଇସିଲେଟ,…

ପ୍ରଯୋଜିକା ହେବେ କ୍ରିତି

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ତାଙ୍କ ଅଭିନିତ ମୁଭି ‘ଆଦିପୁରୁଷ’ ଜୁନ ୧୬ରେ ରିଲିଜ ହେବାକୁ ଯାଉଛି, ଯେଉଁଥିରେ ପ୍ରଭାସ ଏବଂ ଶୈଫ ଅଲି ଖାନ ତାଙ୍କ ସହ ଅଛନ୍ତି। ଏହା ବ୍ୟତୀତ…

ଭୀଷଣ ହେଉଛି ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’: ସମୀକ୍ଷା ବୈଠକରେ ଏହି ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୬: ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ଷୟକ୍ଷତି ହେଲେ ତୁରନ୍ତ ସହାୟତା ପାଇଁ ପ୍ରସ୍ତୁତ ହେବା ସହିତ ଜରୁରୀ ସେବା ଯେପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ…

ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ବଡ ପରଦା ପରେ ଏବେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ହେଲେଣି। ଅଭିନେତ୍ରୀ ଖୁବଶୀଘ୍ର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ଓଟିଟି ଡେବ୍ୟୁ କରିବେ। ଏହି ସିରିଜର ଘୋଷଣାବି ଅଭିନେତ୍ରୀ ଖୁବ ୟୁନିକ ଢଙ୍ଗରେ…

ନେଶନାଲ ହାଇଓ୍ବେ କଡରୁ ମିଳିଲା ଭାଜପା ମହିଳା ନେତାଙ୍କ ମୃତ ଶରୀର

ଗୁଆହାଟି,୧୨।୬: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ମହିଳା ନେତାଙ୍କୁ ହତ୍ୟା କରିବା ପରେ ଅଜ୍ଞାତ ବ୍ୟକ୍ତିମାନେ ତାଙ୍କ ମୃତଦେହକୁ ଗୋଲପାଡା ଜିଲ୍ଲାର ଜାତୀୟ ରାଜପଥ ୧୭ କଡରେ ପକାଇ ଦେଇଥିବା ସୂଚନା ମିଳିଛି। ସୋମବାର ଏହି ଘଟଣା ଘଟିଛି। ମୃତ…

ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଯୁକ୍ତ ୩ରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। www.samsodisha.gov.in ରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା…

ଆହୁରି  ୫ ଦିନ ଯାଏ  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ : ୧୫ ଜିଲାକୁ ଅରେଞ୍ଜ ୱାର୍ନିିଂ

ବନେଶ୍ବର ୧୨।୬: ଆହୁରି ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗାମୀ ୫ ଦିନ ଯାଏ ତାପମାତ୍ରା ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହାର ପ୍ରଭାବରେ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି…

ମୁହଁ ଦେଖାଇବାକୁ ଯୋଗ୍ୟ ନାହାନ୍ତି ରାହୁଲ ଗାନ୍ଧୀ ସେଥିପାଇଁ ଭଉଣିଙ୍କୁ ପଠାଇଛନ୍ତି, ପ୍ରୟଙ୍କାଙ୍କ ଗସ୍ତକୁ ନେଇ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ,୧୨।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶର ଜବଲପୁର ଗସ୍ତରେ ଅଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଯେ ୨୦୧୮ରେ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?