Home Left

କଂଗ୍ରେସରେ ଯୋଗଦେଲେ ମୟୂରଭଞ୍ଜର ଏଏପି କର୍ମକର୍ତ୍ତା

ଭୁବନେଶ୍ବର,୪ା୩(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱ ଏବଂ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୂରଭଞ୍ଜ ଜିଲାର ନେତା ସୁକୁମାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବହୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) କର୍ମକର୍ତ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି…

ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ଠକିଛନ୍ତି: ବିଜେଡି

ଭୁବନେଶ୍ୱର,୪ା୩(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଘରୋଇ ରନ୍ଧନ ଗ୍ୟାସ୍‌ ଏଲ୍‌ପିଜି ଦର ବୃଦ୍ଧିର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୁକ୍ରବାର ରାଜଭବନଠାରେ ଚୁଲି ଜାଳି ପ୍ରତିବାଦ କରାଯାଇଛି। ମହିଳା ମୋର୍ଚ୍ଚାର କର୍ମୀମାନେ ଦର ବୃଦ୍ଧିକୁ ବିରୋଧ କରି ସ୍ଲୋଗାନ ଦେବା…

ଫଲ୍‌ଟନ ଭାରତୀୟ ହକି ଦଳର ନୂଆ କୋଚ୍‌

ନୂଆଦିଲ୍ଲୀ,୪ା୩(ପି.ଟି.): ଦକ୍ଷିଣ ଆଫ୍ରିକାର କ୍ରେଗ୍‌ ଫଲ୍‌ଟନ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳର ନୂଆ ମୁଖ୍ୟକୋଚ୍‌ ମନୋନୀତ ହୋଇଛନ୍ତି। ଫଲ୍‌ଟନଙ୍କର ୨୫ ବର୍ଷର କୋଚିଂ ଅଭିଜ୍ଞତା ରହିଛି। ଗତ ବିଶ୍ୱକପ୍‌ରେ ଜାତୀୟ ପୁରୁଷ ହକି ଦଳ ନୈରାଶ୍ୟଜନକ ପ୍ରଦର୍ଶନ ସହ ୯ମ…

ଭୁବନେଶ୍ୱରରେ ପଠାନ୍ସ କ୍ରିକେଟ ଏକାଡେମୀ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ପଠାନ୍ସ କ୍ରିକେଟ ଏକାଡେମୀ। ପଠାନ୍ସ ବ୍ରଦର୍ସ (ଇରଫାନ ଓ ୟୁସୁଫ)ଙ୍କ ନାମରେ ଭାରତର ୨୬ଟି ସ୍ଥାନରେ ଖୋଲି ସାରିଥିବା ‘କ୍ରିକେଟ ଏକାଡେମୀ ଅଫ୍‌ ପଠାନ୍ସ (କ୍ୟାପ୍‌)’ର ଭୁବନେଶ୍ୱର ଶାଖା ଚଳିତ ମାସ…

ଭାରତକୁ ଶେଷ ଟେଷ୍ଟ ଜିତିବାକୁ ହେବ

ନୂଆଦିଲ୍ଲୀ,୪।୩ (ପି.ଟି.): ଇନ୍ଦୋରଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଭାରତ ଶୋଚନୀୟଭାବେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି। ତେଣୁ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଅହମଦାବାଦରେ ହେବାକୁଥିବା ସିରିଜର ୪ର୍ଥ ତଥା ଅନ୍ତିମ ଟେଷ୍ଟରେ ବିଜୟୀ ହେବାକୁ…

ଡବ୍ଲ୍ୟୁଟିସି ଫାଇନାଲରେ ଅଷ୍ଟ୍ରେଲିଆ

ଇନ୍ଦୋର, ୪।୩ (ପି.ଟି.): ଭାରତ-ଅଷ୍ଟ୍ରେଲିଆ ତୃତୀୟ କ୍ରିକେଟ ଟେଷ୍ଟ ୨ ଦିନ ଏବଂ ୧୮.୫ ଓଭର ଖେଳରେ ଶେଷ ହୋଇଛି। ସ୍ପିନରଙ୍କ ପ୍ରାଧାନ୍ୟ ବିଶିଷ୍ଟ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ୯ ଉଇକେଟରେ ଭାରତକୁ ପରାସ୍ତ କରିଛି। ବିଜୟ ପାଇଁ ୭୬ ରନ…

ଫେବୃୟାରୀରେ ହୋଣ୍ଡାର ୬୦୮୬ କାର ବିକ୍ରି

ନୂଆଦିଲ୍ଲୀ, ୪ା୩: ଦେଶର ପ୍ରମୁଖ ଅଟୋମୋବାଇଲ୍‌ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ)ଚଳିତ ବର୍ଷ ଫେବୃୟାରୀରେ ମୋଟ ୬୦୮୬ କାର ଘରୋଇ ବଜାରରେ ବିକ୍ରି କରିଛି। ଅପରପକ୍ଷରେ କମ୍ପାନୀ ୨୦୨୩ ଫେବୃୟାରୀେୀ ମୋଟ ୯୭୩ ୟୁନିଟ୍‌ କାର ରପ୍ତାନୀ କରିଥିବା…

ଟଏଲେଟ୍‌ ପେପରରେ ରହିଛି ବିପଜ୍ଜନକ ରାସାୟନିକ ଦ୍ରବ୍ୟ

ନୂଆଦିଲ୍ଲୀ: ଆମେ ବ୍ୟବହାର କରୁଥିବା ଟଏଲେଟ୍‌ କାଗଜରେ ରାସାୟନିକ ଦ୍ରବ୍ୟ ରହିଛି, ଯାହା ଆମ ପାଇଁ ବିପଜ୍ଜନକ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ବର୍ତ୍ତମାନ ଏହା ଚିନ୍ତାର ବିଷୟ ପାଲଟିଛି। ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚିଠିରେ ପ୍ରକାଶିତ ଏକ ଖବର…

ମୋଟା ଲୋକଙ୍କୁ ଭରିବାକୁ ପଡ଼େ ଜରିମାନା

ଟୋକିଓ: ଅନେକ ଲୋକ ଖାଇବାକୁ ନେଇ ଏତେ ଚିନ୍ତାରେ ନ ଥାନ୍ତି। ସେଥିପାଇଁ ଖାଦ୍ୟ ଖାଇବା ସହିତ ତାଙ୍କ ଓଜନ ବଢ଼ିବାକୁ ଲାଗିଥାଏ। ହେଲେ ଜାପାନରେ ମୋଟା ହେଲେ ଜରିମାନା ଭରିବାକୁ ପଡ଼ିଥାଏ। ଏପରି କି ଅଧିକ ମୋଟା ହେଲେ ଚାକିରିରୁ…

ଆଲିଆଙ୍କୁ ହଲିଉଡ ‘ସ୍ପଟଲାଇଟ ଆୱାର୍ଡ ୨୦୨୩’

ମୁମ୍ବାଇ: ବମ୍ପର କଲେକସନ ପରେ ଏବେ ଏସଏସ ରାଜମୌଳିଙ୍କ ମୁଭି ଆରଆରଆର ଆୱାର୍ଡସ ପାଇବାରେ ଲାଗିଛି । ହଲିଉଡ କ୍ରିଟିକ୍ସ ଆସୋସିଏଶନର ୨୦୨୩ ବର୍ଷର ଇଭେଣ୍ଟରେ ଏହି ଫିଲ୍ମ ଏକା ସାଙ୍ଗେ ୫ଟି ଆୱାର୍ଡ ନିଜ ନାଁରେ କରିଛି । ଆଲିଆ…

ଆମାଜନ ଜଙ୍ଗଲରେ ମାସେ ବିତାଇ ୧୭ କେଜି ଓଜନ ହ୍ରାସ

ବ୍ରାସିଲିଆ: ଜଣେ ବ୍ୟକ୍ତି ବ୍ରାଜିଲର ଆମାଜନ ଜଙ୍ଗଲରେ ହଜିଯାଇଥିଲେ। ସେ ହଜିବାର ୩୧ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ସେତେବେଳେ ସେ ଆମାଜନ ଜଙ୍ଗଲରେ ବଞ୍ଚିବାକୁ କିପରି ସଂଘର୍ଷ କରିଥିଲେ ସେ ବିଷୟରେ କହିଛନ୍ତି। ୩୦ ବର୍ଷୀୟ ଝୋନାଟାନ ଏକୋଷ୍ଟା…

ଖୁବ୍‌ଶୀଘ୍ର ସରିବ ‘ଡିଏନ୍‌ ଫେରିଟେଲ୍‌’

ଭୁବନେଶ୍ୱର,୪।୩: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍‌ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍‌ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri