Home Left

ଗ୍ରୀନ୍‌ ହିରୋ ସମିଟ୍‌, ଧରିତ୍ରୀ କ୍ଲାଇମେଟ୍‌ ଫିଲ୍ମ ଫେଷ୍ଟ

ଭୁବନେଶ୍ୱର,୨୨।୧୧(ବନ୍ଦନା ସେଠୀ): ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣ ନଭେମ୍ବର ୨୩ ଏବଂ ୨୪ ଦୁଇଦିନ ଧରି ଆୟୋଜିତ ହେବ। ନଭେମ୍ବର ୨୩ରେ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାଠାରେ ସମ୍ମିଳନୀର ପ୍ରଥମ ପର୍ବ ‘ଗ୍ରୀନ୍‌ ହିରୋ ସମିଟ୍‌’ ଅନୁଷ୍ଠିତ ହେବ। ଏଥିରେ…

ଟ୍ରକ୍‌ ପଛରେ ପିଟିହେଲା ଆମ୍ବୁଲାନ୍ସ: ଚାଲିଗଲା ଜଣଙ୍କ ଜୀବନ, ୫ ଗୁରୁତର

ସମ୍ବଲପୁର,୨୨ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଶନିବାର ଭୋର୍‌ରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି। ଅନ୍ୟ ୫ ଜଣ ଗୁରୁତର ହୋଇ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ବୌଦ୍ଧ ଜିଲା…

୧୪୮ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: କ୍ରିକେଟ ଜଗତରେ ଖେଳିଗଲା…

ନୂଆଦିଲ୍ଲୀ,୨୨।୧୧: ଆଶେସ ସିରିଜ ସବୁଠାରୁ ବଡ଼ ଟେଷ୍ଟ କ୍ରିକେଟ ସିରିଜ ମଧ୍ୟରୁ ଗୋଟିଏ। ଏଥର ଏହା ଅଷ୍ଟ୍ରେଲିଆରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ ପର୍ଥରେ ଖେଳାଯାଉଛି। ଏପର୍ଯ୍ୟନ୍ତ ବୋଲରମାନେ ଏହି ମ୍ୟାଚ ଉପରେ ପ୍ରାଧାନ୍ୟ ବିସ୍ତାର…

ଫସିଲେ ଏହି କ୍ରିକେଟର୍‌: ହଠାତ୍‌ ICC କଲା ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ଶ୍ରୀଲଙ୍କା ଆସନ୍ତା ବର୍ଷ ମିଳିତ ଭାବରେ ୨୦୨୬ ଟି୨୦ ବିଶ୍ୱକପ ଆୟୋଜନ କରିବେ। ଏଥିରେ ଆମେରିକୀୟ କ୍ରିକେଟ ଦଳ ମଧ୍ୟ ଅଂଶଗ୍ରହଣ କରିବ। ଆମେରିକା ଦଳର ଖେଳାଳି ଅଖିଳେଶ ରେଡ୍ଡୀଙ୍କୁ ICC ନିଲମ୍ବିତ କରିଛି। ୨୫ ବର୍ଷୀୟ…

ବିଶ୍ୱର ପ୍ରଥମ ଭାସମାନ ଦ୍ୱୀପ ତିଆରି କରୁଛି ଚାଇନା, ପରମାଣୁ ଆକ୍ରମଣରୁ ମିଳିବ ତ୍ରାହି

ବେଜିଂ,୨୨ା୧୧: ଚାଇନା ଏକ କୃତ୍ରିମ ଦ୍ୱୀପ ଡିଜାଇନ କରୁଛି, ଯାହା ପରମାଣୁ ଆକ୍ରମଣରୁ ରକ୍ଷା କରିବ। ଏହା ଏକ ଭାସମାନ ପ୍ଲାଟଫର୍ମ। ଯାହା କୌଣସି ନୂତନ ଉପାଦାନ ଆବଶ୍ୟକ ନ କରି ୪ ମାସ ପର୍ଯ୍ୟନ୍ତ ୨୩୮ ଜଣଙ୍କୁ ଆରାମରେ ରଖିବାରେ…

ମା’ ହେଲେ ନାବାଳିକା, ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଧର୍ମଶାଳା,୨୨ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ୧୫ ବର୍ଷୀୟା ନାବାଳିକା ଶନିବାର ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆ ଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, କେନ୍ଦୁଝର ଅଞ୍ଚଳର…

New Labour Codes: ନୂଆ ଶ୍ରମ ଆଇନରେ କମିଯିବ ଦରମା? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୧: ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ ହେବା ସହିତ, କର୍ମଚାରୀଙ୍କ ମୂଳ ଦରମା ଏବେ ସେମାନଙ୍କର ମୋଟ CTC (କଷ୍ଟ ଟୁ କମ୍ପାନୀ)ର ଅତି କମରେ 50% ହେବା ଆବଶ୍ୟକ। ଏହା ପ୍ରୋଭିଡେଣ୍ଟ ଫଣ୍ଡ (PF) ଏବଂ ଗ୍ରାଚ୍ୟୁଇଟିରେ ଅବଦାନ ବୃଦ୍ଧି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ ଖବର ଉପରେ ମୁହଁ ଖୋଲିଲେ ମାହିକା ଶର୍ମା, କହିଲେ ମୁଁ…

ମୁମ୍ବାଇ,୨୨।୧୧: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଡେଲ ମାହିକା ଶର୍ମାଙ୍କ ସହ ସମ୍ପର୍କରେ ଅଛନ୍ତି। ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ଖୋଲାଖୋଲି ପ୍ରେମ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ଏସବୁ ମଧ୍ୟରେ, ମାହିକା ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିର୍ବନ୍ଧର ଗୁଜବ ନିକଟରେ ବ୍ୟାପିଥିଲା।…

୨୦ ବର୍ଷ ବଡ଼ ଅଭିନେତାଙ୍କ ସହ ରୋମାନ୍ସ କରିବେ ସାରା

ପ୍ରତିବର୍ଷ ଅଗଣିତ ନୂଆ ମୁହଁ ବଲିଉଡରେ ଡେବ୍ୟୁ କରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ପ୍ରଥମ ଥର ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜନ୍ତି। ରଣବୀର ସିଂଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଧୂରନ୍ଧର’ର ମୁଖ୍ୟ ନାୟିକା ସାରା ଅର୍ଜୁନଙ୍କ କ୍ଷେତ୍ରରେ ମଧ୍ୟ ଏପରି ହୋଇଛି।…

ହ୍ୟୁମାନଙ୍କୁ ଚାହିଁ ରହୁଥିଲେ ସ୍ତ୍ରୀ,ଝିଅ: ହେଲେ କାହିଁକି ଯାଇ ପାରୁ ନ ଥିଲେ…

ଭୁବନେଶ୍ୱର,୨୨।୧୧: ହ୍ୟୁମାନ ସାଗରଙ୍କୁ ଚାହିଁ ରହୁଥିଲେ, ସ୍ତ୍ରୀ ଏବଂ ଝିଅ ହେଲେ ସେ ଦେଖା କରିବାକୁ ଯାଇପାରୁ ନଥିଲେ।ସେଇଟା ବି ତା ପାଇଁ ଯନ୍ତ୍ରଣାଦାୟକ ଥିଲା। ଜୀବନରେ ଯଦି ଶାନ୍ତି ନ ରହିବ କେମିତି କଣ ଜଣେ କରିବ। ତେବେ କାହା…

ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୧୧: ଦକ୍ଷିଣଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହା ୨୪ରେ ଅବପାତରେ ପରିଣତ ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁୁ ସୂଚନା ମିଳିଛି।ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ପ୍ରବଳରୁ…

ହ୍ୟୁମାନଙ୍କ ମ୍ୟାନେଜର ପପୁକୁ ନେଇ ଚାଞ୍ଚଲ୍ୟକର ସୂଚନା ଦେଲେ ମା’ ଶେଫାଳୀ: ସବୁ ଜାଣିଥିଲା…

ଭୁବନେଶ୍ୱର,୨୨।୧୧: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ଏହାରି ମଧ୍ୟରେ ହ୍ୟୁମାନଙ୍କ ମା’ ଶଫାଳୀ ସୁନା ଚାଞ୍ଚଲ୍ୟକର ସୂଚନା ଦେିଛନ୍ତି। ସେ କହିଛନ୍ତି, ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri