Home Left

ଓଏଫଏସ ପରୀକ୍ଷା ଫଳ ପ୍ରକାଶିତ: ୫୨ତମ ସ୍ଥାନ ଅଧିକାର କରି ଗୌରବ ଆଣିଲେ ସୁମନ

ଫୁଲବାଣୀ, ୨୬। ୧୧(ରାକେଶ କୁମାର ରାଉତ): ପ୍ରକାଶ ପାଇଥିବା ଓଏଫ୍‌ଏସ୍‌ ପରୀକ୍ଷା ଫଳରେ ଫୁଲବାଣୀ ଦାଦପାଜୁ ଅଞ୍ଚଳର ସୁମନ ସାହୁ ୫୨ତମ ସ୍ଥାନ ଅଧିକାର କରି ରାଜ୍ୟ ଓ ଅଞ୍ଚଳ ପାଇଁ ସୁନାମ ଆଣିଛନ୍ତି। ସୁମନ ନିଜ ସଫଳତାର ଶ୍ରେୟ ଜିଲା…

ଦକ୍ଷିଣ ଆଫ୍ରିକା କୋଚଙ୍କ ବିବାଦୀୟ ମନ୍ତବ୍ୟ, ‘ଭାରତୀୟ ଦଳକୁ ଦୟନୀୟ ଭାବେ…’

ନୂଆଦିଲ୍ଲୀ,୨୫।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ଦଳର ମୁଖ୍ୟ କୋଚ୍ ଶୁକ୍ରି କନରାଡଙ୍କ ଏକ ବିବାଦୀୟ ମନ୍ତବ୍ୟ କ୍ରୀଡ଼ା ଜଗତରେ ଝଡ଼ ସୃଷ୍ଟି କରିଛି। ୫୪୯ ରନର ବିଶାଳ ଲକ୍ଷ୍ୟ ଦେବାରେ ବିଳମ୍ବ କରିବାର…

ବଦଳିବ ସମୀକରଣ! ଦୁଇ ଯୁବ ନେତାଙ୍କୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋରଦାର…

ଗୋପାଳପୁର,୨୫।୧୧(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ପରଠାରୁ ଗଞ୍ଜାମ  ପଟ୍ଟ ପରିବର୍ତନ ହୋଇଛି। ରାଜ୍ୟରେ ଭାଜପା ଶାସନ ଭାର ଗ୍ରହଣ କରିଥିବା ବେଳେ ଗଞ୍ଜାମ ରାଜନୀତିରେ ମଧ୍ୟ ଭାଜପା ନିଜର ଦବଦବା ଜାହିର କରି ବିଜେଡିକୁ ମୂଳପୋଛ କରିଛି। ପୂର୍ବ   ବିଜେଡି…

ମା’ଙ୍କ ଶୁଦ୍ଧି କାର୍ଯ୍ୟ ପାଇଁ ଯାଉଥିଲେ: ଟାଟା ଏସିଇ ସହ ମୁହାଁମୁହିଁ ଧକ୍କା; ଚାଲିଗଲା ସାନଭାଇଙ୍କ ଜୀବନ, ବଡ଼ଭାଇ…

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ମୌଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ମଙ୍ଗଳବାର ସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଗାଡ଼ି ନଂ(ଓଡ଼ି୦୭ ବିବି…

ସେଲିନାଙ୍କ ବୈବାହିକ ଜୀବନରେ ଝଡ଼, ସ୍ବାମୀଙ୍କୁ ମାଗିଲେ ୫୦ କୋଟିର କ୍ଷତିପୂରଣ,୧୦ ଲକ୍ଷର… 

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ମିସ୍‌ ଇଣ୍ଡିଆ ସେଲିନା ଜେଟଲୀ। ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସ୍ବାମୀ ପିଟର ହାଗଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସା ଭଳି ସଂଗିନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।…

ଦୁର୍ନୀତି ବିରୋଧରେ ଅଭିଯୋଗ କରିବାରୁ ଅଟକାଇ ପିଟିଦେଇଗଲେ ସରପଞ୍ଚଙ୍କ ସ୍ବାମୀ

ପୁରୁଷୋତ୍ତମପୁର,୨୫।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସମସ୍ୟା ଓ ଦୁର୍ନୀତି ବିରୋଧରେ ଜଣାଇବାରୁ ମରଣାତ୍ମକ ଆକ୍ରମଣ ଶିକାର ହେବାକୁ ପଡିଛି। ମରଣାତ୍ମକ ଶିକାର ବ୍ୟକ୍ତି ହେଲେ କବି ବେହେରା (୫୪)।…

‘ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ୍ ୱେ ନିର୍ମାଣ’

ବରଗଡ଼,୨୫।୧୧(ପ୍ରେମାନନ୍ଦ ଖମାରୀ)- ଲୋକସେବା ଭବନରେ ବରଗଡ଼ର ଲୋକ ସଭା ଏମ୍‌ପି ପ୍ରଦୀପ ପୁରୋହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିଥିଲେ। ଆଲୋଚନାରେ ଗନ୍ଧମାର୍ଦ୍ଧନ ପାହାଡ଼ରେ ରୋପ୍ ୱେ ନିର୍ମାଣ ପ୍ରମୁଖ…

ସିମନବାଡ଼ି ସାପ୍ତାହିକ ହାଟର ଦ୍ୱିତୀୟ ପାଳି: ଗ୍ରାହକଙ୍କ ଭିଡ଼, ଶସ୍ତାରେ ମିଳିଲା ପନିପରିବା ସହ…

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରେ ସାପ୍ତାହିକ ହାଟର ଦିତୀୟପାଳିରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଉକ୍ତ ହାଟରେ ସ୍ଥାନୀୟ ବ୍ୟବସାୟୀ, ପନିପରିବା ଚାଷୀଙ୍କ ଉପସ୍ଥିତି ରହିଥିବା ବେଳେ ପଡୋଶୀ ରାଇକିଆ ବ୍ଲକରୁ ଏକାଧିକ ମହିଳା…

କାଠ ଗଣ୍ଡି ଓ ଜମି ବିବାଦକୁ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ

ଦାରିଙ୍ଗବାଡି,୨୫।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ଏକ ବିବାଦୀୟ ଜମ୍‌ରେ ଦୁର୍ଗା ପୂଜା କମିଟି ପକ୍ଷରୁ ନାମଯଜ୍ଞ ଓ ଅମୃତ ମିଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଏହାକୁ ନେଇ ମଙ୍ଗଳବାର ଦୋକାନବଜାର ବନ୍ଦ…

ଡିସେମ୍ବର ୩ରୁ ଖରିଫ ଧାନ କ୍ରୟ ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ

ନୂଆପଡ଼ା,୨୫ା୧୧ (ମକାରୁ ବେମାଲ): ସ୍ଥାନୀୟ ସଦ୍‌ଭାବନା ସଭା ଗୃହଠାରେ ମଙ୍ଗଳବାର ଜିଲାସ୍ତରୀୟ ଖରିଫ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନୂଆପଡା ବିଧାୟକ…

ତିଖାଲି ଅଞ୍ଚଳରେ ୩୦ ଟିକିଆ ହାତୀପଲ

ଖଡ଼ିଆଳ,୨୫ା୧୧ (ସୁଜିତ କୁମାର ପ୍ରଧାନ)- ଏକ ୩୦ଟିକିଆ ହାତୀପଲ ପଡ଼ୋଶୀ ରାଜ୍ୟ ଛତିଶଗଡରୁ ସୁନାବେଡ଼ା ଅଭୟାରଣ୍ୟ ଦେଇ ଖଡିଆଳ ବ୍ଲକ ତିଖାଲି ଅଞ୍ଚଳକୁ ପଶିଆସିଥିଲେ। ଏମାନଙ୍କ ମଧ୍ୟରେ ୧୫ ମାଈ ହାତୀ ଥିବାବେଳେ ୭ ଗୋଟି ପୁରୁଷ ହାତୀ ଏବଂ ୮…

ନାତି ମୃତ୍ୟୁ ଖବର ଶୁଣୁଶୁଣୁ ଟଳିପଡିଲେ ଜେଜେମା: ଗୋଟିଏ ଜୁଇରେ ଜଳିଲା…

ବଲାଙ୍ଗୀର,୨୫।୧୧(ସୁନିଲ କୁମାର ମହାନ୍ତି): ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ଚିତା। ଏପରି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଆର. ଆର. କଲୋନୀରେ ତିନିବର୍ଷ ହେଲା ଲୋୟର ସୁକତେଲ ଡ୍ୟାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri