ରକ୍ତ ଦେବୁ ପଛେ, ଭିଟା ମାଟି ଛାଡିବୁ ନାହିଁ: ପ୍ଲାଣ୍ଟ ବନ୍ଦ ଦାବିରେ ଥାନା ସମ୍ମୁଖରେ ଧାରଣା
ପାଟଣା,୨୭।୧୧(ବୀର କିଶୋର ଦାଶ):ତୁରୁମୁଙ୍ଗା ପୋଲିସ ଓ ପାଟଣା ପ୍ରଶାସନ ତରଫରୁ ପାଟଣା ତହସିଲ ଯୁମୁନା ପୋଷି ଗ୍ରାମରେ ରାତିଅଧିଆ ଚଢ଼ାଉ କରି ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାରଙ୍କ ସହ ଆଉ ୫ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ପୋଲିସ…
ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା
ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା ଆୟୋଗର ସଦସ୍ୟା ଡ. ଅର୍ଚ୍ଚନା ମଜୁମଦାର ଯୋଗ ଦେଇ ସମସ୍ତ ଅଭିଯୋଗର ଶୁଣାଣି କରୁଛନ୍ତି…
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍ ‘ଏ’ ମାନ୍ୟତା
ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ ପ୍ରଥମଥର ଗ୍ରେଡ୍ ‘ଏ’ ମାନ୍ୟତା ମିଳିଥିବାରୁ ଛାତ୍ରୀଛାତ୍ର ଅଭିଭାବକଙ୍କ ସମେତ ସମ୍ବଲପୁରବାସୀଙ୍କ ମଧ୍ୟରେ ଆନନ୍ଦର…
ଧର୍ମେନ୍ଦ୍ରଙ୍କ ମୃତ୍ୟୁର ୩ ଦିନ ପରେ ଏମିତି କିଛି ପୋଷ୍ଟ କଲେ ହେମା ମାଳିନୀ: ସେ ମୋ ପାଇଁ…
ବଲିଉଡ ସୁପରଷ୍ଟାର ଧର୍ମେନ୍ଦ୍ର ୮୯ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ କେବଳ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନୁହେଁ, ତାଙ୍କ ପରିବାରକୁ ଗଭୀର ଶୋକରେ ପକାଇଛି। ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ହେମା ମାଳିନୀ ମଧ୍ୟ ଗଭୀର ଦୁଃଖିତ ଅଛନ୍ତି। ଏବେ ତାଙ୍କ…
ମନ୍ଧାନାଙ୍କୁ ଧୋକା ଦେଇ ନାହାଁନ୍ତି ମୁଛଲ, ମୁହଁ ଖୋଲିଲେ ମିଷ୍ଟ୍ରି ଗର୍ଲ କହିଲେ…
ନୂଆଦିଲ୍ଲୀ,୨୭।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ତଥା ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ହେବା ପରେ, ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପଲାଶ ମୁଛଲଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ସ୍ମୃତି…
ପ୍ରତ୍ୟାହୃତ ହେଲା ବସ୍ ଧର୍ମଘଟ ଡାକରା
ଭୁବନେଶ୍ୱର,୨୭ା୧୧: ଡିସେମ୍ବର ୧ରୁ ବସ୍ ବନ୍ଦ ଡାକରା ନିଷ୍ପତ୍ତି ଇତିମଧ୍ୟରେ ପ୍ରତ୍ୟାହୃତ ହୋଇଛି। ଏନେଇ ଘରୋଇ ବସ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା…
ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…
ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି…
ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଭୟରେ ଲୋକେ ଘର ବାହାରକୁ ଦୌଡ଼ିଲେ
ଜାକର୍ତ୍ତା,୨୭।୧୧: ଗୁରୁବାର ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଏକ ଶକ୍ତିଶାଳୀ ୬.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଆଚେ ପ୍ରଦେଶ ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି (BMKG) ଅନୁଯାୟୀ, ଭୂମିକମ୍ପର ଗଭୀରତା…
ଜାଲ୍ ଟିପ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ, ଧରିଲେ ଏମପି ପ୍ରତାପ ଷଡ଼ଙ୍ଗୀ, ତା’ପରେ…
ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପିଇଓ ଜଣଙ୍କ ହିତାଧିକାରୀଙ୍କୁ ଗଣି ଗଣି ସୁଧ ମୂଳ…
ବିଦା ହେବେ କି ଗୌତମ ଗମ୍ଭୀର: BCCI କ୍ଷରୁ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୨୭।୧୧: ପ୍ରାୟ ୧୨ ବର୍ଷ ଧରି ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରି ନ ଥିବା ଟିମ ଇଣ୍ଡିଆ ଗତ ୧୨ ମାସ ମଧ୍ୟରେ ଦ୍ୱିତୀୟ ପରାଜୟ ବରଣ କରିଛି। କେବଳ ପରାଜୟ ନୁହେଁ, ବରଂ କ୍ଲିନ ସୁଇପ। ୨୦୧୨…
ମହିଳାଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଲେ ମେଲୋନି
ରୋମ,୨୭।୧୧: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ କରିଛନ୍ତି। ଇଟାଲୀୟ ସଦନ ମଙ୍ଗଳବାର ଏହି ଆଇନକୁ ମଞ୍ଜୁର କରିଛି, ଯେଉଁଥିରେ ଜଣେ ମହିଳାଙ୍କ ହତ୍ୟାକୁ ଆଜୀବନ କାରାଦଣ୍ଡରେ ଦଣ୍ଡନୀୟ ଅପରାଧ ବୋଲି କୁହାଯାଇପାରେ। ପ୍ରକୃତରେ,…
‘ରାମ ମନ୍ଦିର ଉପରେ ମନ୍ତବ୍ୟ ଦେଇ ପାକିସ୍ତାନ ନିଜର ମୃତ୍ୟୁକୁ ନିମନ୍ତ୍ରଣ କରୁଛି’, ମୁନିର-ଶହବାଜଙ୍କୁ କଡ଼ା ଟାର୍ଗେଟ କଲେ ଏହି ନେତା
ନୂଆଦିଲ୍ଲୀ,୨୭।୧୧: କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଅଯୋଧ୍ୟା ରାମ ମନ୍ଦିର ପତାକା ଉତ୍ତୋଳନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ତାର ସୀମା ମଧ୍ୟରେ ରହିବା ଉଚିତ, କାରଣ ଭାରତ ତା’ର…
Archives


