Home Left

ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତରୀ ଛାତ୍ରୀଛାତ୍ର, ଚେତାବନୀ ଦେଇ କହିଲେ…

ବଲାଙ୍ଗୀର,୨୭ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି ପୂରଣ ନେଇ ଗୁରୁବାର ପଦଯାତ୍ରା କରାଯାଇଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରୁ ପଦଯାତ୍ରା ବାହାରି…

Pakistan Nostradamus: ୨୦୨୫ରେ ଧ୍ୱଂସ ହେବ ପୃଥିବୀ? ପାକସ୍ତାନୀ ନୋଷ୍ଟ୍ରାଡାମସଙ୍କୁ ନେଇ ଲୋକେ ଭୟଭୀତ! ଜାଣନ୍ତୁ କ’ଣ କହୁଛି ନାସା

ନୂଆଦିଲ୍ଲୀ,୨୭।୧୧: ବିଶ୍ୱପ୍ରସିଦ୍ଧ ରହସ୍ୟବାଦୀ ରିଆଜ ଅହମ୍ମଦ ଗୌହର ଶାହୀଙ୍କ ନାମରେ ଏକ ପୁରୁଣା ଭବିଷ୍ୟବାଣୀ ଆଜିକାଲି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେଉଛି। ଦାବି କରାଯାଉଛି ଯେ ସେ ପ୍ରାୟ ୨୦-୨୫ ବର୍ଷ ପୂର୍ବରୁ ସତର୍କ କରାଇଥିଲେ ଯେ ୨୦୨୫…

୭ ଦିନରେ ଥରେ ରୋଗୀସେବା, ଲୋକେ ହନ୍ତସନ୍ତ

କେସିଙ୍ଗା,୨୭ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ଜିଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୭ ଦିନରେ ଥରେ ରୋଗୀସେବା କରିବା ପାଇଁ ସିଡିଏମଓ ଆଦେଶ ଦେଇଥିବାରୁ ରୋଗୀସେବାରେ ଘୋର ବ୍ୟାହତ ସୃଷ୍ଟି ହେଉଛି।…

ଆୟୁଷ୍ମାନ ଆରୋଗ୍ୟ ଶିବିରରେ ରୋଗୀଙ୍କୁ ଏକ୍ସପାଏରୀ ବିସ୍କୁଟ ପ୍ରଦାନ

ବାଣପୁର,୨୭ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବାବେଳେ ସରକାରଙ୍କ ନିୟମ ଅନୁସାରେ ଗୋଟିଏ ରୋଗୀଙ୍କୁ ୫୦ ଟଙ୍କାର ଟିଫିନ୍‌ ବଦଳରେ ୫ ଟଙ୍କା ମୂଲ୍ୟର ଏକ୍ସପାଏରୀ ବିସ୍କୁଟ୍‌…

କାହିଁକି କ୍ଷମା ମଗିଲେ ରିଷଭ ପନ୍ତ? କହିଲେ ‘ଆମେ ଭଲ କ୍ରିକେଟ ଖେଳିନୁ’

ନୂଆଦିଲ୍ଲୀ,୨୭।୧୧: ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଗୁଆହାଟିରେ ଦ୍ୱିତୀୟ ଟେଷ୍ଟକୁ ୪୦୮ ରନର ବିଶାଳ ସ୍କୋରରେ ପରାସ୍ତ କରିଥିଲା। ଏହା ସହିତ, ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ ରେ ଜିତିଥିଲା। ଭ୍ରମଣକାରୀ ଦଳ ପ୍ରଥମ…

ପ୍ରଥମେ ମୃତ୍ୟୁଦଣ୍ଡ, ଏବେ ଭ୍ରଷ୍ଟାଚାର ମାମଲାରେ ୨୧ ବର୍ଷ ଜେଲ, କାହିଁକି ଶେଖ ହାସିନାଙ୍କ ପଛରେ ପଡ଼ିଛନ୍ତି ୟୁନୁସ ସରକାର? ଜାଣନ୍ତୁ…

ଢାକା,୨୭।୧୧: ବାଂଲାଦେଶର ରାଜଧାନୀ ଢାକାର ଏକ କୋର୍ଟ ଦୁର୍ନୀତି ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ୨୧ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ପୂର୍ବରୁ ICT ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପରେ ଏହି ଦଣ୍ଡ ଦିଆଯାଇଛି। ପ୍ରକୃତରେ, ଢାକାର ସ୍ବତନ୍ତ୍ର ବିଚାରପତି…

ପୋଖରୀରୁ ମିଳିଲା ମୃତ ଶିଶୁପୁତ୍ରର ମୃତଦେହ, ଜାଲ ପକାଇବାରୁ…

ଗଞ୍ଜାମ,୨୭ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରୁ ଅଢ଼େଇ ବର୍ଷର ଶିଶୁପୁତ୍ର ଉଦ୍ଧାର ହୋଇଛି। ମୃତ ଶିଶୁ ହେଲେ ସୁମୁନାଥ ପାତ୍ରଙ୍କ ପୁଅ ବିନାୟକ। ଗୁରୁବାର ସକାଳେ ପୋଖରୀ ନିକଟରେ ବୁଲୁଥିବା ବେଳେ ପାଣିରେ ଗୋଡ଼ ଖସି ବୁଡ଼ିଯାଇଥିବା…

ଭାରତର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଶୁବମନ ଗିଲ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୨୭।୧୧: ବେକ ଆଘାତ ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳିପାରି ନ ଥିବା ଅଧିନାୟକ ଶୁବମନ ଗିଲ ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ସିରିଜ ହାରିବା ପରେ ମୁହଁ ଖୋଲିଛନ୍ତି। ସେ ଏକତା ପ୍ରଦର୍ଶନ କରି କହିଛନ୍ତି, ପରାଜୟ ସତ୍ତ୍ୱେ ଦଳ ଆହୁରି ଶକ୍ତିଶାଳୀ…

ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲିରୁ ପାଚିକାଙ୍କ ଶାଢ଼ିରେ ଲାଗିଲା ନିଆଁ

ଆନନ୍ଦପୁର,୨୭ା୧୧(ସୁଶାନ୍ତ କୁମାର ସାହୁ): ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲି ନିଆଁରୁ ଶାଢ଼ିରେ ନିଆଁ ଲାଗିଯାଇ ପାଚିକା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପାଚିକା ହେଲେ ଗ୍ରାମର ତଅପୋଇ ପ୍ରଧାନ। ସୂଚନାରୁ ଜଣାପଡ଼ିଛି, କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ…

ସଲମାନଙ୍କ ବଡ଼ ହୃଦୟ: ଭାଙ୍ଗିଲେ ପୁରୁଣା ପରମ୍ପରା

ବଲିଉଡର ଭାଇଜାନ ସଲମାନ ଖାନଙ୍କ ପରବର୍ତ୍ତୀ ଫିଲ୍ମ ‘ବ୍ୟାଟଲ ଅଫ ଗଲୱାନ’ରିଲିଜ ହେବାକୁ ଯାଉଛି। ସଲମାନ ଏହି ଫିଲ୍ମ ସେଟରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି। ଅଧିକାଂଶ କ୍ଷେତ୍ରରେ ଫିଲ୍ମ ସେଟରେ ସାଧାରଣତଃ ଅଭିନେତା ଏବଂ ମୁଖ୍ୟ କର୍ମଚାରୀଙ୍କ…

ଓଲଟିଲା ଯାତ୍ରୀବାହୀ ବସ୍‌

ଚୌଦ୍ୱାର,୨୭ା୧୧(ଆଶୁତୋଷ ଦାସ): ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ପୂଜାରିଣୀ ନାମକ ଯାତ୍ରୀବାହୀ ବସ୍‌ ଚୌଦ୍ୱାର ଓଟିଏମ ଛକ ଲିବ୍ରା ଗେଟ୍‌ ସମ୍ମୁଖ ଓଭରବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ବସ୍‌ (0D…

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଅନୁଗୋଳର ବାୟୁ ସାଧାରଣ ଲୋକଙ୍କ ଶ୍ୱାସ ଅନୁପଯୋଗୀ ହେଉଛି। ଖଣିଖାଦାନ ସହ କାରଖାନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri