ଭୟଙ୍କର ଭୂକମ୍ପ: ସ୍ଥଳଭାଗକୁ ମାଡ଼ି ଆସୁଛି ସୁନାମି! ଆସିଲା ବଡ଼ ଅପଡେଟ୍
ଓ୍ବାଶିଂଟନ୍,୨୨।୮: ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ୭.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆଘାତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଚିଲି ଉପକୂଳରେ ସୁନାମୀ ଚେତାବନୀ ଜାରି କରାଯାଇଥିଲା। ଡ୍ରେକ ପାସେଜ ହେଉଛି ଦକ୍ଷିଣ...
ଚାଷୀଙ୍କ ପାଇଁ ଗୁଡ୍ନ୍ୟୁଜ ! ଏହି କୃଷକଙ୍କ ଖାତାକୁ ଆସିବ ୧୮ ହଜାର ଟଙ୍କା, ଜାଣନ୍ତୁ କିପରି…
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅର୍ଥାତ୍ ପିଏମ-କିଷାନ ଅଧୀନରେ ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଖବର। ଯଦି ଆପଣ ସେହି ଚାଷୀଙ୍କ ମଧ୍ୟରୁ ଜଣେ ଯେଉଁମାନେ ୧୧ତମ କିସ୍ତି ପରେ ଯୋଜନାର ଟଙ୍କା ପାଇ...
NEET PGରେ ଶାଶ୍ୱତ, UGରେ ଶିବାନୀଙ୍କ ବାଜିମାତ୍: ଅଞ୍ଚଳରେ ଖେଳିଗଲା ଖୁସି
ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ):NEET PG ଏବଂ UG ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶିତ ହୋଇଛି। ଏନଇଇଟିପିଜିରେ ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା ଡ. ଶାଶ୍ବତ ରଥ ସର୍ବଭାରତୀୟ ସ୍ତରରେ ୧୯୪ ରାଙ୍କ ରଖିଛନ୍ତି। ସେ ହେଉଛନ୍ତି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର...
ଜିଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ସରକାରୀ ଅଫିସରଙ୍କଠାରୁ….
ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍ ହ୍ବାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି ଭୂଷଣ ନାୟକ ଏନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏଥିସହିତ...
ବଦଳିଯିବ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନାମ! ୭୦୦ କୋଟିର ଡିଲ୍ ପରେ ନିଆଯାଇଛି ନିଷ୍ପତ୍ତି?
ମୁମ୍ବାଇ,୨୨।୮: ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ବିଦେଶରେ ମଧ୍ୟ ବହୁତ ଟଙ୍କା ନିବେଶ କରୁଛି। କିଛି ସପ୍ତାହ ପୂର୍ବରୁ, MI ଫ୍ରାଞ୍ଚାଇଜ ଦି ହଣ୍ଡ୍ରେଡ ଲିଗର ଓଭାଲ ଇନଭିନ୍ସିବଲ୍ସ ଦଳରେ ୪୯ ପ୍ରତିଶତ ଅଂଶଧନ କିଣିଛି। ଏବେ ଏକ ଗଣମାଧ୍ୟମ ରିପୋର୍ଟ...
ପ୍ରେମିକାଙ୍କୁ ୭ ଖଣ୍ଡ କରି କୂଅରେ ଫିଙ୍ଗିଦେଲେ ପୂର୍ବତନ ଗାଁ ମୁଖିଆ
ନୂଆଦିଲ୍ଲୀ,୨୨।୮: ଉତ୍ତରପ୍ରଦେଶର ଝାନ୍ସି ଜିଲାର କିଶୋରପୁରା ଗାଁରେ ଜଣେ ମହିଳାଙ୍କ ଖଣ୍ଡିତ ଶରୀର କୂଅରୁ ଉଦ୍ଧାର ହୋଇଛି। ପୋଲିସ ଏହି ହତ୍ୟା ମାମଲାରେ ପୂର୍ବତନ ଗାଁ ମୁଖିଆ ସଞ୍ଜୟ ପଟେଲ ଓ ତାଙ୍କ ଭାଇ ସନ୍ଦୀପ ପଟେଲଙ୍କୁ ଗିରଫ କରିଛି।...
ଆଜିଠୁ ରଥଭଙ୍ଗା କାମ ଆରମ୍ଭ, ରଥ ଭଙ୍ଗାଯିବା ପରେ ଏହି କାଠ କ’ଣ ହୁଏ ଜାଣନ୍ତୁ…
ପୁରୀ,୨୨ା୮: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ...
ବିପଦକୁ ଆମନ୍ତ୍ରଣ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱରେ ଏକ ବାଣିଜି୍ୟକ ଯୁଦ୍ଧ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାକୁ ବ୍ରାଜିଲ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ସେ ୫୦% ଟାରିଫ୍ ଲାଗୁ କରିଛନ୍ତି। ଟ୍ରମ୍ପ୍ ସ୍ପଷ୍ଟ ଭାବେ କହିଛନ୍ତି, ବ୍ରାଜିଲର ନ୍ୟାୟିକ...
ସମସ୍ତେ ପାଇଲେ ଦୁଇଟି ଲଡୁ, ମୋତେ ମିଳିଲା ଗୋଟିଏ: ସିଧା ମୁଖ୍ୟମନ୍ତ୍ରୀ ହେଲପଲାଇନରେ ଅଭିଯୋଗ କଲେ ବ୍ୟକ୍ତି
ନୂଆଦିଲ୍ଲୀ,୨୨।୮: ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜଣେ ବ୍ୟକ୍ତି କମଲେଶ ଖୁଶୱାହା ଏକ ଅଜବ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେଲପଲାଇନକୁ ଫୋନ କରିଛନ୍ତି। ସ୍ୱାଧୀନତା ଦିବସ ଉତ୍ସବରେ ଗ୍ରାମ ପଞ୍ଚାୟତ ଭବନରେ ତାଙ୍କୁ ଦୁଇଟି ଲଡୁ ବଦଳରେ ଗୋଟିଏ ମାତ୍ର ଲଡୁ...
ରାସ୍ତା କାର୍ଯ୍ୟ ନ ସରୁଣୁ ଉଠିଲାଣି ପିଚୁ: ପଞ୍ଚାୟତବାସୀଙ୍କ ଆଶା ମଉଳିଲା
ନୂଆପଡ଼ା,୨୨ା୮(ମକାରୁ ବେମାଲ) -ରାସ୍ତା କାମ ସରିବା ପୂର୍ବରୁ ପିଚୁଉଠି ନଷ୍ଟହେବାକୁ ବସିଲାଣି। ଏପରି ଦୃଶ୍ୟ କୋମନା ବ୍ଲକ୍ ଅନ୍ତର୍ଗତ ବରକୋଟ ବିଜୁ ଏକ୍ସପ୍ରେସ୍ ଫୋର ୱେଠାରୁ ସୁନାବେଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କୋମନା ବ୍ଲକ୍ ମିଛାପାଲି ପଞ୍ଚାୟତ...
କାମ ଦେଲାନି ଟ୍ରମ୍ପଙ୍କ ଧମକ: ରୁଷିଆ ସହ ଭାରତ କରିଦେଲା ବଡ଼ ଡିଲ୍
ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ରୁଷିଆ ସେମାନଙ୍କର ଦ୍ୱିପାକ୍ଷିକ ବାଣିଜ୍ୟକୁ ସନ୍ତୁଳିତ ଭାବରେ ବୃଦ୍ଧି କରିବା ଏବଂ ଶକ୍ତି ସହଯୋଗ ବଜାୟ ରଖିବା ପାଇଁ ସଂକଳ୍ପ ନେଇଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନନ୍-ଟାରିଫ୍ ପ୍ରତିବନ୍ଧକ ଏବଂ ନିୟାମକ ପ୍ରତିବନ୍ଧକଗୁଡ଼ିକୁ ଦ୍ରୁତ...
କଟକ CDMO ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗ
କଟକ,୨୨।୮: କଟକ ସିଟି ହସ୍ପିଟାଲ (CDMO ଅଫିସ)ରେ କାର୍ଯ୍ୟରତ ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ୧.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଚଢ଼ାଉ...
Archives


