ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର
ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି, ଯାହାର ମୂଲ୍ୟ ପ୍ରାୟ ୨୭୩ କୋଟି ଟଙ୍କା। ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ।…
ମା’ର ମର୍ଡର ଦେଖିଦେବାରୁ ଆମ ଭାଣିଜୀକୁ ମାରିଦେଲେ, ଏମିତି ଅଭିଯୋଗ ଆଣି ମାମୁ-ମାଇଁ କହିଲେ…
ସମ୍ବଲପୁର,୪ା୧୨(ପ୍ରମୋଦ ବହିଦାର): ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ବୁଧବାର ସକାଳେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ହେଉଛନ୍ତି ଶାନ୍ତିନଗର ଅଞ୍ଚଳର ଅଶୋକ କୁମାର ମିଶ୍ର ଓ ସୁରେଖା ମିଶ୍ରଙ୍କ ନାତୁଣୀ ତଥା ମା-ବାପା ଛେଉଣ୍ଡ…
ବରଗଡ଼ ଧନୁଯାତ୍ରା ପାଇଁ ଖର୍ଚ୍ଚ ହେବ ୧ କୋଟି, ପ୍ରତ୍ୟେକ କଳାକାରଙ୍କୁ ମିଳିବ…
ବରଗଡ଼,୪ା୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି ହୋଇଛି। ତେବେ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏ ସମ୍ମାନ ସୂଚକ ରାଶି ମିଳିବ। ଓଡ଼ିଆ ଭାଷା, ସାହିତ୍ୟ…
ପ୍ରଚାର ପ୍ରସାର ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର? ହିସାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୧୨: ପ୍ରଚାର ପ୍ରସାର ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୮୩ କୋଟି ୮୪ ଲକ୍ଷ ଟଙ୍କା। ବିଧାନସଭାରେ ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇ କହିଛନ୍ତି, ୨୦୨୪ ଜୁଲାଇର ଏଯାବତ୍ ୮୩ କୋଟି ୮୪ ଲକ୍ଷ ୮୧…
ବିଜୟଙ୍କ ସହ ବିବାହକୁ ନେଇ ଏମିତି କହିଦେଲେ ରଶ୍ମିକା: ବଢୁଛି ଚର୍ଚ୍ଚା
ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା। ୨୦୨୬ରେ ସେ ବିଜୟ ଦେବରକୋଣ୍ଡାଙ୍କ ହାତ ଧରିବେ ବୋଲି ଇଣ୍ଡଷ୍ଟ୍ରିରେ ଫୁସୁରୁଫାସର ଚାଲିଛି। ନିକଟରେ ରଶ୍ମିକା ବିବାହକୁ ନେଇ ମୁହଁ ଖୋଲିଛନ୍ତି। ଯଦିଓ ସେ ଚାଲିଥିବା ବିବାହ ଗୁଜବକୁ ଅସ୍ବୀକାର…
ମୋଦି-ପୁଟିନ୍-ଟ୍ରମ୍ପ: କିଏ ପାଆନ୍ତି ସବୁଠୁ ଦରମା ଅଧିକ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମସ୍କୋ,୪।୧୨:ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଡିସେମ୍ବର ୪ରେ ଦୁଇ ଦିନିଆ ଗସ୍ତରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏସବୁ ମଧ୍ୟରେ ଏକ ପ୍ରଶ୍ନ ଉଠେ: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଦରମା କେତେ? ଶକ୍ତିଶାଳୀ ବିଶ୍ୱ ନେତାଙ୍କ ବିଷୟରେ କଥା…
RTO ଅଫିସକୁ ଗାଡି ଲାଇସେନ୍ସ ପାଇଁ ଆସିଥିଲେ, ବାପାଙ୍କ ଆଖି ସାମ୍ନାରେ ଝିଅକୁ ଚାପିଦେଲା ଟ୍ରକ୍
ଛତ୍ରପୁର,୪ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ସଡ଼କ ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଜେ. ସ୍ବାତୀ। ସେ ତାଙ୍କ ସହ ଛତ୍ରପୁର RTO…
ଭାରତୀୟ ରୋଷେୟାଙ୍କ ଦ୍ୱାରା ରନ୍ଧାଯାଇଥିବା ଖାଦ୍ୟ ଖାଇବେନି ପୁଟିନ୍! ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୪।୧୨: ଯେତେବେଳେ ଭ୍ଲାଦିମିର ପୁଟିନ୍ ରୁଷିଆ ବାହାରକୁ ଯାତ୍ରା କରନ୍ତି, ତାଙ୍କ ସହିତ ଏକ ସମ୍ପୂର୍ଣ୍ଣ “ସେଫ ଟିମ” ଥାଆନ୍ତି। ଆଜି ସନ୍ଧ୍ୟାରେ ଯେତେବେଳେ ତାଙ୍କର IL-୯୬ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ, ସେତେବେଳେ ଏଥିରେ ରୁଷିଆନ ଟୋଭୋରୋଗ, ରୁଷିଆନ…
ମିଳିଲା ଟୋକନ, ଖୋଲିଲା ତାଲା: ଆନ୍ଦୋଳନରୁ ଓହରିଲେ ଚାଷୀ
ଅତାବିରା, ୪।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ୫ହଜାରରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡିଥିଲେ l ସେଥିମଧ୍ୟରୁ ଅତାବିରା ବ୍ଲକ ଝିଲିମିଣ୍ଡା ମଣ୍ଡି ଅଞ୍ଚଳର ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ l ପଞ୍ଜିକରଣ ଦାବିରେ ଗତ ଅଗଷ୍ଟ…
ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ବେଙ୍ଗାଲୁରୁ,୪।୧୨: କର୍ନାଟକ ସରକାର ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ନୀତିକୁ ଅନୁମୋଦନ କରିଛନ୍ତି। ଏହି ନୀତି ଅନୁଯାୟୀ, ୧୮ ରୁ ୫୨ ବର୍ଷ ବୟସର ମହିଳା ସରକାରୀ କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ପେଡ୍ ଋତୁସ୍ରାବ ଛୁଟି ପାଇବେ।…
ବସ୍ରେ ଦିବ୍ୟାଙ୍ଗ ନାବାଳିକାଙ୍କୁ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର, ବସ୍ ମାଲିକଙ୍କୁ ନୋଟିସ୍
କେନ୍ଦୁଝର,୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ଦିବ୍ୟାଙ୍ଗ ନାବାଳିକା ତାଙ୍କ ମା’ଙ୍କ ସହିତ ଚିକିତ୍ସା ପାଇଁ ଭୁବନେଶ୍ବରକୁ ଯାଉଥିବା ବେଳେ ସେମାନଙ୍କୁ ଏକ ବସ୍ର କଣ୍ଡକ୍ଟର ଦୁର୍ବ୍ୟବହାର କରିବା ସହ ଓ ସରକାରୀ ପାସ୍କୁ ବେଖାତିର କରିବା ଘଟଣାକୁ ନେଇ ପ୍ରୀତିପ୍ରଜ୍ଞାଙ୍କ ବାପା…
ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ
କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର ସହକାରେ ପାଳିତ ହେଉଛି । ଏହି ଅବସରରେ ଜିଲାର କାଲିମେଳା ବ୍ଲକସ୍ତରୀୟ ଏହି ୩…
Archives


