Home Left

ଟ୍ରମ୍ପଙ୍କୁ ଧୋକା ଦେଲେ ୟୁନୁସ୍‌, ଚାଇନା ସହ ମିଶି କରିଦେଲେ ବଡ଼ ଖେଳ

ଢାକା,୨୮।୮: ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ସେଠାରେ ଅସ୍ଥିରତାର ଏକ ସମୟ ଦେଖାଯାଇଛି। ମହମ୍ମଦ ୟୁନୁସଙ୍କୁ ଆରମ୍ଭରୁ ପାକିସ୍ତାନ ଏବଂ ଚାଇନା ଶିବିରରେ ଦେଖାଯାଇଛି। ଏହି ସମୟରେ, ଖବର ଆସିଛି ଯେ ଏବେ ବାଂଲାଦେଶ ଚାଇନା...

ତାରାତାରିଣୀ ପୀଠ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ପୁରୁଷୋତ୍ତମପୁର,୨୮ା୮(ସୀମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗଞ୍ଜାମ ଜିଲା ଗସ୍ତରେ ଆସି ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ଓ ବଡ଼ଖରିଡ଼ା କାଳେଶ୍ବର ମନ୍ଦିର ମଡେଲ ପାର୍କକୁ ପରିଦର୍ଶନ କରି ସମୀକ୍ଷା...

ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ: ୧୮୭ ଲିଟର ବିଦେଶୀ ମଦ ଜବତ

ରିଷିଡା,୨୮।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଭିରକାପଡା, ଫଟାମୁଣ୍ତା ତେରେସିଂହା ଛକର ବିଭିନ୍ନ ଦୋକାନରେ ବୁଧବାର ଅଚାନକ ଚଢ଼ାଉ କରି ସଂପୃକ୍ତ ବେପାରୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ୧୮୭ ଲିଟର ବିଦେଶୀ ମଦ ଜବତ...

ନୂଆଖାଇ ଭେଟଘାଟ, ଏକାଠି ନବାନ୍ନ ଖାଇଲେ ୧୦୦ ପରିବାର

ରିଷିଡା,୨୮ା୮(ସୁଶାନ୍ତ ମଲ୍ଲିକ): ଉତ୍ସାହ ଉଦ୍ଦୀପନାର ସହ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଗୁରୁବାର ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କ ଉଦ୍ୟମରେ ଲୋକେ ରାଗରୁଷା ଭୁଲି ଏକାଠି ବସି...

ଭୁବନେଶ୍ୱରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ଯୁବତୀ

ଭୁବନେଶ୍ୱର,୨୮ା୮: ରାଜଧାନୀ ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚର୍ଚ୍ଚାରେ ରହିଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ଏହି ଯୁବକଙ୍କ ମୃତଦେହ ନିକଟରୁ ଦୁଇ ଯୁବତୀ ମୋବାଇଲ୍‌ ଫୋନ୍‌ ନେଇ ଏକ ସ୍କୁଟିରେ ପଳାଇଥିବା...

ନୂଆଁଖାଇ ପାଳିଲେ ବଲାଙ୍ଗୀର ରାଜପରିବାର, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୨୮।୮(ସୁନିଲ କୁମାର ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ବଲାଙ୍ଗୀର ସହରରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ସହରରେ ନୂଆଁଖାଇକୁ ନେଇ ଗୁରୁବାର ସାଂସ୍କୃତିକ ପରିବେଶ ଉତ୍ସାହପୂର୍ଣ୍ଣ ରହିଥିଲା। ଚଳିତବର୍ଷ ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ...

ସେପ୍ଟେମ୍ବର ୩ରୁ ଏସବୁ ରାଶିର ଗୋଲ୍ଡେନ ଟାଇମ୍‌ ଆରମ୍ଭ; ଆକସ୍ମିକ ଧନଲାଭ ସାଙ୍ଗକୁ ବ୍ୟବସାୟ, ଶିକ୍ଷା କ୍ଷେତ୍ରରେ…

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ରାଜକୁମାର ବୁଧ ମାସରେ ଦୁଇଥର ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ୧୨ ରାଶିଙ୍କ ଜୀବନରେ ପଡ଼ିଥାଏ। ଏହି କ୍ରମରେ ସେପ୍ଟେମ୍ବର ମାସ ଆରମ୍ଭରେ ବୁଧ ସିଂହ ରାଶିରେ ବିରାଜମାନ ରହିବେ। ଏହା...

ସଟସର୍କିଟରୁ ଲାଗିଲା ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ

ଛତ୍ରପୁର,୨୮/୮(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ସ୍ଥିତ (ମଠ)ଉପର ସାହିର ୟୁ ନାଗେଶ୍ୱର ଆଚାରୀଙ୍କ ଘରେ ଅଗ୍ନିକାଣ୍ଡ। ବିଦ୍ୟୁତ ସଟ ସର୍କିଟ ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଲାଗି ଘରେ ଥିବା ଅନେକ...

ଇନଷ୍ଟାଗ୍ରାମରେ ଛାଡପତ୍ର ଘୋଷଣା ର‍୍ୟାପରଙ୍କୁ ବିବାହ କଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ,୨୮ା୮: ଦୁବାଇର ଶାସକ ତଥା ସଂଯୁକ୍ତ ଆରବ ଏମିରେଟସ୍‌ର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରାଶିଦ ଆଲ ମାକତୁମଙ୍କ ଝିଅ ଶେଖା ମାହରା ମହମ୍ମଦ ରାଶିଦ ଆଲ ମାକତୁମ ର‍୍ୟାପର ଫ୍ରେଞ୍ଚ ମଣ୍ଟାନାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

କେଉଁ ଦେଶର ଲୋକଙ୍କୁ ଅଧିକ ଟଙ୍କା ଦିଏ Instagram: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିର ଡିଜିଟାଲ ଯୁଗରେ, ଇନଷ୍ଟାଗ୍ରାମ କେବଳ ଫଟୋ ଏବଂ ଭିଡିଓ ଶେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ପାଇଁ ଆୟର ଏକ ଉତ୍ସ ପାଲଟିଛି। ସାରା ବିଶ୍ୱରେ କ୍ରିଏଟର୍‌, ପ୍ରଭାବଶାଳୀ ଏବଂ ସେଲିବ୍ରିଟିମାନେ...

ଏସିଆ କପରେ ଭାରତ ବିପକ୍ଷରେ ଖେଳିବେ ଏହି ୨୦ ବର୍ଷୀୟ ଭାରତୀୟ ଖେଳାଳି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ, ୨୮।୮: ଏସିଆ କପ ୨୦୨୫ ସେପ୍ଟେମ୍ବର ୯ ତାରିଖରେ ଆରମ୍ଭ ହେବ। ସେହିପରି ଦ୍ୱିତୀୟ ମ୍ୟାଚ ୧୦ ସେପ୍ଟେମ୍ବରରେ ଭାରତ ଏବଂ UAE ମଧ୍ୟରେ ଖେଳାଯିବ। ଏହା ଉଭୟ ଦଳର ପ୍ରଥମ ମ୍ୟାଚ ହେବ, ଯେଉଁଥିରେ ପ୍ରଶଂସକଙ୍କ ନଜର...

ଅଜବ ପରମ୍ପରା: ନୂଆଁଖାଇରେ ହୁଅନ୍ତି ଏକାଠି ବିଭିନ୍ନ ଜାତି, ଧର୍ମର ଲୋକେ, ପଛରେ ରହିଛି ରହସ୍ୟ…

ବଲାଙ୍ଗୀର, ୨୮।୮: ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା ତାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ମହୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶିରାବାହାଲ ଗ୍ରାମବାସୀ। ଗତ ୧୮ ବର୍ଷ ହେଲା ଏହି ଗ୍ରାମବାସୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri