ବାଦଲଫଟା ବର୍ଷା
ବନ୍ୟା ବାତ୍ୟା ଭଳି ବାଦଲ ଫାଟିବା ଏକ ପ୍ରାକୃତିକ ବିତ୍ପାତ। ଏହା ବିଶେଷକରି ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଉଚ୍ଚରେ ଥିବା ପାର୍ବତ୍ୟାଞ୍ଚଳରେ ସଂଘଟିତ ହୋଇଥାଏ। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଚାନକ ବନ୍ୟା ଆସେ ଏବଂ ଘରଦ୍ୱାର ପାଣିରେ ଭସେଇ...
ଟମକା-ମଙ୍ଗଳପୁର ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା
କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ ଧାରଣା ବସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର କ୍ରୋମାଇଟ ଲୋଡ଼ିଂ କରିବାକୁ...
ରାଜ୍ୟରେ ହେବ ୩ ଅର୍ଥନୈତିକ ଜୋନ: ଉଷା ପାଢ଼ୀ
ଭୁବନେଶ୍ୱର,୧।୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି...
ଫିଟ୍ନେସ୍ ଟେଷ୍ଟରେ କିଏ ପାସ୍, କିଏ ଫେଲ୍: ଜାଣନ୍ତୁ ରୋହିତ- ଗିଲ୍ଙ୍କ ସମେତ ଭାରତୀୟ କ୍ରିକେଟର୍ଙ୍କ ରିପୋର୍ଟ କାର୍ଡ
ବେଙ୍ଗାଲୁରୁ,୧।୯: ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତୀୟ କ୍ରିକେଟରଙ୍କ ଫିଟନେସ ପରୀକ୍ଷା କରାଯାଇଥିଲା। ଏଥିପାଇଁ ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ରୋହିତ ଶର୍ମା ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ମଧ୍ୟ ବେଙ୍ଗାଲୁରୁ ପହଞ୍ଚିଥିଲେ। ରୋହିତ ଏବଂ ଗିଲ...
ଶୋଚନୀୟ ହୋଇପଡ଼ିଥିଲା ରାସ୍ତା, ପଡୁ ନ ଥିଲା ପ୍ରଶାସନର ନଜର, ନିଜ ଅର୍ଥ-ଶ୍ରମ ଦାନ କରି…
ବରଗଡ଼,୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଭଟଲି ଛକରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଭଟଲି, ଅମ୍ବାଭୋନା ତଥା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାର ବରଗଡ଼ ରାଣାପ୍ରତାପ ସ୍କୁଲ ପାଖ ଓଭରବ୍ରିଜ ତଳେ ରାସ୍ତା ଦୀର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ...
‘ଭାରତ ସହ ରାଜନୀତି ନୁହେଁ ବିଶ୍ୱାସର ସମ୍ପର୍କ’, ପୁଟିନ-ମୋଦିଙ୍କ ଯୁଗଳବନ୍ଦୀ ଦେଖି ଭୟ କଲେଣି ଟ୍ରମ୍ପ!
ବେଜିଂ,୧।୯: ଯଦି କୌଣସି ଦେଶ ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ସମ୍ପକକୁ ନେଇ ଅଧିକ ସମସ୍ୟାର ସମ୍ମୁଖୀନ ହେବ କଥା ଚିନ୍ତା କରୁଥାଏ, ତେବେ ତାହା ହେଉଛି ଆମେରିକା। ଏହି ସମୟରେ, ପରିସ୍ଥିତି ଏପରି ହୋଇଛି ଯେ ଚାଇନା,...
ଚିକିତ୍ସା ଅବହେଳାରୁ ଚାଲିଗଲା ଗର୍ଭବତୀ ଆଶାକର୍ମୀଙ୍କ ଜୀବନ, ରାଜରାସ୍ତାରେ ମୃତଦେହ ରଖି…
ଉମରକୋଟ,୧ା୯(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀ ଆଶାକର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୁଃଖଦ ଘଟଣା ଘଟିଛି। ପ୍ରସବ ପାଇଁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା, ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ...
୨୩ ବର୍ଷୀୟ ଯୁବକଙ୍କ ହୃଦୟ ଦେଇବସିଲେ ୮୩ ବର୍ଷୀୟା ବୃଦ୍ଧା: ଆଉ ତା’ପରେ ଘଟିଗଲା…
ଜାପାନରୁ ଏକ ଅନନ୍ୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏହା ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଜଣେ ୨୩ ବର୍ଷୀୟ ଯୁବକ କୋଫୁ ୮୩ ବର୍ଷୀୟା ‘ଦାଦି’ ଆଇକୋଙ୍କ ପ୍ରେମରେ ପଡ଼ିଛନ୍ତି। ଉଭୟ ଗତ ଛଅ ମାସ...
କୋଳାଗ୍ରତ କଲେ, କାର୍ରେ ଏକାଠି ଗଲେ: ମାତ୍ର ୪ ଘଣ୍ଟାରେ ମୋଦି-ପୁଟିନ୍ କଲେ…
ବେଜିଂ,୧।୯:ଚାଇନାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଚମତ୍କାର ବନ୍ଧୁତା ଦେଖିବାକୁ ମିଳିଥିଲା। ଉଭୟ ନେତା ଖୁସିର ସହ ଭେଟିଥିଲେ ଏବଂ ପରସ୍ପରକୁ...
ଚାଇନା ମାଟିରେ ପାକିସ୍ତାନକୁ ଜୋରଦାର ଝଟ୍କା ଦେଲା ଭାରତ: ସମସ୍ତେ ଦେଲେ ପାନେ
ବେଜିଂ,୧।୯: ଚାଇନାର ତିଆନଜିନ ସହରରେ ସାଂଘାଇ ସହଯୋଗ ସଂଗଠନ (SCO) ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ SCO ନେତାମାନେ ସର୍ବସମ୍ମତିକ୍ରମେ SCO ଘୋଷଣାପତ୍ର ଜାରି କରିଥିଲେ। ଏହି ଘୋଷଣାପତ୍ର ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ...
ଅନ୍ତର୍ଜାତୀୟ ଲଜିଷ୍ଟିକ୍ସ ଓ କ୍ରସ-ବୋର୍ଡର ଶିପ୍ମେଣ୍ଟରେ ବିଶ୍ୱସନୀୟ କମ୍ପାନୀ ଗରୁଡ଼ଭେଗା
ଅନ୍ତର୍ଜାତୀୟ ଲଜିଷ୍ଟିକ୍ସ ଓ କ୍ରସ-ବୋର୍ଡର ଶିପ୍ମେଣ୍ଟରେ ବିଶ୍ୱସନୀୟ କମ୍ପାନୀ ଗରୁଡ଼ଭେଗା। ନେକ୍ସଜେନ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ ଘୋଷଣା କରିଛି ଯେ, ୨୯ ଅଗଷ୍ଟ ୨୦୨୫ରୁ ପ୍ରଭାବୀ ଡି ମିନିମିସ୍ ନିୟମ ବାତିଲ ହେବା ପରେ ସଂଶୋଧିତ ଆମେରିକା କଷ୍ଟମ୍ସ ନିୟମାବଳୀକୁ...
ଭୂକମ୍ପ ଯୋଗୁ ଆଫଗାନିସ୍ତାନରେ ହାହାକାର, ୫ଶହରୁ ଅଧିକ ହେଲାଣି ମୃତ୍ୟୁସଂଖ୍ୟା
କାବୁଲ,୧।୯: ଆଫଗାନିସ୍ତାନରେ ଆସିଥିବା ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରବିବାର (୩୧ ଅଗଷ୍ଟ) ରାତିରେ ହୋଇଥିବା ଭୂକମ୍ପ ଯୋଗୁ ଅନେକ ଘର ଧ୍ୱଂସାବଶେଷରେ ପରିଣତ ହୋଇଛି। ଆଫଗାନିସ୍ତାନରେ ପାକିସ୍ତାନ ସୀମା ନିକଟରେ ଏକ ଭୂମିକମ୍ପ ହୋଇଛି। ଏହା ଯୋଗୁ...
Archives


