Home Left

ଟ୍ରମ୍ପଙ୍କ ୫୦% ଟାରିଫ୍‌ ଉପରେ ବଡ଼ ବଡ଼ ଯୋଜନା କଲେ ମୋଦି ସରକାର! କରିବାକୁ ଯାଉଛନ୍ତି ଏହି ୪ କାମ…

ଓ୍‌ବାଶିଂଟନ,୩।୯: ଡୋନାଲ୍ଡ ଟ୍ରମ୍ପ ଭାରତର ରପ୍ତାନି ଉପରେ ୫୦%ଟାରିଫ୍‌ ଲାଗୁ କରିଛନ୍ତି, ଯାହା ସିଧାସଳଖ ଭାରତୀୟ ରପ୍ତାନିକାରୀ ଏବଂ ଶ୍ରମିକଙ୍କୁ ପ୍ରଭାବିତ କରିବ ଏବଂ ଲକ୍ଷ ଲକ୍ଷ ଚାକିରି ପାଇଁ ବିପଦ ସୃଷ୍ଟି କରିପାରେ। ତଥାପି, ଏହି ପରିସ୍ଥିତିର ମୁକାବିଲା...

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କଲେ, ଗିରଫ ଭୟରେ ଏମିତି ଚରମ ପଦକ୍ଷେପ ନେଲେ ସ୍ବାମୀ

ପାଟଣା, ୩ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ଜଣେ ବିବାହିତ ଯୁବକ(୪୦) ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ଗିରଫ ଭୟରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୋମବାର ରାତିରେ ଏହି ଘଟଣା ଘଟିଛି।...

ସୁନା ଚୋରା ଚାଲାଣ ମାମଲାରେ ସୁନ୍ଦରୀଙ୍କୁ ୧୦୨ କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ,୨।୯: କନ୍ନଡ଼ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କ ବିରୋଧରେ ସୁନା ଚୋରା ଚାଲାଣ ମାମଲାରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ପକ୍ଷରୁ ୧୦୨ କୋଟି ଟଙ୍କାର ଜୋରିମାନା ଲଦାଯାଇଛି। DRI ସୂତ୍ର ମଙ୍ଗଳବାର ଏହା ସୂଚନା ଦେଇଛି। ରାନ୍ୟାଙ୍କ ସହ...

ଗାଜଲବାଡିରେ ଗଛ ଉପୁଡି ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ: ଦାରିଙ୍ଗବାଡି-ବ୍ରହ୍ମପୁରକୁ ଯାତାୟାତ ଠପ

ଦାରିଙ୍ଗବାଡି,୨।୯ (ଅରୁଣ ସାହୁ ): କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖିଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି। ଫଳରେ ବିଦ୍ୟୁତ ତାର ଓ ଖୁଣ୍ଟ ପଡି ରାସ୍ତା ଅବରୋଧ ହୋଇଛି। ଫଦାରିଙ୍ଗବାଡି ଠାରୁ ବ୍ରହ୍ମପୁର,...

ଚଳିତ ଶେଷ ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ପଞ୍ଚମ ପିଢିର ସ୍ୱେଦେଶୀ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨।୯: ଭାରତୀୟ ବାୟୁସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତିର ସୂଚନା ମିଳିଛି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ପକ୍ଷରୁ ଚଳିତ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ଦୁଇଟି ତେଜସ ମାର୍କ-୧ଏ (Tejas Mark-1A) ଯୁଦ୍ଧବିମାନ ଯୋଗାଇ ଦିଆଯିବ ବୋଲି ପ୍ରତିରକ୍ଷା...

ପଞ୍ଜୀକରଣ ତାତି, ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଚାଷୀ

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି...

ବୃଦ୍ଧାଙ୍କୁ ଘରେ ପଶି ଆକ୍ରମଣ ଘଟଣା: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ବି.ପାର୍ବତୀ ପାତ୍ରଙ୍କୁ ଘରେ ପଶି ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗରେ ଚୁଡୁଙ୍ଗପୁର ଗ୍ରାମରେ ରହୁଥିବା ଗୋଳନଥରା ଥାନା ମଦନମୋହନପୁର ଗ୍ରାମର କାଳୁ ପାତ୍ରଙ୍କୁ ମଙ୍ଗଳବାର ଥାନା ଏସ.ଆଇ ସୋଫିଆ ମିଶ୍ର...

ପପଙ୍ଗା ପାହାଡ଼ରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା…

ଭେଡେନ,୨।୯(ହୃଷିକେଶ ଖମାରୀ)- ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ପପଙ୍ଗା ପାହାଡ଼ରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ସଲିକି ଗ୍ରାମର ପରମେଶ୍ୱର ଦିଗାଲଙ୍କ ପୁଅ ମାଧବ(୨୨)...

ୟୁରୋପରେ ହେବ କି ବଡ଼ ଯୁଦ୍ଧ ? ହସ୍ପିଟାଲଗୁଡ଼ିକୁ ‘ବଡ଼ ଯୁଦ୍ଧ’ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଲା ଫ୍ରାନ୍ସ

ନୂଆଦିଲ୍ଲୀ,୨।୯: ରୁଷିଆ ଓ ନାଟୋ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ୟୁରୋପରେ ଏକ ବିରାଟ ଯୁଦ୍ଧର ଆଶଙ୍କା ଦେଖାଦେଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ହସ୍ପିଟାଲଗୁଡ଼ିକୁ ୨୦୨୬ ମାର୍ଚ୍ଚ ସୁଦ୍ଧା ଏକ “ବୃହତ୍ ଯୁଦ୍ଧ” ପାଇଁ...

ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…

ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ...

ଟାଇଟଲ ସ୍ପନସରଶିପ୍‌ ଲାଗି ବିଡ୍ସ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ଏହି ସବୁ କମ୍ପାନୀ ପଡିବେ ବାଦ୍‌

ନୂଆଦିଲ୍ଲୀ,୨ା୯: ଫାଣ୍ଟାସି ସ୍ପୋଟର୍‌ସ କମ୍ପାନୀ ଡ୍ରିମ୍‌ ୧୧ ଓହରିବା ପରେ ଭାରତୀୟ କ୍ରିକେଟ୍‌ ଦଳର ଟାଇଟଲ ସ୍ପନସରଶିପ୍‌ ଅଧିକାର ଲାଗି ବିସିସିଆଇ ମଙ୍ଗଳବାର ବିଡ୍ସ ଆମନ୍ତ୍ରଣ କରିଛି। ସରକାରଙ୍କ ପକ୍ଷରୁ ବ୍ୟାନ୍‌ କରାଯିବା ପରେ ଏହି ବିଡ୍ସ ପ୍ରକ୍ରିୟାରୁ ରିୟଲ...

ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ : ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସ ହଟ ହଟା

ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ନରେ ହାଇଡ୍ରାମା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri