Home Left

ଅଧାପନ୍ତରିଆ ଭାବେ ପଡ଼ିଛି ନୂଆଗଁା କଲ୍ୟାଣ ମଣ୍ଡପ

ନୂଆଗାଁ,୩୦ା୭ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ଶୈବପୀଠ ନିକଟରେ ଆରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ନିର୍ମାଣ କାମ ଅଢେଇ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଥିଲେ ମଧ୍ୟ ପଞ୍ଚାୟତ…

ଉଦାହରଣ ସାଜିଛନ୍ତି ଦିବ୍ୟାଙ୍ଗ ଲିପୁନା

ଭୁବନେଶ୍ୱର,୩୦ା୭(ଅଭିଜିତ ଦାସ)ଦିବ୍ୟାଙ୍ଗ ହେଲେ ବି ସେ କେଉଁଥିରେ କମ୍‌ ନୁହନ୍ତି। ଜଣେ ସାଧାରଣ ଲୋକଙ୍କ ପରି ଜୀବନଯାପନ କରୁଛନ୍ତି। କାହା ଉପରେ ନିର୍ଭର ନ କରି ନିଜେ ସବୁକିଛି କରୁଛନ୍ତି। ଏପରିକି ଟ୍ରାଇ ସାଇକେଲରେ ପରିବା ବିକି ପରିବାର ଚଳାଇ ଅନ୍ୟମାନଙ୍କ…

ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ

ପୃଥିବୀରେ ଶାନ୍ତି ପାଇଁ ବନ୍ଧୁତା ହିଁ ଏକମାତ୍ର ବିକଳ୍ପ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ପ୍ରଥମେ ଗ୍ରିଟିଂସ୍‌ କାର୍ଡ ଇଣ୍ଡଷ୍ଟ୍ରି ଦ୍ୱାରା ଏହି ଦିବସ ପାଳନ ପାଇଁ ପ୍ରୋତ୍ସାହିତ ହୋଇଥିଲା।…

୨ ବର୍ଷ ହେଲା କାମ ସରୁନି

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି। ପ୍ରତିବର୍ଷ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ କାମ ଚାଲୁଛି। ତେବେ ପୁରୁଣା ପ୍ରକଳ୍ପ କାମ ସରୁନି। ଗତ ୨ବର୍ଷ ଧରି ଚାଲିଥିବା ବରୁଣେଇ ସ୍ମାର୍ଟ ପାର୍କ ଏବଂ ସାମନ୍ତରାପୁରସ୍ଥିତ ଜରି ପୋଖରୀ ସୌନ୍ଦର୍ଯ୍ୟକରଣ…

୬୦ ପ୍ରତିଶତ ଜମିରେ ହୋଇନି ତଳିରୁଆ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ)ଜୁନ୍‌ରେ ନିଅଣ୍ଟିଆ ରହିଲା, ମୌସୁମୀ ବର୍ଷା ଯେତିକି ହେବା କଥା ସେତିକି ହେଲାନାହିଁ। ସ୍ବାଭାବିକଠାରୁ ପ୍ରାୟ ୩୦ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିିଲା। ନିଅଣ୍ଟିଆ ବର୍ଷା ଯୋଗୁ ଜିଲାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।…

ରାଇପାହାଡ଼ର ୧୮ପରିବାର ଆନ୍ଧ୍ର ହିତାଧିକାରୀ

ନନ୍ଦପୁର,୩୦ା୭(ଶଙ୍କର ପୂଜାରୀ)କୋରାପୁଟ ଜିଲା ନନ୍ଦପୁର ବ୍ଳକ ଚାଟୁଆ ବୈଠକକୁ ଆନ୍ଧ୍ର-ଓଡ଼ିଶା ସୀମା ସମ୍ପର୍କିତ କୌଣସି କାଗଜପତ୍ର ଓ ମାନଚିତ୍ର ନ ଆଣି ଆସିଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ। ଫଳରେ ବୈଠକରେ ଆଲୋଚନା ଫଳପ୍ରଦ ହୋଇପାରି ନ ଥିଲା। ତେବେ ରାଇପାହାଡ଼ ଗ୍ରାମବାସୀଙ୍କୁ…

ଖଣି ଅଞ୍ଚଳ ଏବେ ପର୍ଯ୍ୟଟନସ୍ଥଳ

ଯୋଡ଼ା,୩୦ା୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳ ଓଡ଼ିଶାରେ ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହେଉଛି। ଜଙ୍ଗଲ ଶୋଭାରାଜିରେ କୁଳୁକୁଳୁ ହୋଇ ବୋହିଯାଉଥିବା ଏକାଧିକ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ…

୨୯୭ ବନ୍ୟା ଆଶ୍ରୟସ୍ଥଳୀରେ ଲାଗିବ ବିଜୁଳି ରୋଧକ ଯନ୍ତ୍ର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାକୁ ପ୍ରାୟତଃ ଭାରତର ବିପର୍ଯ୍ୟୟ ହଟସ୍ପଟ ବୋଲି କୁହାଯାଏ। ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ଧନଜୀବନ ହାନି କରୁଥିବାବେଳେ ବଜ୍ରପାତରେ ରାଜ୍ୟର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ବଜ୍ରପାତରେ ବାର୍ଷିକ ହାରାହାରି ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି।…

୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର,୩୦ା୭(ମାନସ ବିଶ୍ୱାଳ)ବହୁ ଚର୍ଚ୍ଚିତ ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପ୍ରଥମ ଥର ପାଇଁ ଆକ୍ସନ ମୋଡ୍‌କୁ ଆସିଛି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି)। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି, ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ…

ନିର୍ମାଣର ଦୁଇ ମାସ ନ ପୂରୁଣୁ ଦବିଲା ରାସ୍ତା

କୋକସରା,୨୯ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରାରୁ ଚିକିଲିକୁ ସଂଯୋଗୀକରଣ ପାଇଁ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। କାର୍ଯ୍ୟ ସମ୍ପାଦନ ହୋଇ  ୨ ମାସ ହୋଇ ନ ଥିବା ବେଳେ ଅନେକ…

ଟମାଟୋ ବିକି ଦେଢ଼ ମାସରେ ୪ କୋଟି ରୋଜଗାର କଲେ କୃଷକ…

ହାଇଦ୍ରାବାଦ,୨୯।୭ : ସମ୍ପ୍ରତି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକଙ୍କ ଉପରେ ଟମାଟୋ ଦର ସାଧୁଥିବାବେଳେ ଆନ୍ଧ୍ରପ୍ରଦେଶର ଚିତୋର ଜିଲାର ଜଣେ କୃଷକଙ୍କର ଭାଗ୍ୟ ବଦଳି ଯାଇଛି। ସେ ମାତ୍ର ଦେଢ଼ ମାସ ମଧ୍ୟରେ ଟମାଟୋ ବିକି…

ଟିମ୍‌ ଇଂଲଣ୍ଡ ସଦସ୍ୟ ପିନ୍ଧିଲେ ପରସ୍ପରର ଜର୍ସି: ଅଲଝାଇମର ସୋସାଇଟି ପ୍ରତି ସମ୍ମାନ ପ୍ରଦର୍ଶନ…

ଲଣ୍ଡନ,୨୯।୭ : ଇଂଲଣ୍ଡର କ୍ରିକେଟ ଦଳର ଖେଳାଳିମାନେ ଲଣ୍ଡନର ଓଭାଲରେ ପଞ୍ଚମ ଆଶେସ ଟେଷ୍ଟର ତୃତୀୟ ଦିନରେ ଅଲଝାଇମର ସୋସାଇଟିକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ଅଲଝାଇମର ସୋସାଇଟି ହେଉଛି ଏକ ସଂଗଠନ ଯାହା ବ୍ରିଟେନରେ ଡିମେନ୍ସିଆ, କେୟାର, ବିଶେଷଜ୍ଞ, ପ୍ରଚାରକ, ଅନୁସନ୍ଧାନକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri