Home Left

ଗୋଟିଏ ପଟେ ଟ୍ରେଣ୍ଡ କରୁଛି ‘Trump Is Dead’ ଅନ୍ୟପଟେ ହ୍ବାଇଟ ହାଉସ ନିକଟରେ Pizzaର ବଢିଗଲା ଡିମାଣ୍ଡ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୫।୯: ଗତ ସପ୍ତାହରେ, ସୋସିଆଲ ମିଡିଆରେ ହଠାତ ଏକ ଟ୍ରେଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହଜାର ହଜାର ଲୋକ ଟୁଇଟରରେ ‘Trump Is Dead’ ହ୍ୟାସଟ୍ୟାଗ ବ୍ୟବହାର କରିଥିଲେ ଏବଂ ଟିଭି ଏବଂ ଅନଲାଇନ ମିଡିଆରେ ଏହାର ସତ୍ୟତା ଖୋଜିବା...

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାକୁ ଆସିବ…

ଭୁବନେଶ୍ୱର, ୫।୯: ଓଡ଼ିଶାକୁ ଆସିବ ୬୦୦ e-ବସ୍‌। ୬୦୦ e-ବସ୍‌ ଆସିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପରିବେଶ ସୁରକ୍ଷା ପାଇଁ e-ବସ ଅଧିକ ପ୍ରଚଳନ କରିବାକୁ ଯୋଜନା। ରାଜ୍ୟରେ...

୬ ନା ୭ କେଉଁଦିନ ପଡୁଛି ଗ୍ରହଣ? ଓଡ଼ିଶାକୁ ବଡ଼ ବିପଦ!

ଭୁବନେଶ୍ୱର,୫।୯: ଆସନ୍ତା ସେପ୍ଟେମ୍ବର ୭ ତାରିଖ ତଥା ଭାଦ୍ରବ ପୂର୍ଣ୍ଣିମାରେ ପ୍ରଥମ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ୨୦୨୬ ମାର୍ଚ୍ଚ ମାସରେ ଦୋଳପୂର୍ଣ୍ଣିମାନେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ଯାହାକି ଭାରତରେ ଦେଖିବାକୁ ମିଳିବ । ଆସନ୍ତା ୬...

କୁଡ଼ିଆ ଘରେ ୫୦ ବର୍ଷ ବିତିଲା, କୁମାରୀଙ୍କୁ ମିଳିଲାନି ପକ୍କା ଘର

ଭଞ୍ଜନଗର,୫ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଘୋଡ଼ାଦାଣ୍ଡି ନିକଟରେ ଏକ ସରକାରୀ ଜମିରେ ଆଜକୁ ୫୦ ବର୍ଷ ହେବ କୁଡ଼ିଆ ଘରେ ସୁକୁଟା ନାଇକ ଓ ବିଜୟ ନାଇକ ବଡ଼କୋଦଣ୍ଡା ଗ୍ରାମରୁ ଆସି ବସବାସ କରୁଥିଲେ। ୫ ବର୍ଷ...

ସପ୍ତାହରେ ୪ ଦିନ କାମ କଲେ ମିଳିବ ୩ ଦିନ ଛୁଟି! ଜାଣନ୍ତୁ କେଉଁଠି କାହଁକି ଏମିତି ନିୟମ ଲାଗୁ ହୋଇଛି, ଆପଣ ବି ପାଇବେ ଫାଇଦା

ସିଓଲ: ସମ୍ପୂର୍ଣ୍ଣ ସପ୍ତାହ କାମ କରିବା ପରେ, ଯେକୌଣସି କର୍ମଚାରୀଙ୍କ ପାଇଁ ଏକ ଦିନ ଛୁଟି ଖୁବ୍‌ ଆରାମଦାୟକ ହୋଇଥାଏ। ଅଧିକାଂଶ ଲୋକ ଶୁକ୍ରବାର ପରେ ଶନିବାର ଏବଂ ରବିବାରକୁ ଅପେକ୍ଷା କରନ୍ତି, ଯାହା ଦ୍ୱାରା ସେମାନେ ଦୁଇ ଦିନ...

ସରକାରଙ୍କ ବଡ଼ ଘୋଷଣା, ଲୋନ ନେବା ପୂର୍ବରୁ ଦେବାକୁ ପଡିବ…

ନୂଆଦିଲ୍ଲୀ,୫।୯: ଯେତେବେଳେ ଆପଣ କାର, ବାଇକ କିମ୍ବା ଘର ପାଇଁ ଋଣ ନିଅନ୍ତି, ସେତେବେଳେ ପ୍ରଥମେ ଆପଣଙ୍କର ସିଭିଲ ସ୍କୋର ଯାଞ୍ଚ କରାଯାଏ। ଏପରି ଲୋକଙ୍କୁ ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବର୍ତ୍ତମାନ ବ୍ୟାଙ୍କଗୁଡ଼ିକର ନିୟମ ହେଉଛି ଯେ...

ନୂଆ ପଦକ୍ଷେପ: ଗୁରୁଙ୍କ ପ୍ରତିମୂର୍ତ୍ତି ତିଆରି କରି ପାଳିଲେ ଗୁରୁଦିବସ, ସମାଜ ପାଇଁ ପାଲଟିଲେ ଉଦାହରଣ

ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ଗଞ୍ଜାମ ବ୍ଲକର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀର ୟୁଥ୍‌ଫର୍‌ ଭିଲେଜ ପକ୍ଷରୁ ପବିତ୍ର ଗରୁଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଯାହାକି ଏହା ସମଗ୍ର ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିବା...

ପାଣି ଶେଷ କରିଦେଲା ଭାରତ-ପାକିସ୍ତାନ ସୀମା ବିବାଦ! ବନ୍ୟାରେ ଧୋଇଗଲା ୩୦ କିଲୋମିଟର ବାଡ଼

ନୂଆଦିଲ୍ଲୀ,୫।୯: ଚଳିତ ବର୍ଷର ବନ୍ୟା ପଞ୍ଜାବରେ ତାଣ୍ଡବ ରଚିଛି। ଏହି ସମୟରେ, ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଭାରତ-ପାକିସ୍ତାନ ସୀମାରେ ଥିବା ଆରାଜି ଆଡଭାନ୍ସ ବନ୍ଧ ଧୋଇ ହୋଇଯାଇଛି। ଏହାକୁ ରକ୍ଷା କରିବା ପାଇଁ ଗ୍ରାମବାସୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।...

ଏଣିକି ବୟସ ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀ କହିଲେ ବିଭାଗୀୟ ଅଧିକାରୀଙ୍କୁ…

ଭୁବନେଶ୍ୱର,୫ା୯: ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଶେଷକରି ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି।...

“ମୋ ଟଙ୍କା ଖାଇଯାଉଥିଲା”: ଛାଡପତ୍ର ବିବାଦକୁ ନେଇ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୫।୯: ଉତ୍ତର ପ୍ରଦେଶର ଗୋରଖପୁରରେ ବୁଧବାର ଏକ ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ୱକର୍ମା ଚୌହାନ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ମମତା ଚୌହାନ (୩୨)ଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ବୋଲି ପୋଲିସ କହିଛି। ଘଟଣା...

ଆରମ୍ଭ ହେଲା କଂଗ୍ରେସର ‘ସଙ୍ଗଠନ ସୃଜନ ଅଭିଯାନ’: ଏହାର ମୂଳ ଲକ୍ଷ୍ୟ ହେଉଛି….

ବଲାଙ୍ଗୀର, ୫।୯(ସୁନୀଲ ମହାନ୍ତି): ଜିଲାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଚାଲିଥିବା ‘ସଙ୍ଗଠନ ସୃଜନ ଅଭିଯାନ’ କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲାରେ ଆରମ୍ଭ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନ...

ବନ୍ଧାହେଲେ ୨ ମହିଳା: ୬୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ମମତା ଦଳେଇଙ୍କୁ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଶୁକ୍ରବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri