ହଷ୍ଟେଲରୁ ମିଳିଲା ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ବଲାଙ୍ଗୀର,୬ା୯(ସୁନୀଲ କୁମାର ମହାନ୍ତି): କଣ୍ଟାବାଞ୍ଜି ଥାନା ତୁରେକେଲା ବ୍ଲକ ହିଆଁଲ ଗାଁ ଅନୁସୂଚିତ ଜନଜାତି ଓ ଜାତି ଅନ୍ବେଷା ଛାତ୍ର ନିବାସରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ୁଥିବା ଜଣାଯାଇଛି l କଣ୍ଟାବାଞ୍ଜି...
ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଖାନାରୁ ଫେରୁଥିଲେ, ଅଟୋ ଉପରେ ମାଡ଼ିଗଲା କାର୍, ସ୍ତ୍ରୀ-ସ୍ବାମୀଙ୍କ ସହ ଚାଳକ ମୃତ..
ଅନୁଗୋଳ,୬ା୯(ମାନସ ବିଶ୍ୱାଳ): ଅନୁଗୋଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଅଟୋ ଉପରେ କାର୍ ମାଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ବଂଶୀଧର ସେଠୀ, କମଳା ସେଠୀ ଏବଂ...
ଚାଷୀଙ୍କୁ ଚଢ଼ାଦରରେ ସାର ବିକ୍ରି, ଗୋଦାମ ଉପରେ ଚଢ଼ାଉ କରି…
ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ): ସାରର ଅଭାବୀ ବିକ୍ରିର ଅଭିଯୋଗ ହେବା ପରେ ଛତ୍ରପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ପ୍ରଧାନ, ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, ସହକାରୀ କୃଷି ଅଧିକାରୀ ତଥା ଫର୍ଟିଲାଇଜର ଇନ୍ସପେକ୍ଟର ନିହାର ରଞ୍ଜନ ଦାଶ,...
ମୁନିରଙ୍କ ସ୍ତ୍ରୀ ପିଲାଙ୍କୁ ମିଳିଲା ଆମେରିକାର ନାଗରିକତା? ପୂର୍ବଜଙ୍କ ପଥ ଅନୁସରଣ କରୁଛନ୍ତି ଆର୍ମି ଚିଫ!
ଇସଲାମାବାଦ,୬।୯: ପାକିସ୍ତାନର ସାମରିକ ଅଧିକାରୀ ଏବଂ ନେତାମାନଙ୍କର ନିଜ ଦେଶ ପ୍ରତି କମ ଏବଂ ବିଦେଶୀ ଦେଶ ପ୍ରତି ଅଧିକ ଆସକ୍ତି ଥିବା ପରି ମନେହୁଏ। ଅବସର ପରେ, ସେମାନେ ପ୍ରାୟତଃ ଅନ୍ୟ ଦେଶରେ ବସବାସ କରନ୍ତି। ସେମାନଙ୍କ ପିଲାମାନେ...
India-US Relations: ସତରେ କ’ଣ ପୁଣିଥରେ ମୋଦି-ଟ୍ରମ୍ପଙ୍କ ସମ୍ପର୍କ ହେବ ମଧୁର? କ୍ୱାଡ ସମ୍ମିଳନୀ ହୋଇପାରେ ନୂଆ ସମ୍ପର୍କର ଆରମ୍ଭ ମଞ୍ଚ
ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଗତ କିଛି ମାସ ଧରି ଉତ୍ତେଜନାପୂର୍ଣ୍ଣ ଦେଖାଦେଇଛି, କିନ୍ତୁ କ’ଣ ଦୁଇ ନେତାଙ୍କ ମଧ୍ୟରେ ବନ୍ଧୁତା ପୁଣିଥରେ ଟ୍ରାକକୁ ଫେରିପାରିବ? ଏବେ ଏହି...
ସ୍ବାମୀଙ୍କୁ ମୃତ ଭାବି କରିଦେଇଥିଲେ ଅନ୍ତିମ ସଂସ୍କାର, ହଠାତ୍ ଆସି ଘରେ ହାଜର: ପୂରା ଘଟଣା କରିଦେବ ଆଶ୍ଚର୍ଯ୍ୟ
ଗୁରୁଗ୍ରାମ,୬।୯: ହରିୟାଣାର ଗୁରୁଗ୍ରାମରେ ଏକ ଅଜବ ଘଟଣା ଘଟିଛି। ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କୁ ମୃତ ବୋଲି ବିବେଚନା କରାଯାଇଥିଲା ଏବଂ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦାହ କରିଥିଲେ। ଅନ୍ତିମ ସଂସ୍କାର ପରେ ହଠାତ୍ ପରଦିନ ସେ ତାଙ୍କ...
କର୍ଲାମୁଣ୍ଡା ବ୍ଲକ ବିଜେଡି ସଭାପତି ମନୋନୀତ ହେଲେ ଯଶୋବନ୍ତ, କହିଲେ ସମସ୍ତଙ୍କୁ ସାଙ୍ଗରେ ନେଇ…
କର୍ଲାମୁଣ୍ଡା,୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଜୁ ଜନତା ଦଳର ସଭାପତି ଭାବେ ବିଶିଷ୍ଟ ଯୁବନେତା ତଥା ପୂର୍ବତନ ସ. ମାଲପଡ଼ା ସମିତି ସଭ୍ୟ ଯଶୋବନ୍ତ ସାହୁ ମନୋନୀତ ହୋଇଥିବା ଜଣାଯାଇଛି। ଶୁକ୍ରବାର ଭାବନୀପାଟଣାଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା...
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ପ୍ରତାପ ପ୍ରଧାନ
କର୍ଲାମୁଣ୍ଡା,୬।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସୁରୁଜୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ପ୍ରତାପ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଜିଲାର ଭାବନୀପାଟଣାଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଗୁରୁ ଦିବସ ଉତ୍ସବରେ ପ୍ରାଥମିକ...
ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେ…
ଭୁବନେଶ୍ୱର,୬ା୯: ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି...
ସୁନ୍ଦରୀ ସ୍ତ୍ରୀ ସ୍ବାମୀଙ୍କ ପାଇଁ ବଡ଼ ବିପଦ ଜାଣନ୍ତୁ କାହିଁକି ଏମିତି କହଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଜଣେ ଲୋକପ୍ରିୟ ଅର୍ଥନୀତିଜ୍ଞ, ଏବଂ କୂଟନୀତିଜ୍ଞ ଭାବରେ ଜଣାଶୁଣା। ଚାଣକ୍ୟ, ଚାଣକ୍ୟ ତାଙ୍କ ନୀତି ନାମରେ ପ୍ରସିଦ୍ଧ। ଚାଣକ୍ୟ ସାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ...
ମୋଦିଙ୍କୁ ଟ୍ରମ୍ପ ପ୍ରଶଂସା କରିବା ପରେ ଆସିଲା ଜୟଶଙ୍କରଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ, ଭାରତ-ଆମେରିକା ସମ୍ପର୍କ ଏବେ…
ଓ୍ବାଶିଂଟନ,୬।୯: ଭାରତ ଏବଂ ଆମେରିକା ସମ୍ପର୍କ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ଭାରତ-ଆମେରିକା ସହଭାଗୀତାକୁ ଗମ୍ଭୀରତା ଏବଂ ଗୁରୁତ୍ୱ ସହିତ ଦେଖିଛନ୍ତି। ଜୟଶଙ୍କରଙ୍କ ଏହି...
ଅରୁଣଙ୍କ ବିସ୍ଫୋରକ ବୟାନ, ବାବୁ ପଣିଆ ଦେଖାଇ…
ଭୁବନେଶ୍ୱର,୬।୯: ଓଡ଼ିଶା ରାଜନୀତିରେ ପୁଣି ହଲଚଲ ଦେଖିବାକୁ ମିଳିଛି। ବିଜେଡି ନେତା ଅରୁଣ ସାହୁ କରିଛନ୍ତି ବଡ଼ ବିସ୍ଫୋରଣ। ଅରୁଣ କହିଛନ୍ତି, ନମ୍ରତାଠୁ ବଡ଼ ଆଭୂଷଣ କିଛି ନାହିଁ। ବାର୍ଦ୍ଧକ୍ୟ ଏକ ଅଭିଶାପ ନୁହେଁ, ଆଶୀର୍ବାଦ। ଏହା ସହିତ ସେ...
Archives


