Home Left

ଚଢ଼ାଉ କରି ଜଣଙ୍କ ପରେ ଜଣଙ୍କୁ ଧରିଲା ଅବକାରୀ ଟିମ୍‌

ମୋରଡ଼ା,୯ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ, ଅବକାରୀ...

ସରକାରଙ୍କ ମହିଳା ବିରୋଧୀ ନୀତି: ତାତିଲେ ସିଆରପି ଗ୍ରହଣ କରିବେନି …

ବଣାଇଁ,୯।୯(ପ୍ରଦୀପ ତ୍ରିପାଠୀ): ଓଡ଼ଶାରେ ସରକାର ପରିବର୍ତ୍ତନ ଓ ନୂତନ ସରକାରଙ୍କ ନିତି ପ୍ରଣୟନକୁ ନେଇ ସବୁକ୍ଷେତ୍ରରେ ଏବେ ଜଳୁଚି ଅସନ୍ତୋଷର ବହ୍ନି। ଆଜି ଲହୁଣୀପଡା ବ୍ଲକର ଶତାଧିକ ସିଆରପି ମହିଳା ବଣାଇଁ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ...

ରାଜ୍ୟବ୍ୟାପୀ ମାରାଥନ ରାଲି କରିବେ ବିଜୟ, ଅନୁମତି ପାଇଁ ସରକାର…

ଚେନ୍ନାଇ,୯।୯: ତାମିଲନାଡୁରେ ୨୦୨୬ ନିର୍ବାଚନ ପୂର୍ବରୁ ଅଭିନେତା ତଥା ରାଜନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରୀ କାଝଗମ (ଟିଭିକେ) ତାଙ୍କର ପ୍ରଥମ ରାଜ୍ୟବ୍ୟାପୀ ରାଜନୈତିକ ଯାତ୍ରା ପାଇଁ ସୁରକ୍ଷା ମାଗି ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି। ଏହି ଯାତ୍ରା...

କ୍ରୀଡା ଉତ୍ସବ : ବିଦ୍ୟାଳୟ ପାଇଁ ଗୌରବ ଆଣିଲେ…

ପୁରୁଷୋତ୍ତମପୁର,୯।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଡି ହାଇସ୍କୁଲପଡିଆରେ ବ୍ଲକଶିକ୍ଷାବିଭାଗ ପକ୍ଷରୁ ଏବିଇଓ ବିଜୟଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇ କ୍ରିଡାର ମହତ୍ୱ...

ବିଜେଡିର ‘ଏକ୍ସପାଏରୀ ଡେଟ୍’ ପଳେଇଲାଣି: ତଥାଗତ ସତପଥୀଙ୍କ ତେରଛା ବାଣ

ଭୁବନେଶ୍ୱର,୯।୯: ବିଜୁ ଜନତା ଦଳ (ବିଜେଡି)ର ଭବିଷ୍ୟତକୁ ନେଇ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ସନ୍ଦେହ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟ ନ ଦେବା ନିଷ୍ପତ୍ତିକୁ ଟାର୍ଗେଟ କରି ସେ କହିଛନ୍ତି ଯେ...

ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ବି ପୋଲିସ, ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଠପ୍‌

ଭବାନୀପାଟଣା, ୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ...

ଜେଲରୁ ଅଭିନେତାଙ୍କ ଆକୁଳ ନିବେଦନ, “ମୋତେ ବିଷ ଦେଇଦିଅ “

ବେଙ୍ଗାଲୁରୁ,୯।୯: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଜେଲରେ ଥିବା କନ୍ନଡ଼ ଅଭିନେତା ଦର୍ଶନ ମଙ୍ଗଳବାର ବେଙ୍ଗାଲୁରୁର ସିଟି ସିଭିଲ ଆଣ୍ଡ ସେସନ୍ସ କୋର୍ଟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହୋଇ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସେ ଅନେକ...

ଚାକିରି କରିବାକୁ ଆସିଥିଲେ ବେକରେ ଗାମୁଛା ଲଗାଇ ପଙ୍ଖାରେ ଝୁଲିପଡ଼ିଲେ

ଲାଞ୍ଜିଗଡ,୯। ୯( ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହର ପୂଜାରୀପଡା ଠାରେ ରହୁଥବା ଏକ ଘରେ ଜଣେ ଯୁବକ ରବିବାର ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ବାଲେଶ୍ୱର...

ପ୍ରତି ଗାଁରେ ରୋପଣ ହେବ ଗଛ ଚାରା

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପରିସରରେ ମଙ୍ଗଳବାର ବଡପାଟଣା, ଟାଙ୍ଗରପଡ଼ା ଏବଂ ସରାସ କୋଲା ପଞ୍ଚାୟତକୁ ୫ଶହ ଲେଖାଏଁ ଚାରା ଗଛ ପ୍ରେରଣ କରାଯାଇଛି। ଏକ ପେଡ ମା’ କି ନାମପର କାର୍ଯ୍ୟକ୍ରମରେ ଆସନ୍ତା ୧୭ରେ...

କାର୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର ମାମଲା: ସେହିଦିନର ଘଟଣା ସମ୍ପର୍କରେ ଖୁଲାସା କଲେ ଏସଡିପିଓ

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଦାରିଙ୍ଗବାଡିରୁ ଗିରଫ...

ଏସିଆ କପ୍ ୨୦୨୫: ହ୍ୟାଣ୍ଡଶେକ୍ କଲେନି ପାକିସ୍ତାନ ଅଧିନାୟକ, ଏପରି ପ୍ରତିକ୍ରିୟା ଦେଲେ ସୂର୍ଯ୍ୟକୁମାର ଯାଦବ

ଦୁବାଇ,୯।୯: ଏସିଆ କପ୍ ୨୦୨୫ ଆରମ୍ଭ ପୂର୍ବରୁ ମଙ୍ଗଳବାର ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଅନ୍ୟ ତିନୋଟି ଦଳର ଅଧିନାୟକମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକମାନେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ...

ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କଲେ ବିକ୍ଷୋଭକାରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବି ଜାଳିଦେଲେ, ଦେଖନ୍ତୁ ଭିଡିଓ…

କାଠମାଣ୍ଡୁ,୯।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲଙ୍କ ଘର ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ପ୍ରତିବାଦକାରୀମାନେ ଅନେକ ମନ୍ତ୍ରୀଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri