ଚାଷ ଜମିରୁ ଫେରୁଥିଲେ, ହଠାତ୍ ମାରିଲା ବିଜୁଳି, ତା’ପରେ …
ଅମରପାଲି,୧୧/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମରେ ବଜ୍ରାଘାତରେ ଗୁରୁବାର ସନ୍ଧ୍ୟାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଜଟେସିଂହା ଗ୍ରାମର ରସାନନ୍ଦ ସାହୁ(୫୫) ବୋଲି ଜଣାପଡିଛି। ସୂଚନା ଅନୁସାରେ ରସାନନ୍ଦ...
ବିଲରେ କାମ କରି ସାଙ୍ଗହୋଇ ଫେରୁଥିଲେ: ଘଟିଲା ବଜ୍ରପାତ, ଆଉ ତା’ପରେ…
ବୋଡ଼େନ,୧୧ା୯(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଡୁଡୁକାମୁଣ୍ଡା ଗ୍ରାମର ପରଶୁ ସତ୍ନାମୀ (୪୨)। ସୂଚନା ଅନୁଯାୟୀ ପରଶୁଙ୍କ ସହ...
ଶୀଘ୍ର ଧନୀ ହେବାକୁ ଚାହାନ୍ତି କି? ଜାଣନ୍ତୁ ପ୍ରତି ମାସରେ ଦରମାର କେତେ ଅଂଶ SIPରେ ଲଗାଇବା ଦ୍ୱାରା…
ନୂଆଦିଲ୍ଲୀ,୧୧।୯: ପ୍ରତି ମାସରେ ଦରମା ମିଳିବା ମାତ୍ରେ ଖର୍ଚ୍ଚର ତାଲିକା ଲମ୍ବା ହୋଇଯାଏ, ଘର ଭଡ଼ା, EMI, ବିଲ ଏବଂ ଶପିଂ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ ଆଗାମୀ କିଛି ବର୍ଷରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ କେବଳ କିଛି...
ମରଣଯନ୍ତା ପାଲଟିଛି ରାସ୍ତା, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ
ଗଞ୍ଜାମ,୧୧।୯ (ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସାନ ବଜାର ରାଉଳ ସାହି, ଷ୍ଟେଟ ବ୍ୟାଙ୍କ ଗଳି, ଭାରତୀ...
୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ କୋର୍ଟଚାଲାଣ
ଖଇରା,୧୧ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଅବକାରୀ ପୋଲିସ ପକ୍ଷରୁ ମାର୍କୋଣା ଷ୍ଟେଶନ ନିକଟରେ ଚଢ଼ାଉ କରାଯାଇ ୨୧୦ ଗ୍ରାମ ବ୍ରାଉନସୁଗାର ଚଢ଼ାଉ କରାଯିବା ସହ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି...
ହଠାତ ପଡ଼ିଲା କାମ, ବଦଳାଇବାକୁ ଚାହାନ୍ତି ଟ୍ରେନ୍ ଟିକେଟରେ ପାସେଞ୍ଜରଙ୍କ ନାମ? ଜାଣନ୍ତୁ ରେଳବାଇର ନିୟମ…
ନୂଆଦିଲ୍ଲୀ,୧୧।୯: ଅନେକ ସମୟରେ ଆମେ ଟ୍ରେନ ଟିକେଟ ବୁକ କରିଥାଉ କିନ୍ତୁ ହଠାତ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ଏପରି ସମୟରେ ଟିକେଟ ବାତିଲ କରିବା ବଦଳରେ ଯଦି ଆପଣ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଯାତ୍ରା କରାଇବାକୁ ଚାହାନ୍ତି,...
ରାସ୍ତା ପାର୍ ହେଉଥିବାବେଳେ ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ, ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି…
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ ବୋଲି ଜଣାପଡିଛି ।...
ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ କଲେ ପାଟଣା ବିଧାୟକ
ପାଟଣା, ୧୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରକାରୀ ଦଧିବାମନ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଗୁରୁବାର ପୋଷାକ ବଣ୍ଟନ କରାଯାଇଛି। ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ...
ଗ୍ରାଜୁଏସନ୍ ପାସ୍ କରିନାହାନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି: ସଂଘର୍ଷର କାହାଣୀ ଜାଣିଲେ ଉଡ଼ିଯିବ ହୋଶ୍
ନୂଆଦିଲ୍ଲୀ,୧୧।୯: ବିଶ୍ୱ ବିଲିୟନେୟାରଙ୍କ ରାଙ୍କିଂରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଦୀର୍ଘ ସମୟ ଧରି ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ୮୧ ବର୍ଷୀୟ ଟେକ...
ପାକିସ୍ତାନ ବିଶ୍ୱର ନୂଆ ଅଫିମ ରାଜଧାନୀ: ଭାରତ ପାଇଁ ବଢିଲା ଚିନ୍ତା
ବାଲୁଚିସ୍ତାନ,୧୧ା୯: ଆଫଗାନିସ୍ତାନରେ ୨୦୨୨ରେ ତାଲିବାନ ଅଫିମ ଚାଷ ଉପରେ କଟକଣା ପରେ ପାକିସ୍ତାନ ବିଶ୍ୱର ନୂଆ ଅଫିମ କେନ୍ଦ୍ର ଭାବେ ଉଭା ହୋଇଛି। ଦି ଟେଲିଗ୍ରାଫ ରିପୋର୍ଟ ଅନୁସାରେ, ବାଲୁଚିସ୍ତାନରେ ବିସ୍ତୀର୍ଣ୍ଣ ପୋପି କ୍ଷେତ୍ର ଦେଖାଯାଇଛି, ଯାହା ପୂର୍ବରୁ ଆଫଗାନିସ୍ତାନର...
ଐଶ୍ୱର୍ଯ୍ୟାଙ୍କୁ ମିଳିଲା ଆଶ୍ବସ୍ତି: ଦିଲ୍ଲୀ ହାଇକୋର୍ଟ ଦେଲେ ଏହି ରାୟ, ଆଉ କେହି ସାହସ କରିବେନି
ନୂଆଦିଲ୍ଲୀ,୧୧ା୯: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କ ବ୍ୟକ୍ତିତ୍ୱ ଅଧିକାର ଉପରେ ସୁରକ୍ଷା ପ୍ରଦାନ କରିବା ସହ ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛି। ଅନୁମତି ବିନା ତାଙ୍କ ନାମ, ଫଟୋ, ସ୍ୱର କିମ୍ବା ଅନ୍ୟ ବୈଶିଷ୍ଟ୍ୟଙ୍କୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର...
‘ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଘୁମୁସରରୁ ଆରମ୍ଭ ହୋଇଥିଲା’
ଭଞ୍ଜନଗର,୧୧ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଗୁରୁବାର ଘୁମୁସର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା...
Archives


