Home Left

ଚାନ୍ଦା ପାଇଁ କାଫେ ଭଙ୍ଗାରୁଜା: ଥାନାରେ ମାମଲା

ଭୁବନେଶ୍ୱର,୧୧ା୯: ଚାନ୍ଦା ଓ ବଟି ପାଇଁ ରାଜଧାନୀରେ ଏକ କାଫେରେ ଅପରାଧୀମାନେ ଆତଙ୍କରାଜ ଘଟାଇଛନ୍ତି। ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡିଆ ଅଞ୍ଚଳରେ ଥିବା ଏକ କାଫେ ଆଣ୍ଡ୍‌ ରେସ୍ତୋରାରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ମାଲିକଙ୍କୁ ଆକ୍ରମଣ କରିଛନ୍ତି। ସ୍ଥାନୀୟ...

ପୁରୀରୁ ନିଖୋଜ ନାବାଳିକା ଆନ୍ଧ୍ରପ୍ରଦେଶରୁ ଉଦ୍ଧାର

ପୁରୀ,୧୧ା୯(ଅଜିତ୍‌ କୁମାର ମହାନ୍ତି)-ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ରାମମନ୍ଦିର ନିକଟରୁ ନିଖୋଜ ଥିବା ଜଣେ ନାବାଳିକାଙ୍କୁ ପୋଲିସ ଗୁରୁବାର ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିଛି। ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ସମ୍ପୃକ୍ତ ନାବାଳିକା ନିଖୋଜ ଥିବା ନେଇ ସମୁଦ୍ରକୂଳ...

ଆମେରିକାର ୟୁଟର୍ନ! ଭାରତର ଗୁଣଗାନ କରୁଛନ୍ତି ଟ୍ରମ୍ପଙ୍କ ନିକଟତମ ସହଯୋଗୀ, କହିଦେଲେ…

ଓ୍ବାଶିଂଟନ,୧୧।୯: ଭାରତର ପ୍ରଶଂସାରେ ଶତମୁଖ ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ସର୍ଜିଓ ଗୋର ଗୁରୁବାର ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନର ବୋଲି କହିଛନ୍ତି। ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ ଆମେରିକାର ହିତଗୁଡ଼ିକୁ ଆଗେଇ ନେବା ପାଇଁ...

ନୂଆପଡ଼ାରୁ ମଧ୍ୟପ୍ରଦେଶର ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୧୩ ଅଭିଯୁକ୍ତ

ନୂଆପଡ଼ା,୧୧ା୯ (ମକାରୁ ବେମାଲ): ନୂଆପଡ଼ା ସଦର ଥାନା ପୋଲିସ ପୃଥକ୍‌ ସ୍ଥାନରେ ଚଢାଉ କରି ୬୨ କିଗ୍ରା ଗଞ୍ଜେଇ ଜବତ କରି ୧୩ ଜଣଙ୍କୁ ଗିରଫ କରି କରିଛି। ଶୁକ୍ରବାର ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମଳନୀରେ ଜିଲା ଆରକ୍ଷୀ...

ମୋଦିଙ୍କ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ୪୩ ଭାଜପା ସଦସ୍ୟ, ବଢ଼ିଲା ଚର୍ଚ୍ଚା

ଇମ୍ଫାଲ,୧୧ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିଆଣ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ଗସ୍ତରେ ଯିବାର ଦିନକ ପୂର୍ବରୁ ଗୁରୁବାର ଉଖ୍ରୁଲ ଜିଲା ଫୁଙ୍ଗ୍ୟାର ନିର୍ବାଚନ ମଣ୍ଡଳୀର ଅନୂ୍ୟନ ୪୩ ଜଣ ଭାଜପା ସଦସ୍ୟ ସମୂହ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ଚାଲିଥିବା...

ନେପାଳ ଜେଲରେ ସଂଘର୍ଷ: ୩ ମୃତ, ଜେଲରୁ ୧୫ ହଜାର ବନ୍ଦୀ ଚମ୍ପଟ

କାଠମାଣ୍ଡୁ,୧୧ା୯: ନେପାଳର ମାଧେଶ ପ୍ରଦେଶ ଅଧୀନ ରାମେଛାପ ଜିଲା ଜେଲରେ ଗୁରୁବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ୩ ଅନ୍ତେବାସୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୩ଜଣ ଆହତ ହୋଇଛନ୍ତି। ନେପାଳରେ ସରକାର ବିରୋଧୀ ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହେବା...

ଆଗାମୀ BCCI ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି।...

୨୫ ଦିନରେ ପହଞ୍ଚିଲା ବେସରକାରୀ ଅଧ୍ୟାପକ, କର୍ମଚାରୀଙ୍କ ଆନ୍ଦୋଳନ: ସରକାରଙ୍କୁ ଦେଲେ ଏମିତି ଚେତାବନୀ

ବୁଗୁଡ଼ା,୧୧।୯ (କାଳିଚରଣଦାଶ): ସ୍ଥାନୀୟ ପିପୁଲ୍ସ କଲେଜର ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ୨୦୦୮ ପରବର୍ତ୍ତୀ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ...

ଅବସର ଗୁଜବ ମଧ୍ୟରେ ରୋହିତ ଶର୍ମାଙ୍କ ବଡ଼ ଘୋଷଣା

ମୁମ୍ବାଇ,୧୧ା୯: ଭାରତର ଦିନିକିଆ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ନେଟ୍‌ରେ ବ୍ୟାଟିଂ କରୁଥିବାର ଏକ ଭିଡିଓ ସେୟାର୍ କରି ଅବସର ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୁଧବାର ମୁମ୍ବାଇରେ ଟ୍ରେନିଂ ଆରମ୍ଭ କରି ପ୍ୟାଡିଂ ଓ ଗ୍ରାଉଣ୍ଡରେ ଦୌଡୁଥିବାର...

ଭାରତକୁ ପୁଣି ଧମକ ଦେଲା ଆମେରିକା, ମୋଦି ଶୁଣିଲେ ହୋଇଯିବେ ନିଆଁ!

ଓ୍‌ବାଶିଂଟନ୍‌,୧୧।୯: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍‌ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି...

ଆପ୍‌ ଡାଉନଲୋଡ୍‌ ପରେ ଆକାଉଣ୍ଟରୁ ୧.୯୨ ଲକ୍ଷ ଗାଏବ

ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ଉପରକୋଡ଼ିଙ୍ଗା ଗ୍ରାମର ଜଣେ ମହିଳା ସାଇବର ଠକେଇ ଶିକାର ହୋଇଥିବା ଅଭିଯୋଗ ହୋଇଛି। ରାଜୁ ସାହୁଙ୍କ ସ୍ତ୍ରୀ ସୁନେମି ସାହୁଙ୍କ ମୋବାଇଲରେ ଏକ ହ୍ୟାକିଂ ଆପ୍‌ ଡାଉନଲୋଡ଼ ହୋଇ...

୪୪୪ ଦିନିଆ ସ୍ପେଶାଲ FD: SBI, ଇଣ୍ଡିଆନ ବ୍ୟାଙ୍କ, BOB,IDBI ମଧ୍ୟରୁ କିଏ ଦେଉଛି ସବୁଠୁ ଅଧିକ ସୁଧ? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣ ନିରାପଦ ନିବେଶର ପନ୍ଥା ଖୋଜୁଛନ୍ତି, ତେବେ ଫିକ୍ସଡ୍‌ ଡିପୋଜିଟ (FD) ସର୍ବଦା ଭରସାଯୋଗ୍ୟ ବିକଳ୍ପ ରହିଆସିଛି। ଏଥିରେ ଗ୍ୟାରେଣ୍ଟେଡ୍‌ ରିଟର୍ନ ମିଳେ ଏବଂ ମାର୍କେଟ ରିସ୍କ ମଧ୍ୟ ନାହିଁ। ସାମ୍ପ୍ରତିକ ସମୟରେ ଅନେକ ସରକାରୀ ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri