ପ୍ରବଳ ସମାଲୋଚନା ମଧ୍ୟରେ ଟସ ପରେ ଏମିତି କରିଦେଲେ ସୂର୍ଯ୍ୟକୁମାର, ସଦମାରେ ପୁରା ପାକିସ୍ତାନ
ଦୁବାଇ,୧୪।୯: ଏସିଆ କପ୍ ୨୦୨୫ର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ରବିବାର, ସେପ୍ଟେମ୍ବର ୧୪ରେ ଦୁବାଇରେ ପାକିସ୍ତାନ ଅଧିନାୟକ ସଲମାନ୍ ଆଲୀ ଆଘାଙ୍କ ସହ ପାରମ୍ପରିକ ହାଣ୍ଡସେକ୍ କରିନଥିଲେ। ରବି ଶାସ୍ତ୍ରୀ ଟସ୍ ଉପସ୍ଥାପନା କରୁଥିବା...
ଶପଥ ନେଲେ ଶିକ୍ଷକ ସଂଘର ଜିଲା କର୍ମକର୍ତ୍ତା
ପାଟଣା,୧୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ପାଟଣା ମୁଖ୍ୟାଳୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଶପଥ ପାଠ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ...
ବୋଲେରୋକୁ ଧକ୍କା ଦେଇ ଦୋକାନ ଭିତରେ ପଶିଲା ମାଲ ବୋଝେଇ ଟ୍ରକ: ମା’ମୃତ, ପୁଅ ଗୁରୁତର
ଜୟପୁର,୧୪ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣିପୁଟ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ବୋଲେରୋକୁ ଧକ୍କା ଦେଇ ଏକ ଚାମିନ ଦୋକାନ ଭିତରକୁ ମାଡ଼ି ଯାଇଥିଲା। ଫଳରେ...
ଏମ୍ସ ଭୁବନେଶ୍ୱର ଭାରତର ଶ୍ରେଷ୍ଠ ମେଡିକାଲ କଲେଜ, ମିଳିଲା ଏହି ମାନ୍ୟତା
ନୂଆଦିଲ୍ଲୀ,୧୪।୯: ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୫ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୪ତମ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏହା ସହିତ ଏହା ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି, ଯାହା...
ରାଜଧାନୀରେ ନିଶାଦ୍ରବ୍ୟ ଖୁଆଇ ହୋଟେଲରେ ଯୁବତୀଙ୍କୁ ଗଣବଳାତ୍କାର, ତିନି ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୪।୯: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣାରେ ଜଣେ ମହିଳାଙ୍କୁ ତାଙ୍କ ବଏଫ୍ରେଣ୍ଡ ଓ ତାଙ୍କର ଦୁଇ ସାଙ୍ଗ ମିଶି ଏକ ଲଜ୍ରେ ବଳାତ୍କାର କରିଛନ୍ତି। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ (ଜଗତସିଂହପୁରର ବିରିଡ଼ା...
ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ଖୁବ୍ଶୀଘ୍ର ହେବ…
କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତ ସାରି ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଫେରିଛନ୍ତି। ଗତକାଲି ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସ୍ଥାନୀୟ ସର୍କିଟ ହାଉସ୍ରେ ରାତ୍ରି ଯାପନ କରିଥିଲେ। ରାତିରେ ଦଳୀୟ...
ଶୁଦ୍ଧିକ୍ରିୟା ବେଳେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଗଲେ ଦାଦା-ପୁତୁରା, ଆଉ ତା’ପରେ…
ଜଗତସିଂହପୁର,୧୪।୯: ଶୁଦ୍ଧିକ୍ରିୟା ବେଳେ ଜଗତସିଂହପୁର ତିର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏକ ଅଘଟଣ ସାମ୍ନାକୁ ଆସିଛି। ଶୁଦ୍ଧିକ୍ରିୟା ସାରି ମହାନଦୀରେ ଗାଧୋଇବା ବେଳେ ଦାଦା-ପୁତୁରା ସାଙ୍ଗରେ ବୁଡ଼ି ଯାଇଥିଲେ। ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ନିଖୋଜ ହୋଇଯାଇଛନ୍ତି।...
ଭାରତ-ପକିସ୍ତାନ ମ୍ୟାଚ ବୟକଟକୁ ନେଇ ବଡ଼ ବୟାନ ଦେଲେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ
ନୂଆଦିଲ୍ଲୀ,୧୪।୯: ରବିବାର, ୧୪ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୫ର ପ୍ରଥମ ମ୍ୟାଚ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ବିଷୟରେ ସାରା ଦେଶରେ ଆଲୋଚନା ଚାଲିଛି। ଲୋକମାନେ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ କରୁଛନ୍ତି। ପାକିସ୍ତାନ ସହିତ...
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ହଙ୍ଗାମା: ଟିଭି ଭାଙ୍ଗି ମୁମ୍ବାଇରେ ବିରୋଧ ପ୍ରଦର୍ଶନ
ମୁମ୍ବାଇ,୧୪।୯: ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ (ଶିବସେନା ୟୁବିଟି) ମୁମ୍ବାଇରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ବିରୋଧରେ କଡ଼ା ପ୍ରତିବାଦ କରିଥିଲେ। ଏହି ସମୟରେ କର୍ମୀ ଏବଂ ନେତାମାନେ କ୍ରୋଧରେ ଅନେକ ଟିଭି ଭାଙ୍ଗି ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରତିବାଦକାରୀମାନେ...
ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ:କଂଗ୍ରେସ, ବିଜେଡି ଛାଡି ଭାଜପାକୁ ଆପଣାଇଲେ…
ଦାରିଙ୍ଗବାଡି,୧୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଓ ବିଭିନ୍ନ...
IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିଲେ କେଉଁଠି ପହଞ୍ଚିବ ଭାରତ? ଜାଣନ୍ତୁ ସମୀକରଣ
ନୂଆଦିଲ୍ଲୀ,୧୪।୯: UAEରେ ଚାଲିଥିବା T20 ଏସିଆ କପ ୨୦୨୫ର ନମ୍ବର-୬ ମ୍ୟାଚ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଯେଉଁଠାରେ କ୍ରିକେଟ ଜଗତର ଦୁଇଟି ସବୁଠାରୁ କଠୋର ପ୍ରତିଦ୍ୱନ୍ଦ୍ୱୀ ଦଳ ପରସ୍ପର ସହିତ ମୁକାବିଲା କରିବେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ...
ମା’ ରାମଚଣ୍ଡି ପୀଠ ଚଳଚଞ୍ଚଳ: ଆଜିଠୁ ଷୋଡ଼ଶ ଦିନାତ୍ମକ ଶାରଦୀୟ ଉତ୍ସବ
ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଜିଲା କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡି। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେବ।...
Archives


