ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ଖୁବ୍ଶୀଘ୍ର ହେବ…
କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତ ସାରି ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଫେରିଛନ୍ତି। ଗତକାଲି ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସ୍ଥାନୀୟ ସର୍କିଟ ହାଉସ୍ରେ ରାତ୍ରି ଯାପନ କରିଥିଲେ। ରାତିରେ ଦଳୀୟ...
ଶୁଦ୍ଧିକ୍ରିୟା ବେଳେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଗଲେ ଦାଦା-ପୁତୁରା, ଆଉ ତା’ପରେ…
ଜଗତସିଂହପୁର,୧୪।୯: ଶୁଦ୍ଧିକ୍ରିୟା ବେଳେ ଜଗତସିଂହପୁର ତିର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏକ ଅଘଟଣ ସାମ୍ନାକୁ ଆସିଛି। ଶୁଦ୍ଧିକ୍ରିୟା ସାରି ମହାନଦୀରେ ଗାଧୋଇବା ବେଳେ ଦାଦା-ପୁତୁରା ସାଙ୍ଗରେ ବୁଡ଼ି ଯାଇଥିଲେ। ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ନିଖୋଜ ହୋଇଯାଇଛନ୍ତି।...
ଭାରତ-ପକିସ୍ତାନ ମ୍ୟାଚ ବୟକଟକୁ ନେଇ ବଡ଼ ବୟାନ ଦେଲେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ
ନୂଆଦିଲ୍ଲୀ,୧୪।୯: ରବିବାର, ୧୪ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୫ର ପ୍ରଥମ ମ୍ୟାଚ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ବିଷୟରେ ସାରା ଦେଶରେ ଆଲୋଚନା ଚାଲିଛି। ଲୋକମାନେ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ କରୁଛନ୍ତି। ପାକିସ୍ତାନ ସହିତ...
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ହଙ୍ଗାମା: ଟିଭି ଭାଙ୍ଗି ମୁମ୍ବାଇରେ ବିରୋଧ ପ୍ରଦର୍ଶନ
ମୁମ୍ବାଇ,୧୪।୯: ଶିବସେନା ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ (ଶିବସେନା ୟୁବିଟି) ମୁମ୍ବାଇରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ବିରୋଧରେ କଡ଼ା ପ୍ରତିବାଦ କରିଥିଲେ। ଏହି ସମୟରେ କର୍ମୀ ଏବଂ ନେତାମାନେ କ୍ରୋଧରେ ଅନେକ ଟିଭି ଭାଙ୍ଗି ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରତିବାଦକାରୀମାନେ...
ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ:କଂଗ୍ରେସ, ବିଜେଡି ଛାଡି ଭାଜପାକୁ ଆପଣାଇଲେ…
ଦାରିଙ୍ଗବାଡି,୧୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ଭାଜପାର ସେବାପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ କିଭଳି ପହଞ୍ଚିବ ଓ ବିଭିନ୍ନ...
IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚରେ ଜିତିଲେ କେଉଁଠି ପହଞ୍ଚିବ ଭାରତ? ଜାଣନ୍ତୁ ସମୀକରଣ
ନୂଆଦିଲ୍ଲୀ,୧୪।୯: UAEରେ ଚାଲିଥିବା T20 ଏସିଆ କପ ୨୦୨୫ର ନମ୍ବର-୬ ମ୍ୟାଚ ଏକ ବ୍ଲକବଷ୍ଟର ହେବାକୁ ଯାଉଛି। ଯେଉଁଠାରେ କ୍ରିକେଟ ଜଗତର ଦୁଇଟି ସବୁଠାରୁ କଠୋର ପ୍ରତିଦ୍ୱନ୍ଦ୍ୱୀ ଦଳ ପରସ୍ପର ସହିତ ମୁକାବିଲା କରିବେ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମ...
ମା’ ରାମଚଣ୍ଡି ପୀଠ ଚଳଚଞ୍ଚଳ: ଆଜିଠୁ ଷୋଡ଼ଶ ଦିନାତ୍ମକ ଶାରଦୀୟ ଉତ୍ସବ
ଗଞ୍ଜାମ,୧୪।୯(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଜିଲା କରପଡ଼ା ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରରେ ଅବସ୍ଥିତ ମା’ ରାମଚଣ୍ଡି। ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଷୋଡଶ ଦିନାତ୍ମକ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେବ।...
“ମୁଁ … ବିଷ ପିଇଦେବି”: ମା’ଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପରେ ମୋଦି ଦେଲେ ଜବାବ
ଆସାମ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ, ଜନତା ହିଁ ତାଙ୍କର ଈଶ୍ୱର ଓ “ରିମୋଟ୍ କଣ୍ଟ୍ରୋଲ”। ନିଜ ଓ ତାଙ୍କ ମାତା ହୀରାବେନ ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟକୁ ନେଇ...
Gen-Zକୁ ଖୁସି କରିଦେଲେ ସୁଶୀଳା କାର୍କି, ନେଲେ ଏତେ ବଡ଼ ନିଷ୍ପତ୍ତି
କାଠମାଣ୍ଡୁ,୧୪।୯: ନେପାଳରେ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସୁଶୀଳା କାର୍କି ଏକ ନିଷ୍ପତ୍ତି ନେଇଛନ୍ତି ଯାହା Gen-Zଙ୍କୁ ଖୁସି କରିବ। ସେ ରବିବାର ଦେଶର ଶାସନଭାର ଗ୍ରହଣ କଲେ ଏବଂ ଦେଶର ତିନି ଦିନିଆ ଜେନେରାଲ...
ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ
ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ରଘୁ ତାଣ୍ଡି ଫାସଡ଼ରୁ ଖୁଜେନପାଲି ଗ୍ରାମକୁ...
‘ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡସେ କାହିଁକି ମାରିଥିଲେ,’ NCERT ସିଲାବସକୁ ନେଇ ତାତିଲେ ଓଓ୍ବାଇସି
ନୂଆଦିଲ୍ଲୀ,୧୪।୯: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଏବଂ ହାଇଦ୍ରାବାଦର ଲୋକ ସଭା ଏମପି ଅସଦୁଦ୍ଦିନ ଓଓ୍ବାଇସି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)ର ପାଠ୍ୟକ୍ରମ ପରିବର୍ତ୍ତନକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ...
ହୋମ୍ଗାର୍ଡ ପାଇଁ ଚାଲିଥିଲା ଦୌଡ଼ ପରୀକ୍ଷା, ଅସୁସ୍ଥ ହୋଇପଡ଼ିଲେ ପରୀକ୍ଷାର୍ଥୀ
ଛତ୍ରପୁର,୧୪ା୯(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଛତ୍ରପୁରସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଜଣେ ପରୀକ୍ଷାର୍ଥୀ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ନିୟମ ଅନୁସାରେ ହୋମଗାର୍ଡ ପଦ ପାଇଁ ଦୌଡ଼ ପରୀକ୍ଷା...
Archives


