Home Left

କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ: ଫୁଲବାଣୀ-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍‌

ଦାରିଙ୍ଗବାଡି ୧୬।୯(ଅରୁଣ ସାହୁ ) କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଅଘଟଣ ଭୂସ୍ଖଳନ ଘଟିଛି। ଜିଲାରେ ଲଗାଣ ବର୍ଷାରେ ଭୂସ୍ଖଳନ ହେବା ସହ ଗୋଟିଏ ପୋଲ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଫଳରେ...

ଭାରତକୁ ଧୋକା ଦେଇ ପାକିସ୍ତାନ ନିକଟତର ହେଉଛନ୍ତି ଟ୍ରମ୍ପ; ପୁଣି ସେହବାଜ, ଆସିମ ମୁନୀରଙ୍କୁ ଭେଟିବେ

ଶ୍ରୀନଗର,୧୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ଶରୀଫ ଓ ତାଙ୍କ ସେନାପତି ଫିଲ୍ଡ ମାର୍ଶାଲ ଆସିମ ମୁନୀର ପରବର୍ତ୍ତୀ ସପ୍ତାହରେ ଆମେରିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ସ୍ଥାନୀୟ ନ୍ୟୁଜର ରିପୋର୍ଟ ଅନୁସାରେ, ୨୫ ସେପ୍ଟେମ୍ବରରେ ଜଏନ୍ ଜେନେରାଲ ଆସେମ୍ବଲୀର ପାର୍ଶ୍ୱରେ...

କାଶ୍ମୀରରେ ରାସ୍ତା ବନ୍ଦ ହେତୁ ହଜାର ହଜାର ଟନ୍ ଆପଲ୍ ନଷ୍ଟ, ଟାର୍ଗେଟରେ କେନ୍ଦ୍ର ସରକାର

ଶ୍ରୀନଗର,୧୬।୯: ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ୨୦ ଦିନ ଧରି ବନ୍ଦ ରହିବାରୁ ହଜାର ହଜାର ଟନ ଆପଲ ଟ୍ରକରେ ନଷ୍ଟ ହେଉଛି। ରାସ୍ତା ଖୋଲାଇବାରେ ସରକାରଙ୍କ ବିଫଳତା ବିରୋଧରେ କାଶ୍ମୀରର ଚାଷୀମାନେ ବିକ୍ଷୋଭ କରୁଛନ୍ତି। ଗତ ମାସରେ ପ୍ରବଳ ବର୍ଷା...

ରାଜଧାନୀରେ ନାବାଳିକାଙ୍କୁ ନିର୍ଯାତନା: ବଢ଼ିଲା ଘର ମାଲିକଙ୍କ ଅଡୁଆ

ଭୁବନେଶ୍ୱର:୧୬।୯ ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବଡ଼ଗଡ଼ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଘର ମାଲିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଶିଶୁ ଶ୍ରମିକ ଭାବେ ଘରେ କାମ କରାଉଥିବା ବେଳେ ନିର୍ଯାତନା ଦିଆଯାଉଥିବା ସୂଚନା...

କଞ୍ଚା ଲଙ୍କା ଚାଷ କରି ମାଲାମାଲ:  ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରି

ଦାରିଙ୍ଗବାଡି,୧୬।୯ (ଅରୁଣ ସାହୁ): କଞ୍ଚା ଲଙ୍କା ଚାଷ କରି ମାଲାମାଲ ହେଉଛନ୍ତି ମହିଳା ଚାଷୀ। ୪ ଦିନରେ ୧ କୁଇଣ୍ଟାଲରୁ ଅଧିକା ବିକ୍ରିବଟା କରିସାରିଲେଣି। ଆଗକୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେବା ଆଶା ବାନ୍ଧିଛନ୍ତି ଏସ୍‌ଏଚଜି ମହିଳା...

ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା: ପୋଲିସ-ଦୋକାନୀ ଧସ୍ତାଧସ୍ତି

ଭଦ୍ରକ,୧୬।୯: ଭଦକ ସହରରେ ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଉଚ୍ଛେଦକୁ ବିରୋଧ କରି ଦୋକାନୀ-ପୋଲିସ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ହୋଇଛନ୍ତି। ସହରର ବାଇପାସ୍‌ଠାରୁ ନଗର ପର୍ଯ୍ୟନ୍ତ ଉଚ୍ଛେଦ ବେଳେ ଏଭଳି...

ଅଟୋରେ ଯୁବତୀଙ୍କୁ ଅସଦାଚରଣ: ମନା କରିବାରୁ ମାରିଲେ ଗୋଇଠା ବିଧା, ପରେ…

ଭୁବନେଶ୍ୱର,୧୬।୯: ରାଜଧାନୀରେ ଚାଞ୍ଚଲ୍ୟ। ଗ୍ୟାରେଜ ଛକ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ କରାଯାଇଛି। ତଳେ ପକାଇ ଗୋଇଠା ବିଧା ମାରିଲେ ଯୁବକ।

ଶ୍ରୀମୟୀଙ୍କୁ କାଉଣ୍ଟର କଲେ ପ୍ରମିଳା: ଖୋଲିଦେଲେ ଭିତିରି କଥା

ଭୁବନେଶ୍ୱର,୧୬।୯: ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟସୀ ଉପାଖ୍ୟାନ ଉପରେ ବିଜେଡିର ପ୍ରତିକ୍ରିୟା। ଶ୍ରୀମୟୀଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି,ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ। କେତେବେଳେ ସନ୍ତୁଷ୍ଟ...

ତେଲିପାଲିରେ ମଦ ବନ୍ଦ ନିଷ୍ପତ୍ତି ନେଲେ ମହିଳା, ଯିଏ ନିୟମ ଉଲ୍ଲଙ୍ଘନ କରିବ…

ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳର ଗାଁଗାଁ ରେ ହେଉଛି ବ୍ୟାପକ ମଦ ବିକ୍ରି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଥିବାରୁ ଚୋରି ଓ ଦେଶୀ ମଦ ବିକ୍ରି ବଢ଼ିବାରେ ଲାଗୁଛି। ଫଳରେ ଅଞ୍ଚଳର...

ରାଜନୀତିରେ ହଇଚଇ: ଭାଜପା ବିଧାୟକଙ୍କ ନିକଟରେ ବିଜେଡିର ଆଗଧାଡ଼ିର ନେତା, ଫଟୋ ଭାଇରାଲ ପରେ…

ଗଞ୍ଜାମ,୧୬।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ,ଆଦିତ୍ୟ ବିର୍ଲାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ...

ଅଭିନେତା ବୁଦ୍ଧାଦିତ୍ୟ ଅସୁସ୍ଥ: ହସ୍ପିଟାଲରେ ହେଲେ ଭର୍ତ୍ତି

କଟକ,୧୬।୯: ଓଲିଉଡ ଆଗଧାଡିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଫୁସ୍‌ଫୁସ୍‌ ସଂକ୍ରମଣ ଜନୀତ ସମସ୍ୟା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ...

PCBକୁ ICCର ଶକ୍ତ ଧକ୍କା, ପାକିସ୍ତାନ ଏବେ କରିବ କ’ଣ?

ନୂଆଦିଲ୍ଲୀ,୧୬।୯: ଏସିଆ କପ ୨୦୨୫ରେ ‘ହ୍ୟାଣ୍ଡସେକ ନାହିଁ’ ବିବାଦ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଦାବିକୁ ICC ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। PCB ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ଣ୍ଣାମେଣ୍ଟରୁ ହଟାଇବା ପାଇଁ ଦାବି କରିଥିଲା, କିନ୍ତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri