Home Left

ସୌଦି ଆରବ ପରେ ଏବେ ବାଂଲାଦେଶ…, ୟୁନୁସଙ୍କୁ ଭେଟିବେ ଶେହବାଜ ସରିଫ, ଜାଣନ୍ତୁ କ’ଣ ରହିଛି ଯୋଜନା

ଇସଲାମାବାଦ,୧୮।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ସେପ୍ଟେମ୍ବର ୨୨ରେ ନ୍ୟୁୟର୍କ ଗସ୍ତ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିବେ। ଉଭୟ ନେତା ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA) ଅଧିବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି, ଏବଂ UNGA...

ଭାରତ ପାଇଁ ଖୁସିଖବର: ଆମେରିକା ନେଲା ବଡ଼ ନିଷ୍ପତ୍ତି!

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଖୁବ ଶୀଘ୍ର ଆସୁଥିବା ପରି ମନେ ହେଉଛି। ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍‌ ଉଠାଇବାର ସମ୍ଭାବନା ରହିଛି। ଗୁରୁବାର ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି. ଅନନ୍ତ...

ଛାଡ଼ପତ୍ର ବଦଳରେ ମ୍ୟାରେଜ୍‌ ଗ୍ରାଜୁଏସନ କରୁଛନ୍ତି ଦମ୍ପତି; ଜାଣନ୍ତୁ କ’ଣ ଏହି ଟ୍ରେଣ୍ଡ, କାହିଁକି ଦମ୍ପତ୍ତି ମାନେ…

ନୂଆଦିଲ୍ଲୀ,୧୮।୯: ବୈବାହିକ ଜୀବନରେ ଉତ୍ଥାନ-ପତନ ଲାଗି ରହିଥାଏ। କେତେବେଳେ ପରିସ୍ଥିତି ଏପରି ହୋଇଥାଏ ଯାହାର ସମାଧାନ ବାହାରିପାରେ। କିନ୍ତୁ କେତେବେଳେ ପରିସ୍ଥିତି ଏମିତି ସୃଷ୍ଟି ହୁଏ ଯେ ବିବାହ ଆଗକୁ ବଢ଼ିପାରେ ନାହିଁ। ଶେଷରେ ଦମ୍ପତିମାନେ ଛାଡ଼ପତ୍ର ମୁହାଁ ହେଉଥିବା...

ଛୁରୀକୁ ବିବାହ କରନ୍ତି ମହିଳା, ଏହି ରାଜ୍ୟରେ ହୁଏ ଏଭଳି ଅଜବ ପରମ୍ପରା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮।୯: ଭାରତ ବିବିଧ ପରମ୍ପରା ଏବଂ ସଂସ୍କୃତିର ଦେଶ। ପ୍ରତ୍ୟେକ ପଦକ୍ଷେପରେ ଭାଷା ପରିବର୍ତ୍ତନ ହୁଏ, ପ୍ରଥା ମଧ୍ୟ ପରିବର୍ତ୍ତନ ହୁଏ। ହିମାଚଳ ପ୍ରଦେଶରେ ମଧ୍ୟ ଏହି ଅନନ୍ୟ ପ୍ରଥା ଏବଂ ପରମ୍ପରା ରହିଛି। ହିମାଚଳ ପ୍ରଦେଶ “ଛୁରା ୱାଲି...

ଏହି ସ୍ବତନ୍ତ୍ର ସମୟରେ ଖୋଲିବ ଟ୍ରେଡିଂ, ମାତ୍ର ଗୋଟିଏ ଘଣ୍ଟା ଆପଣଙ୍କୁ କରିପାରେ ମାଲାମାଲ

ନୂଆଦିଲ୍ଲୀ,୧୮।୯: ଚଳିତ ବର୍ଷ ଦୀପାବଳି ପର୍ବ ୨୦ ଅକ୍ଟୋବରରେ ପାଳନ କରାଯିବ। ସାଧାରଣତଃ ଏହି ଦିନ ଷ୍ଟକ ବଜାର ବନ୍ଦ ରହିଥାଏ, କିନ୍ତୁ ବର୍ଷ ବର୍ଷ ଧରି ଷ୍ଟକ ବଜାରରେ ଏକ ବିଶେଷ ରୀତିନୀତି ପାଳନ କରାଯାଉଛି। ଏଠାରେ ମୁହୂର୍ତ୍ତ...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଏହି ନିୟମରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୮।୯: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବଡ଼ ଖବର ରହଛି। ସିସିଏସ (ଏନ୍‌ପିଏସ ଅଧୀନରେ ପ୍ରଯୁଜ୍ୟ ୟୁପିଏସ) ନିୟମ ୨୦୨୫ ଅନୁଯାୟୀ, ଯଦି କେନ୍ଦ୍ର ସରକାରୀ କର୍ମଚାରୀମାନେ ନୂତନ ପେନସନ ଯୋଜନା (ୟୁପିଏସ)ରେ ନାମ ଲେଖାଇବାକୁ ଚାହାଁନ୍ତି, ତେବେ ସେମାନେ ୨୦...

ଋଣ ନେବାକୁ ଯାଉଛନ୍ତି କି? ଜାଣିରଖନ୍ତୁ ଏହି ୧୦ କଥା, ନହେଲେ ସହିବେ ବଡ଼ କ୍ଷତି

ନୂଆଦିଲ୍ଲୀ,୧୮।୯: ଯେତେବେଳେ ଆପଣ କୌଣସି ଋଣ ଯେପରିକି ବ୍ୟକ୍ତିଗତ ଋଣ, ସୁନା ଋଣ, ଗୃହ ଋଣ କିମ୍ବା କ୍ରେଡିଟ କାର୍ଡ ପାଇଁ ଆବେଦନ କରନ୍ତି, ଅନେକ ସମୟରେ ଲୋକେ ଏହାର ନିୟମ, ସର୍ତ୍ତ ଓ ଚୁକ୍ତିକୁ ପୁଙ୍ଖାନୁପୁଙ୍ଖ ଭାବେ ନ...

‘ଆମ ବସ୍‌’ କଣ୍ଡକ୍ଟରଙ୍କ ଦାଦାଗିିରି, ୟୁନିଫର୍ମରେ ଥାଇ ଯାତ୍ରୀଙ୍କୁ ମାରିଲେ ଚାପୁଡା

ଭୁବନେଶ୍ବର , ୧୮।୯: ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର। ବସ୍‌ ଭିତରୁ ବାହାରି ଆସି ବାହାରେ ଥାପଡ଼ ମାରିଲେ। କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ କରାଯାଇଛି। ୟୁନିଟ ୮...

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ହାତେଇବା ଉଦ୍ୟମ, ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର,୧୮ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ହଇଚଇ ସୃଷ୍ଟି କରିଥିବା ନକଲି ଜାଲ ସାର୍ଟିଫିକେଟ୍‌ ନେଇ ପୁଣି ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଦୁଇଦିନ ହେଲା କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଜିଲାରେ ଡେରା ପକାଇଥିଲେ ଏବଂ ବିଭିନ୍ନ ଅଫିସକୁ ଯାଇ ନକଲି...

ମା’ ରାମଚଣ୍ଡୀଙ୍କ ବିଷ୍ଣୁମାୟା ବେଶ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଛତ୍ରପୁର,୧୮।୧୦(ଦିଲ୍ଲୀପ ସାମଲ): କରପଡା ପଞ୍ଚାୟତର ଅନୁଚ ପାହାଡ ଶିଖରେ ଅବସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ଏକାଦଶୀ ତିଥିରେ ସମ୍ପୂର୍ଣ ଚଣ୍ଡୀ ପୂରାଣ ରୀତିନୀତି ଅନୁସାରେ,ମା ରାମଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଛି l ଅଷ୍ଟମୀ ତିଥିରେ ମା’ ଦୁର୍ଗା ବେଶ...

ଯୁବବର୍ଗଙ୍କ ବଲ୍ଲେ ବଲ୍ଲେ: ପ୍ରତିମାସରେ ୧୦୦୦ ଟଙ୍କା ଦେବେ ସରକାର, ଏମିତି କରନ୍ତୁ ଆବେଦନ

ପାଟନା,୧୮।୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟର ବେକାର ସ୍ନାତକ ଯୁବକ ଯୁବତୀଙ୍କ ପାଇଁ ଏହି ଘୋଷଣା କରିଛନ୍ତି। ସରକାର ୨୦ରୁ ୨୫ବର୍ଷ ବୟସର ବେକାର ଯୁବକ ଯୁବତୀଙ୍କୁ...

ମାଛଧରା ଜେଟି ମୁହାଣ ଖନନ କାର୍ଯ୍ୟ ଆରମ୍ଭ: ଜିଲାପାଳ-ବିଧାୟକ କଲେ ଉଦ୍‌ଘାଟନ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ମାଛଧରା ଜେଟି ମୁହାଣ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ଏହାର ଶୁଭାରମ୍ଭ କରିଥିଲେ। ଏହା ଫଳରେ ମତ୍ସ୍ୟଜୀବୀମାନଙ୍କ ୧୦ ବର୍ଷର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri