Home Left

ଆଜମ ମୁକୁଳିବା ପରେ ରାଜନୀତିରେ ହେଲାଣି ଜୋରଦାର ଚର୍ଚ୍ଚା

ମୋରଦାବାଦ,୨୩।୯: ସମାଜବାଦୀ ପାର୍ଟିର ପ୍ରବୀଣ ନେତା ଏବଂ ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଶେଷରେ ମଙ୍ଗଳବାର, ସେପ୍ଟେମ୍ବର ୨୩, ୨୦୨୫ ରେ ସୀତାପୁର ଜେଲରୁ ମୁକ୍ତ କରାଯାଇଛି। ପ୍ରାୟ ଦୁଇ ବର୍ଷ ଜେଲ ପଛରେ ରହିବା...

ଜମି ବିବାଦଠାରୁ ଛେଳି ଚୋରି ପର୍ଯ୍ୟନ୍ତ ଅନେକ ମାମଲାରେ ଛନ୍ଦି ହୋଇଥିଲେ ଆଜମ, ୨୩ ମାସ ପରେ ମୁକୁଳିଲେ

ମୋରଦାବାଦ,୨୩।୯: ସମାଜବାଦୀ ପାର୍ଟିର ଏହି ବରିଷ୍ଠ ନେତା ୨୩ ମାସ ପରେ ଜେଲରୁ ମୁକ୍ତ ହୋଇଛନ୍ତି। ସେ ତାଙ୍କ କାରରେ ଜେଲରୁ ବାହାରି ଆସିବା ପରେ ତାଙ୍କ ସମର୍ଥକ ତାଙ୍କୁ ସ୍ବାଗତ କରିଥିଲେ। ଆଜମ ଖାନଙ୍କ ମୁକ୍ତି ମଙ୍ଗଳବାର (୨୩...

୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ଭୁବନେଶ୍ୱର,୨୩।୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖଟୁଆ...

ମିଶନଶକ୍ତିରେ କାର୍ଯ୍ୟରତ କର୍ମଚାରୀଙ୍କ ଧରଣା: ସରକାରଙ୍କ ନିଦ ନଭାଙ୍ଗିବା ଯାଏ…

ଧର୍ମଶାଳା,୨୩।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିଶରରେ ମିଶନ ଶକ୍ତିର କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ନିଜର ନାର୍ଜ୍ୟ ଦାବି ହାସଲ କରିବାକୁ ଦେଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିିଛି। ବର୍ଷା ହେଉଥିବା ସତ୍ତ୍ୱେ ମହିଳା...

ହାତୀ-ମଣିଷ ଲଢ଼େଇ: ସାଢ଼େ ୪ ମାସରେ ଗଲାଣି ୪୫ ଲୋକଙ୍କ ଜୀବନ

ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ରାଜ୍ୟବାସୀଙ୍କ ଆଗରେ ଏକ ବଡ଼ ତଥ୍ୟ ରଖିଛନ୍ତି। ହାତୀ-ମଣିଷ ଲଢ଼େଇ ମଧ୍ୟରେ ଗତ ସାଢ଼େ ୪ ମାସରେ...

GST ହ୍ରାସ ପରେ ରେକର୍ଡ ସଂଖ୍ୟକ କାର୍‌ ବିକ୍ରି: ପ୍ରଥମ ଦିନରେ ଏତେ ସଂଖ୍ୟକ ଗାଡ଼ି ବିକ୍ରି କଲା ମାରୁତି, ହୁଣ୍ଡାଇ ,ଟାଟା

ନୂଆଦିଲ୍ଲୀ, ୨୩।୯: ୨୨ ସେପ୍ଟେମ୍ବର, ୨୦୨୫ ରେ ଭାରତରେ କାର୍ଯ୍ୟକାରୀ ହୋଇଥିବା ନୂତନ GST ୨.୦ କାର୍‌ ବଜାର ପାଇଁ ଏକ ଉପହାରଠାରୁ କମ ନୁହେଁ। ଛୋଟ କାର ଉପରେ GST ୨୮% ରୁ ୧୮% କୁ ହ୍ରାସ କରାଯାଇଛି,...

କୋହଳ ହେବ ଅବସର ପୂର୍ବରୁ ଇପିଏଫଓ ଟଙ୍କା ଉଠାଣ ନିୟମ: ରିପୋର୍ଟ

ନୂଆଦିଲ୍ଲୀ,୨୩।୯: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନିୟମରେ ପରିବର୍ତ୍ତନ ଆଣି ସଦସ୍ୟମାନଙ୍କୁ ସେମାନଙ୍କର ସଞ୍ଚୟକୁ ଅଧିକ ସ୍ବାଧୀନତାର ସହ ବ୍ୟବହାର କରିବାର ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଗୃହ ନିର୍ମାଣ, ବିବାହ ଏବଂ...

କେନ୍ଦୁପତ୍ର ଚାଲାଣ ଘଟଣା: ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର,୨୩।୯(ସୁନିଲ କୁମାର ମହାନ୍ତି): ବେଆଇନ କେନ୍ଦୁପତ୍ର ଚାଲାଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଫରେଷ୍ଟର ଅରକ୍ଷିତ ଦଳେଇଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିଏଫଓ। ବିନା କାଗଜପତ୍ରରେ ଦେଓଗାଁ ଡିଭିଜନରୁ ୨୬ ବସ୍ତା କେନ୍ଦୁପତ୍ର ଚାଲାଣ ହେଉଥିଲା।

ଆୟୁର୍ବେଦୀୟ ଖାଦ୍ୟଦ୍ରବ୍ୟକୁ ନେଇ ଖାଦ୍ୟମେଳା, ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଲେ ଛାତ୍ରୀଛାତ୍ର

ବଲାଙ୍ଗୀର, ୨୩/୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଦଶମ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଓ ରାଜ୍ୟ ଆୟୁଷ ଆୟୁଷ ନିର୍ଦେଶାଳୟ ସହ ଯୋଗରେ ମହାବିଦ୍ୟାଳୟ...

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସିଆରପି,ଏମବିକେ ସଂଘ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ମଙ୍ଗଳବାରଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ ରାଶୀ...

ମା’ ହେବେ କ୍ୟାଟ୍ରିନା: ସୁନ୍ଦର ଫଟୋ ଶେୟାର କରି ଦେଲେ ଖୁସିଖବର

ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ବିକି କୌଶଳ ଖୁବଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। ଦୀର୍ଘ ଦିନର ଚର୍ଚ୍ଚା ପରେ, ଏହି ଦମ୍ପତି ଶେଷରେ ଏକ ଖୁସି ଖବର ଘୋଷଣା କରିଛନ୍ତି। ଆଲିଆ, ଦୀପିକା ଏବଂ କିଆରାଙ୍କ...

କଳିଙ୍ଗା ଘାଟିର ଗୋଟିଏ ସ୍ଥାନରେ ଦ୍ୱିତୀୟଥର ଭୂସ୍ଖଳନ: ଘଟଣାସ୍ଥଳରେ ଜିଲାପାଳ

ଜି.ଉଦୟଗିରି, ୨୩।୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ଗତ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରେ ଭୂସ୍ଖଳନ ଯୋଗୁଁ ରାସ୍ତା ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri