ହାଇୱା ଟ୍ରକ ମାଡ଼ିଯିବାରୁ ଚାଲିଗଲା ୩ ଜୀବନ: କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ
ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନମ୍ବର ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ ଏକ ହାଇୱା ଟ୍ରକ(ନଂ.ଓଡି୦୫ଏଫ-୯୦୦୧) ମାଡ଼ି ଯିବାରୁ ଦିଗପହଣ୍ଡିର ୩ଜଣ ବାଇକ୍ ଆରୋହୀ ଏମ୍. ଅଶ୍ୱିନୀ କୁମାର...
ଲଦ୍ଦାଖ୍ ହିଂସାର ଗୋଟିଏ ଦିନ ପରେ ସୋନାମ୍ ୱାଙ୍ଗଚୁକଙ୍କ NGO’ର ବିଦେଶ ଫଣ୍ଡିଂ ଲାଇସେନ୍ସ ରଦ୍ଦ
ନୂଆଦିଲ୍ଲୀ, ୨୫।୯: ଗୃହ ମନ୍ତ୍ରଣାଳୟ ଜଳବାୟୁ କାର୍ଯ୍ୟକର୍ତ୍ତା ସୋନାମ୍ ୱାଙ୍ଗଚୁକଙ୍କ ପ୍ରତିଷ୍ଠିତ ଏନ୍ଜିଓର ବିଦେଶ ଫଣ୍ଡିଂ (FCRA) ଲାଇସେନ୍ସ ରଦ୍ଦ କରିଛନ୍ତି। ଏହା ଲଦ୍ଦାଖକୁ ରାଜ୍ୟ ମାନ୍ୟତା ଦାବିରେ ବୁଧବାର ଲେହରେ ହୋଇଥିବା ହିଂସାର ଗୋଟିଏ ଦିନ ପରେ ଘଟିଛି,...
The Taj Story: ସତରେ କ’ଣ ଶାହଜାହାନ ତିଆରି କରିଥିଲେ ତାଜମହଲ? ନା ଆଉ…, ପୋଲ୍ ଖୋଲିବେ…
ମୁମ୍ବାଇ: ସ୍ବର୍ଣ୍ଣିମ ଗ୍ଲୋବାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏବଂ ସିଏ ସୁରେଶ ଝାଙ୍କ ଚଳଚ୍ଚିତ୍ର ‘ଦି ତାଜ ଷ୍ଟୋରି’, ଏହାର ପ୍ରଥମ ଟିଜର ସହିତ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଗୁଞ୍ଜରଣ ସୃଷ୍ଟି କରିଛି। ଏବେ, ଏହି କୌତୁହଳକୁ...
ତୁଡୁକିବାଡିରେ ଗଜଲଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଚଳିତ ଗଜଲଷ୍ମୀ ପୂଜା ବଡ଼ ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗୁରୁବାର ଅପରାହ୍ନରେ ଗ୍ରାମରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଗଜଲଷ୍ମୀଙ୍କ ପୂଜା ପାଇଁ...
କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ, ଏତିକି ଟଙ୍କା ଦେଲେ…
କଟକ,୨୫।୯: ଐତିହାସିକ କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ସୋମବାରଠାରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି। ଏପରିକି ୧୦୦ ଟଙ୍କାରେ ଆବେଦନପତ୍ର ମିଳିବ ବୋଲି ଜଣାପଡିଛି। ଲୋକେ...
ମନ୍ଦିର ବୁଲାଇବାକୁ ନେଇ ୩ ନାବାଳିକାଙ୍କୁ ବଳାତ୍କାର, ୪ ଗିରଫ
ହାଇଦ୍ରାବାଦ,୨୫।୯: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଅଲୱାଲ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ତିନି ଜଣ ନାବାଳିକା ଝିଅ, ସମସ୍ତ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଯଦାଦ୍ରିଗୁଟ୍ଟାକୁ ପ୍ରଲୋଭିତ କରାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଯୌନ...
ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ
କର୍ଲାମୁଣ୍ଡା:୨୫।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାରଠାରୁ ସାର୍ବଜନୀନ ଦୁର୍ଗା ପୂଜା ନବରାତ୍ର ଆରମ୍ଭ ହୋଇଯାଇଛି। ମା’ଙ୍କ ପୂଜା ସୋମବାର ଆରମ୍ଭ ହୋଇ ଅକ୍ଟୋବର ୩...
ମା’ ସାମ୍ନାରେ ପୁଅକୁ ହତ୍ୟା କରିବା ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗିର,୨୫/୯( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଖଦାଲ ପଡା ମା’ ମଙ୍ଗଳା ମନ୍ଦିର ନିକଟରେ ଗତ ୨୦ ତାରିଖ ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ତାଙ୍କ ମା’ ସାମ୍ନାରେ ପୂଅକୁ ହତ୍ୟା କରାଯାଇଥିଲା l ହତ୍ୟା ମାମଲାରେ ଆଉ...
Leh Violence: ସୋନମ ଓ୍ବାଙ୍ଗଚୁକଙ୍କ ବଡ଼ ଅଭିଯୋଗ, କହିଲେ ସରକାର ଖୋଜୁଛନ୍ତି ‘ବଲି କା ବକ୍ରା’
ଲଦାଖ,୨୫।୯: ଲଦାଖରେ ଘଟିଥିବା ହିଂସାକୁ ନେଇ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କୁ ଗିରଫ କରାଯାଏ, ତେବେ ସରକାରଙ୍କ ସମସ୍ୟା ତାଙ୍କ ସ୍ବାଧୀନତାଠାରୁ ବହୁ...
ଭାରତ ବିରୋଧରେ ବିଷ ଓଗାଳିଲେ ମହମ୍ମଦ ୟୁନୁସ: ପାକିସ୍ତାନ ପରେ ବାଂଲାଦେଶ ବି…
ଢାକା,୨୫।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଗୁରୁବାର ଭାରତ-ବାଂଲାଦେଶ ସମ୍ପର୍କ ଉପରେ ଏକ ମହମ୍ମଦ ୟୁନୁସ ଦେଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ସମସ୍ୟା ରହିଛି। କାରଣ ସେମାନେ ଗତ ବର୍ଷର ଛାତ୍ର ପ୍ରତିବାଦକୁ...
ଆପଣଙ୍କ ପାଖରେ ୨ଟି କ୍ରେଡିଟ୍ କାର୍ଡ ଅଛି କି? ମିଳିବ ଏହି ୫ ଲାଭ, ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୫।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ନୂଆ ତଥ୍ୟ ଅନୁଯାୟୀ, ୨୦୨୫ ଜୁଲାଇରେ ଦେଶରେ ମୋଟ କ୍ରେଡିଟ କାର୍ଡ ଖର୍ଚ୍ଚ ୧.୯୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଜୁନ ୨୦୨୫ରେ ୧.୮୩ ଲକ୍ଷ କୋଟି ଟଙ୍କା...
ସଲମାନଙ୍କ ଦୁଃଖ, କହିଲେ ଶତ୍ରୁକୁ ବି ନ ହେଉ ଏମିତି ରୋଗ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର ସ୍ନାୟୁ ରୋଗ ସହିତ ମଧ୍ୟ ଲଢ଼ିଛନ୍ତି। ସମ୍ପ୍ରତି, ଆମାଜନ ପ୍ରାଇମ...
Archives


