Home Left

ଲଖନପୁର ବ୍ଲକରରେ ବାଘ ଆତଙ୍କ

ଝାରସୁଗୁଡା ୧୪।୦୧ : ଝାରସୁଗୁଡା ଜିଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଜାମବେର୍ଣା ଗାଁରେ କଳରାପତରିଆର ପାଦ ଚିହ୍ନ ଦେଖିବାକୁ ମିଳିଥିବାବେଳେ ପିକୋଲ ଅଞ୍ଚଳରେ  କଳରାପତରିଆ ଛେଳି ମାର ଖାଇଥିବା କୁହାଯାଉଛି। କଲରାପତରିଆ ବାଘଟି…

ସୋମବାର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ବରଗଡ଼,୧୪।୦୧: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସୋମବାରଠୁ ଆରମ୍ଭ ହେବ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ମୁକ୍ତାକାଶ ରଙ୍ଗ ମଞ୍ଚର ଧନୁଯାତ୍ରାକୁ ନେଇ ବରଗଡ଼ ବିଶ୍ୱ ପ୍ରସିଦ୍ଧ । ଏନେଇ ପସ୍ତୁତି ଚୂଡାନ୍ତ ପଯ୍ୟାୟରେ ପହଞ୍ଚିଛି। ମଞ୍ଚ ସଜ୍ଜା ଶେଷ…

ନିଜକୁ ଭିଜିଲାନ୍ସ ଏସ୍‌ପି କହି ଠକୁଥିଲେ କେମେଷ୍ଟ୍ରି ଅଧ୍ୟାପକ

ଭୁବନେଶ୍ୱର,୧୪।୦୧: ନିଜକୁ ଭିଜିଲାନ୍ସ ଏସ୍‌ପି ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ କେମେଷ୍ଟ୍ରି ଅଧ୍ୟାପକ। ତାଙ୍କ ନିକଟରୁ ୧.୫ ଲକ୍ଷ ଟଙ୍କା, ୬ଟି ଏଟିଏମ କାର୍ଡ ଏବଂ ଗୋଟିଏ ମୋବାଇଲ ସାଇବାର ଥାନା ପୋଲିସ ଜବତ କରିଛି ।

ରିଅଲ ଲାଇଫର ସ୍ପାଇଡର ମ୍ୟାନ, ପାଳିଛନ୍ତି ୭୦୦ରୁ ଅଧିକ ବୁଢିଆଣୀ

ଛୋଟବେଳେ ଆପଣ ନିହାତି ସ୍ପାଇଡର ମ୍ୟାନ ବିଷୟରେ ଶୁଣିଥିବେ। ସ୍ପାଇଡର ମ୍ୟାନର ଭିନ୍ନ ଅନ୍ଦାଜ ସହ ବୁଢିଆଣୀ ପରି କାନ୍ଥରେ ଚାଲିବାକୁ ସମସ୍ତେ ପସନ୍ଦ କରନ୍ତି। ସିଏ ତ ଗଲା କାର୍ଟୁନ କିମ୍ବା ଫିଲ୍ମ ଦୁନିଆର କଥା ହେଲେ ରିଅଲ ଲାଇଫରେ…

ହାଡ଼ଭଙ୍ଗା ଶୀତରେ ଏମିତି ଦେଶୀ ଯୋଗାଡ଼ କଲେ ଯୁବକ, ଭିଡିଓ ଦେଖିଲେ କହିବେ ନାସା ବି ମାରିବ ଫେଲ୍‌

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ବେଳେବେଳେ କେହି ଏଠାରେ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଏହା ନୁହେଁ ଯେ, ଏହି ପ୍ରତିଭା କେବଳ ନୃତ୍ୟ, ଗୀତ କିମ୍ବା ଅଭିନୟରେ…

ସ୍ବାମୀଙ୍କୁ ଖାଦ୍ୟରେ ସ୍ତ୍ରୀ ପରଷି ଦେଲେ ଜୀଅନ୍ତା ମାଛ, ଧରୁଧରୁ ହାତରୁ ଖସି ପଳାଇଲା, ଭିଡିଓ ଦେଖିଲେ…

ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପାରସ୍ପରିକ ସମ୍ମାନ, ପ୍ରେମ ଏବଂ ସମର୍ଥନ ଉପରେ ଆଧାରିତ। ପ୍ରାୟତଃ ଯେତେବେଳେ ସ୍ବାମୀ କାମରୁ ଘରକୁ ଫେରନ୍ତି, ସ୍ତ୍ରୀ ତାଙ୍କୁ ଖାଦ୍ୟ ପରିବେଷଣ କରନ୍ତି। ପ୍ରେମ ସହିତ ପରିବେଷିତ ଖାଦ୍ୟ ଖାଇ ସ୍ବାମୀ ବହୁତ ଆରାମ ପାଆନ୍ତି, କିନ୍ତୁ…

ଟି୨୦ ଟିମ୍‌କୁ କାହିଁକି ଫେରିଲେ ବିରାଟ? ରାଇନା କହିଲେ…

ଇନ୍ଦୋର,୧୪।୧: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଅନ୍ତିମ ଟି୨୦ ସିରିଜ ଖେଳିବ। ସିରିଜ ଲାଗି ଦୀର୍ଘ ୧୪ ମାସର ବ୍ୟବଧାନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିଛନ୍ତି। ଉଭୟ ଖେଳାଳି…

ରାମମନ୍ଦିର ଆନ୍ଦୋଳନରେ ପ୍ରସିଦ୍ଧ ଗେଷ୍ଟ୍‌ହାଉସ୍‌ର ରୁମ୍‌ ନଂ ୩-୪ ଏବେ ଚର୍ଚ୍ଚାରେ, ଜାଣନ୍ତୁ କାରଣ…

ଅଯୋଧ୍ୟା,୧୪ା୧: ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଅଯୋଧ୍ୟାରେ ନବନିର୍ମିତ ଶ୍ରୀ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହାର ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସମଗ୍ର ଦେଶରେ ଏକ ଉତ୍ସବର ପରିବେଶ…

୧୦୦ ଦିନରେ ଇସ୍ରାଏଲ୍‌-ହମାସ ଯୁଦ୍ଧ

ରାଫାହ(ଗାଜା ଷ୍ଟ୍ରିପ୍‌),୧୪।୧:ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ୧୦୦ ଦିନ ବିତିଛି। ଏହି ଯୁଦ୍ଧରେ ୨୩,୪୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିବା ସହ ଗାଜା ଲୋକସଂଖ୍ୟାରେ ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଯାଇଛନ୍ତି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ଯେଉଁମାନେ ଗାଜାରେ…

ରହସ୍ୟମୟ ସ୍ଥାନ

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ଏଭଳି କିଛି ଘଟଣା ଦେଖିବାକୁ ମିଳେ; ଯାହାକି ଏବେବି ରହସ୍ୟମୟ। ବହୁ ଗବେଷଣା ପରେ ମଧ୍ୟ ଉକ୍ତ ସ୍ଥାନ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ଜାଣିବା ସେମିତି କେତେକ ସ୍ଥାନ ବିଷୟରେ… ଯେଉଁଠି…

ତ୍ୱଚା ପାଇଁ ହାନିକାରକ ଆଲ୍‌କହଲ୍‌

ଆଲ୍‌କହଲ୍‌ ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏକଥା ଜାଣିଥିଲେ ସୁଦ୍ଧା ଏଥିପ୍ରତି ଅଧିକାଂଶ ସଚେତନ ନାହାନ୍ତି। ତେବେ ଆପଣ ଜାଣନ୍ତି କି, ଏହା ନା କେବଳ କ୍ୟାନ୍‌ସର, ହୃଦ୍‌ରୋଗ ଏବଂ ଅନ୍ୟାନ୍ୟ ଘାତକ ରୋଗର ଆଶଙ୍କା ବୃଦ୍ଧି କରିଥାଏ ବରଂ ତ୍ୱଚା…

ହକି ଷ୍ଟାଡିୟମ ପଛପଟେ ଡମ୍ପିଂ ୟାର୍ଡ

ରାଉରକେଲା,୧୪।୧(ଦିନେଶ ମିଶ୍ର)ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପଛପଟେ ରହିଛି ସହରର ପ୍ରମୁଖ ଡମ୍ପିଂୟାର୍ଡ। ଏହି ଡମ୍ପିଂ ୟାର୍ଡ ଯୋଗୁ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଆରଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ସ୍ଥାନୀୟ ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri