ଅକ୍ଟୋବର ୫, ୬ରେ ହେବାକୁ ଥିବା ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା, ଏହି ଦିନ ହେବା ନେଇ…
ଭୁବନେଶ୍ୱର,୩୦।୯: ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି। ଏନେଇ ମଙ୍ଗଳବାର OPRB...
କ୍ୱେଟାରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ, ୧୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ଆଶଙ୍କା, ଅନେକେ ଆହତ
କ୍ୱେଟା,୩୦।୯: ପାକିସ୍ତାନର କ୍ୱେଟା ସହର ଏକ ବଡ଼ ବିସ୍ଫୋରଣରେ ଥରି ଉଠିଛି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବିସ୍ଫୋରଣରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। କ୍ୱେଟା ହେଉଛି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ। ବେଲୁଚିସ୍ତାନ...
ଅକ୍ଟୋବରରେ ଏତେ ଦିନ ଛୁଟି ରହିବ ସ୍କୁଲ, ଆସିଲା ଲିଷ୍ଟ୍…
ନୂଆଦିଲ୍ଲୀ,୩୦।୯: ଅକ୍ଟୋବର ୨୦୨୫ ସ୍କୁଲ ପିଲାମାନଙ୍କ ପାଇଁ ଏକ ଅତ୍ୟନ୍ତ ବିଶେଷ ମାସ ହେବାକୁ ଯାଉଛି। ଏହି ମାସ ଅନେକ ପ୍ରମୁଖ ପର୍ବ ଏବଂ ବିଶେଷ ଅବସର ସହିତ ପରିପୂର୍ଣ୍ଣ। ଗାନ୍ଧୀ ଜୟନ୍ତୀ, ଦଶହରା, ଦୀପାବଳି, ଗୋବର୍ଦ୍ଧନ ପୂଜା ଏବଂ...
ଏମିତି କ’ଣ କହିଲେ ଶେହବାଜ-ମୁନିର ଯେ ଖୁସିରେ ଆତ୍ମହରା ହୋଇ ପଡିଲେ ଟ୍ରମ୍ପ, ଜାଣନ୍ତୁ କିଛି ଭିତିରି କଥା
ଓ୍ବାଶିଂଟନ,୩୦।୯: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ଗାଜାରେ ଶାନ୍ତି ବିଷୟରେ ନିରନ୍ତର କଥା କହୁଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇନାହାଁନ୍ତି। ଟ୍ରମ୍ପ ଗାଜାରେ ରିଅଲ ଇଷ୍ଟେଟ ବ୍ୟବସାୟ ବିଷୟରେ...
ବୁଧବାରଠୁ ବଦଳିଯିବ ଏହି ୭ ବଡ଼ ନିୟମ, ମଧ୍ୟବିତ୍ତଙ୍କ ପକେଟ୍ ହେବ ଖାଲି!
ନୂଆଦିଲ୍ଲୀ,୩୦।୯: ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି, ଏବଂ ଆସନ୍ତାକାଲି ଅକ୍ଟୋବର ୨୦୨୫ ଆରମ୍ଭ ହେଉଛି। ଏହା ସହିତ, ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଜୀବନ ଏବଂ ଆର୍ଥିକ ଯୋଜନାକୁ ସିଧାସଳଖ ପ୍ରଭାବିତ କରିପାରେ।...
ନିଖୋଜ ଥିଲେ ନାବାଳକ, ଆଜି ମିଳିଲା ମୃତଦେହ
ଆସିକା, ୩୦।୯ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳି-ରାମନାପଲ୍ଲୀ ରାସ୍ତାରେ ଏକ ନିର୍ଜନ ସ୍ଥାନରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଖଣ୍ଡରାବଳି ଗ୍ରାମର ବାବୁ ବିଷୋୟୀଙ୍କ ପୁଅ...
କାର୍ତ୍ତିକ ବ୍ରତ: ହବିଷିଆଳିଙ୍କ ପାଇଁ ହେବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା
ପୁରୀ,୩୦ା୯(ଅଜିତ୍ କୁମାର ମହାନ୍ତି): ଚଳିତ ବର୍ଷ କାର୍ତ୍ତିକ ବ୍ରତ ଅବସରରେ ପୁରୀରେ ହବିଷିଆଳି ମା’ମାନଙ୍କ ଆଗମନ ସହିତ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଏସ୍ପି ପ୍ରତୀକ ସିଂଙ୍କ...
ଦୁର୍ଗାପୂଜାରେ ଯାତ୍ରୀ ହେଲେ ଭୟଭୀତ, ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ
ମୁମ୍ବାଇ,୩୦।୯: ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ମିଳିଥିଲା। ଫ୍ଲାଇଟ ନମ୍ବର 6E 762 ପ୍ରାୟ ୨୦୦ ଜଣ ଲୋକଙ୍କୁ ନେଇଯାଉଥିଲା, ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହି ଧମକ ସ୍ପଷ୍ଟ ମନେ ହେଉଥିଲା। ଏକ ସୂତ୍ର...
ପୋଖରୀରେ ବୁଡ଼ିଗଲେ ଆଦର୍ଶ ବିଦ୍ୟାଳୟ ଛାତ୍ର: ଚାଲିଛି ଖୋଜାଖୋଜି
ହାଟଡିହୀ,୩୦।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବଲକ ସୁନ୍ଦରାପାଳଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ମଙ୍ଗଳବାର ପୋଖରୀରେ ବୁଡି ନିଖୋଜ ହୋଇଯାଇଛନ୍ତି। ଦମକଳ ବାହିନୀ ଦ୍ୱାରା ପୋଖରୀରେ ଖୋଜାଖୋଜି...
ମାଟି ନେବାକୁ ନେଇ ଦାଦାଙ୍କୁ କୋଦାଳରେ ହାଣିଦେଲା ପୁତୁରା, ଆଉ ତା’ପରେ…
କେନ୍ଦୁଝର,୩୦ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଳକ ନୟାକୋଟ ଥାନା ଅନ୍ତର୍ଗତ ଦୁଧପୋଶି ଗ୍ରାମରେ ଘଟିଛି ଅଘଟଣ। ରାସ୍ତାରେ ପକାଯାଉଥିବା ମାଟିକୁ ଆଣିବାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇ ଭୁଲବୁଝାମଣାରୁ ଦାଦାଙ୍କୁ କୋଦାଳରେ ହାଣି ହତ୍ୟା...
ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ, ପାଦ ଚିହ୍ନ ଠାବ ପରେ ଭୟରେ ଲୋକେ
ଦେବଗଡ,୩୦।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳରେ ମହାବଳ ବାଘ ଆତଙ୍କ । ଗତ କିଛି ଦିନ ହେଲା ବାଘ ବୁଲୁଥିବା ସୂଚନା ରହିଥିବା ବେଳେ ପ୍ରଥମଥର ପାଇଁ ବାଘ ପାଦ ଚିହ୍ନ ଲୋକ ଲୋଚନକୁ ଆସିଛି ।...
ବଡ଼ ସଫଳତା ହାସଲ କଲା VerSe Innovation: ଗୋଟିଏ ବର୍ଷରେ ୮୮% ରାଜସ୍ବ ବୃଦ୍ଧି
ନୂଆଦିଲ୍ଲୀ,୩୦।୯: ଭାରତର ପ୍ରମୁଖ ସ୍ଥାନୀୟ ଭାଷା ଏବଂ AI-ଭିତ୍ତିକ ପ୍ରଯୁକ୍ତିବିଦ୍ୟା କମ୍ପାନୀ VerSe Innovation ଆର୍ଥିକ ବର୍ଷ ୨୦୨୫ (FY25) ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। କମ୍ପାନୀ କେବଳ ଏହାର ରାଜସ୍ବ ୮୮% ବୃଦ୍ଧି କରିନାହିଁ ବରଂ ଖର୍ଚ୍ଚ...
Archives


