ରାସ୍ତାରେ ଧସିଲା ପାହାଡ଼, ଭାଙ୍ଗିଲା ବିରାଟ ଗଛ
ଧରାକୋଟ,୩ା୧୦: ଚଳିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଜନଜୀବନ ବେଶ୍ ପ୍ରଭାବିତ ହୋଇଛି। ଗୁରୁବାର ରାତିରେ ଜାତୀୟ ରାଜପଥ ୫୯ର ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ରାସ୍ତା ଉପରେ ବିରାଟ ଗଛ...
ଋଷିକୂଲ୍ୟାରେ ଘାଇ: ୩୦ ଏକର ଜମିରେ ମାଡ଼ିଗଲା ବାଲି
ଧରାକୋଟ,୩।୧୦: ଲଘୁଚାପ ପ୍ରଭାରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀରେ ବନ୍ୟା ଜଳ ବଢୁଛି। ଗୁରୁବାର ବିଳମ୍ବିତ ରାତିରେ ଜଳସ୍ତର ବଢିବା ଫଳରେ ନଦୀକୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି। ଏପରିକି ଋଷିକୁଲ୍ୟା ନଦୀରେ...
ମେଡିକାଲରୁ ରୋଗୀ ନିଖୋଜ, ସାଂଘାତିକ ଅଭିଯୋଗ ଆଣି ପରିବାର ଲୋକେ କହିଲେ…
ବଲାଙ୍ଗୀର,୩ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ଜଣେ ରୋଗୀ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ସର୍ଜରୀ ଓ୍ବାର୍ଡରୁ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗୁରୁବାର ରାତି ୧୧ଟାରୁ...
‘ମୋହସିନ ନକଭି ଦେଶର ସମ୍ମାନ ତଳେ ପକାଇଛନ୍ତି’, ଏସିଆ କପ ଟ୍ରଫି ଡ୍ରାମା ଉପରେ ପିସିବି ଅଧ୍ୟକ୍ଷଙ୍କୁ ସମାଲୋଚନା କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର
ନୂଆଦିଲ୍ଲୀ,୩।୧୦: ୨୦୨୫ ଏସିଆ କପ ଟ୍ରଫିକୁ ନେଇ ବିବାଦ ନିରନ୍ତର ଜାରି ରହିଛି। ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମୋହସିନ ନକଭି ଜିଦ ଧରି କହିଛନ୍ତି ଯେ ଯଦି ଭାରତ ଟ୍ରଫି ଏବଂ ପଦକ ଚାହୁଁଛି, ତେବେ ଅଧିନାୟକ...
‘ନକ୍ସାରୁ ହଟାଇ ଦେବୁ, ଛାଡିବୁ ନାହିଁ…’ ପାକିସ୍ତାନକୁ ଖୋଲା ଚେତାବନୀ
ନୂଆଦିଲ୍ଲୀ,୩।୧୦: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀ ଗଙ୍ଗାନଗରର ଘଡସାନାର ୨୨ ଏମଡି ଗ୍ରାମର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ ସେନା ଏବଂ ସୀମା ସୁରକ୍ଷା ବଳ (BSF) ଅଧିକାରୀଙ୍କ...
SI ପରୀକ୍ଷା କେଳେଙ୍କାରୀ: ସିଲିକନ ମାଲିକ ସୁରେଶ ନାୟକଙ୍କୁ ଜେରା
କଟକ,୩ା୧୦: SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି ସିଲିକନ ମାଲିକ ସୁରେଶ ନାୟକ। କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ନାୟକଙ୍କୁ ଜେରା କରାଯାଇଛି। ଅନ୍ୟପକ୍ଷରେ ଶଙ୍କର ପୃଷ୍ଟି, ମୁନା ମହାନ୍ତି ଫେରାର୍ ହୋଇଯାଇଥିବା ନେଇ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।...
‘ଆଇ ଲଭ ମୋଦି କହିପାରିବା, ହେଲେ ଆଇ ଲଭ ମହମ୍ମଦ ନୁହେଁ,’ ଭାଜପାକୁ ପୁଣି ଟାର୍ଗେଟ କଲେ AIMIM ମୁଖ୍ୟ
ନୂଆଦିଲ୍ଲୀ,୩।୧୦: ହାଇଦ୍ରାବାଦ ଏମପି ଏବଂ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଗୁରୁବାର (ଅକ୍ଟୋବର ୨) ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏହି...
ମା’ ଭଣ୍ତାର ଘରିଆଣୀଙ୍କ ଦୁର୍ଗା ପୂଜା ମହାସମାରୋହରେ ସମ୍ପନ୍ନ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଥୁଆମୂଳ ରାମପୁର,୩।୧୦(ଦୁର୍ଗା କୀର୍ତ୍ତି): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପବିତ୍ର ବିଜୟା ଦଶମୀ ଅବସରରେ ଆଶ୍ୱିନ ମାସ ଶୁକ୍ଳ ଦଶମୀ ତିଥିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପରିସରସ୍ଥିତ ମାଁ ଭଣ୍ଡାର ଘରଣୀଙ୍କୁ ପୀଠଠାରେ ମାଁ ଭଣ୍ତାର ଘରିଆଣୀ...
କେନ୍ଦୁଝରରେ ଚାଞ୍ଚଲ୍ୟ: ଘର ବାରଣ୍ଡାରେ ଶୋଇଥିବାବେଳେ ମୁଣ୍ଡକୁ ହାଣି ହତ୍ୟା
କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମରେ ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ହାଣି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ...
ବଢୁଛି ଋଷିକୂଲ୍ୟା ଜଳପତ୍ତନ, ସମୀକ୍ଷା କଲେ ଜିଲାପାଳ
ପୁରୁଷୋତ୍ତମପୁର, ୩।୧୦(ସବିତା ମିଶ୍ର): ବାତ୍ୟାଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ପରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଶୁକ୍ରବାର ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ପୁରୁଷୋତ୍ତମପୁର ଆସି ଅନ୍ତିରିଗାଁ ହନୁମାନପଲ୍ଲୀ ଡ୍ୟାମ...
ଧରିତ୍ରୀ ପୋର୍ଟାଲ ପ୍ରଭାବ: ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଯୋଗାଇଦେଲେ ତହସିଲଦାର, ରାଜସ୍ବ ନିରୀକ୍ଷକ
ଦାରିଙ୍ଗବାଡି, ୩।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ବର୍ଷା ହୋଇଛି ଫଳରେ ଏକାଧିକ ଝାଟିମାଟି ଘର ଭାଙ୍ଗିବା ଘଟଣା ନେଇ ଧରିତ୍ରୀ ପୋର୍ଟାଲରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ଖବର...
ରେଖାଙ୍କୁ କାହିଁକି ରିଜେକ୍ଟ କରିଥିଲେ ଅମିତାଭ: ଅସଲ କାରଣ ଖୋଲି କହିଦେଲେ ଜୟା ବଚ୍ଚନ
ବଲିଉଡ୍ ବାଦ୍ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପରଦା ଉପରେ କେମେଷ୍ଟ୍ରି ଦର୍ଶକଙ୍କ ମନ ଜିତିଥିଲା। କୁହାଯାଏ, ବ୍ୟକ୍ତିଗତ ଜୀବନରେ ବି ଦୁହେଁ ପ୍ରେମରେ ପାଗଳ ଥିଲେ। ଯଦିଓ ବିଗ ବି କେବେ ଏହି କଥାକୁ ସ୍ବୀକାର କରି ନ...
Archives


