Home Left

ଜାତୀୟ ରାଜପଥରେ ନଗଦ ଅର୍ଥ ଦେବା ବନ୍ଦ! ଲାଗିବ ଦୁଇଗୁଣା ଟୋଲ, FASTag-UPIକୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୪।୧୦: ଜାତୀୟ ରାଜପଥରେ ଟୋଲ ପେମେଣ୍ଟକୁ ଆହୁରି ଡିଜିଟାଲ କରିବା ପାଇଁ ସରକାର ଏକ ନୂତନ ନିୟମ ଲାଗୁ କରିଛନ୍ତି। FASTag ବିନା ଗାଡ଼ି ପାଇଁ ନଗଦ ଦେୟ ଏବେ ମହଙ୍ଗା ହେବ, ଯେତେବେଳେ UPI ବ୍ୟବହାର କରି ପେମେଣ୍ଟ...

‘ଜୁବିନ ଗର୍ଗଙ୍କୁ ସିଙ୍ଗାପୁରରେ ଦିଆ ଯାଇଥିଲା ଜହର’, ଗିରଫ ଅଭିଯୁକ୍ତଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୪।୧୦: ଆସାମୀ ଗାୟକ ଜୁବିନ ଗର୍ଗଙ୍କ ବ୍ୟାଣ୍ଡ ସଦସ୍ୟ ଶେଖର ଜ୍ୟୋତି ଗୋସ୍ବାମୀ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ଗୋସ୍ବାମୀ କହିଛନ୍ତି ଯେ ଗର୍ଗଙ୍କୁ ସିଙ୍ଗାପୁରରେ ବିଷ ଦିଆଯାଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସୂଚନା ପୋଲିସ...

‘ମାଓବାଦୀ ମୁକ୍ତ ହେବ ପ୍ରତିଟି ଗାଁ, ୨୦୩୧ ସୁଦ୍ଧା ୨୪ ଘଣ୍ଟା ମିଳିବ ପାଣି-ବିଜୁଳି, ଶାହା ଦେଲେ ପ୍ରତିଶ୍ରୁତି

ବସ୍ତର,୪।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଛତିଶଗଡ଼ର ବସ୍ତରରେ ପହଞ୍ଚିଥିଲେ। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ଅମିତ ଶାହା ପ୍ରଥମେ ମା’ ଦାନ୍ତେଶ୍ୱରୀ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ବସ୍ତରକୁ ନକ୍ସଲବାଦରୁ ମୁକ୍ତ କରିବା ପାଇଁ...

ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ:  ବ୍ରେକ ଫେଲ ଆଶଙ୍କା, ଡ୍ରାଇଭର-ହେଲପର ଗୁରୁତର 

ଦାରିଙ୍ଗବାଡି,୪।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଘାଟିରେ ଶନିବାର ସନ୍ଧ୍ୟାରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଏଥିରେ ଟ୍ରକ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ଖବର...

PoKରେ ପ୍ରଦର୍ଶନକାରୀଙ୍କ ଉପରେ ‘ଟଙ୍କା ବର୍ଷା’ କଲେ ଶେହବାଜ ସରିଫ, ଥମିଗଲା ହିଂସା

ଇସଲାମାବାଦ,୪।୧୦: ପାକ ଅଧିକୃତ କାଶ୍ମୀର (PoK)ରେ ଦିନ ତମାମ ହିଂସାତ୍ମକ ପ୍ରତିବାଦ ଏବଂ ଅଶାନ୍ତି ପରେ, ଶନିବାର ପ୍ରଦର୍ଶନକାରୀ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଏହି ଚୁକ୍ତିନାମା ଜମ୍ମୁ ଏବଂ କଶ୍ମୀର ମିଳିତ ଆୱାମୀ କାର୍ଯ୍ୟ...

ଚିରା-ଫଟା ନୋଟ୍‌ର କ’ଣ କରେ RBI? ଅଧା ଭାରତ ଜାଣି ନାହିଁ ଉତ୍ତର, ଜାଣିଲେ…

ନୂଆଦିଲ୍ଲୀ,୪।୧୦: ଆପଣ କେବେ ଭାବିଛନ୍ତି କି ଯେତେବେଳେ ନୋଟ ପୁରୁଣା ହୋଇଯାଏ କିମ୍ବା ଚିରି ଯାଏ, ଆର୍‌ବିଆଇ ସେସବୁ ନୋଟ୍‌ର କ’ଣ କରିଥାଏ? ଅନେକ ଭାବନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟ୍‌କୁ ଜାଳି ଦିଏ, ଫିଙ୍ଗି ଦିଏ...

ପୂଜାବଜାରରେ ଜୁଆଖେଳ: ୨୧ ଜୁଆଡ଼ି ଗିରଫ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ଓଡ଼ିଆ ସାହିରେ ଚାଲିଥିବା ଜୁଆଖେଳରେ ଦିଗପହଣ୍ଡି ପୋଲିସ ଟିମ୍‌ ଚଢ଼ାଉ କରି ୨୧ ଜୁଆଡିଙ୍କୁ ଗିରଫ କରିବା ସହ ୫୧,୧୩୦ ଟଙ୍କା,୧୭ଟି ମୋବାଇଲ ଓ ତାସମୁଠା ଜବତ କରିଛନ୍ତି। ଶୁକ୍ରବାର...

ଲଗାଣ ବର୍ଷାରେ ଧୋଇଲା ନିର୍ମାଣଧୀନ  ଗାର୍ଡୱାଲ, ରାସ୍ତା: ନିମ୍ମ ମାନର କାର୍ଯ୍ୟ ନେଇ…

ଦାରିଙ୍ଗବାଡି,୪।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡାଠାରୁ କାଟିଙ୍ଗିଆ ପଞ୍ଚାୟତ ମିଞ୍ଜାପାଙ୍କାକୁ ପକ୍କା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି ତେବେ ଚଳିତ ଲଘୁଚାପ ଜନିତ ବର୍ଷାରେ ନିର୍ମାଣଧୀନ ଗାଡଓ୍ବାଲ ଭାଙ୍ଗି ଯିବା ସହ ରାସ୍ତା କଡ଼ ଧୋଇହୋଇ...

ଅଧା ରହିଗଲା ଡାକ୍ତର ହେବାର ସ୍ବପ୍ନ, ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଡଲସ,୪।୧୦: ଆମେରିକାର ଡଲାସରେ ଜଣେ ୨୭ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ବାସିନ୍ଦା ଚନ୍ଦ୍ରଶେଖର ପୋଲ ଗତକାଲି ରାତିରେ ଏକ ପେଟ୍ରୋଲ ପମ୍ପରେ ପାର୍ଟ ଟାଇମ କାମ କରୁଥିଲେ, ଯେତେବେଳେ ତାଙ୍କୁ ଜଣେ...

ଘୋଡ଼ାକୋଣ ବ୍ରିଜ ଉପରୁ କାର ସହ ଭାସିଯାଇଥିଲେ ଯୁବକ, ମିଳିଲା…

ଗଜପତି,(ଗିରିଧାରୀ ପରିଛା)୪।୧୦: ପବଳ ବର୍ଷାରେ ରା.ଉଦୟଗିରି କାଳିଆ ତୋଟା ନଦୀରେ ଏକ କାର ଭାସିଯାଇଥିଲା। ତେବେ କାର୍‌ ସହ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ପ୍ରତାପ ପଣ୍ଡା। ଆର୍‌. ଉଦୟଗିରି କାଳିଆତୋଟା ନଦୀରୁ...

ପୋଲ ନିର୍ମାଣରେ ଅହେତୁକ ବିଳମ୍ବ: ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡି, ୪।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡୁଲୁରୀ ପାଇନ ବଣ ନିକଟ ବୁଲାଣି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଉକ୍ତ ବୁଲାଣି ରାସ୍ତାକୁ ଗତ କିଛି ବର୍ଷ ତଳେ ପୂର୍ତ୍ତ ବିଭାଗ ବ୍ଲକ ସ୍ପଟ...

2027 ODI ଓ୍ବାର୍ଲଡ କପ ଖେଳିବେ ନାହିଁ ରୋହିତ-ବିରାଟ? ବଡ଼ ଦାବି କଲେ ଚିଫ୍‌ ସିଲେକ୍ଟର

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ODI ଏବଂ T20 ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଛି। ଶୁବମନ ଗିଲଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri