ଟିକେଟ୍ ଘୋଷଣା ପରେ ଉତ୍ସାହିତ କଂଗ୍ରେସ କର୍ମୀ, ଏଥର ଜିତିବୁ
ଦାରିଙ୍ଗବାଡି,୧।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିଥିବା ବେଳେ କନ୍ଧମାଳ ଏମ୍ପି ପ୍ରାର୍ଥୀ ଭାବେ ଅମୀର ଚାନ୍ଦ ନାୟକଙ୍କୁ ଦଳ ଟିକେଟ୍…
ମାନଗୋବିନ୍ଦଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କଲା ଭାଜପା
ଦାରିଙ୍ଗବାଡି,୨।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ଦଳ ପକ୍ଷରୁ ମାନଗୋବିନ୍ଦ ପ୍ରଧାନଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବରୁ ଦଳ ୨୦୧୪ରେ…
ବରଗଡ଼ ବିଧାନସଭା: ପ୍ରାର୍ଥୀ ଦୋହରାଇଲେ ସବୁଦଳ
ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆଗରୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ମଙ୍ଗଳବାର ଭାଜପା ଏବଂ କଂଗ୍ରେସ ଦଳୀୟ…
ରାଜ୍ୟର ୨ ଜିଲାପାଳ, ୫ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ
ଭୁବନେଶ୍ୱର,୨।୪: ରାଜ୍ୟର ୨ ଜିଲାପାଳ ଓ ୫ ଏସ୍ପିଙ୍କ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲାପାଳ ବିନିତ ଭରଦ୍ବାଜ, ଜଗତସିଂହପୁର ଜିଲାପାଳ ପାରୁଲ ପଟୱାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅନୁଗୋଳ ଜିଲା ଆରକ୍ଷୀ ଅଧୀକ୍ଷକ…
କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ
ଭୁବନେଶ୍ୱର,୪।୨: ଟିକେଟ୍ ପାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର କଳାହାଣ୍ଡି ଏମ୍ପି ପ୍ରାର୍ଥୀ ଲମ୍ବୋଧର ନିଆଲ। ସେ ପ୍ରଥମେ ଦଳୀୟ କର୍ମକର୍ତ୍ତାଙ୍କ ସହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏପରିକି ଗାଁକୁ ଗାଁ…
ନୀଳମଣିଙ୍କ ଉପରେ ଭରସା କଲା ଭାଜପା: ସମର୍ଥକଙ୍କ ମଧ୍ୟରେ ଖୁସିର ମାହୋଲ
ସୋରଡା,୨।୪(ଲମ୍ବୋଦର ପାଣିଗ୍ରାହୀ): ଭାଜପା ସୋରଡା ବିଧାୟକ ପ୍ରାର୍ଥୀ ଭାବେ ନୀଳମଣି ବିଶୋୟୀଙ୍କୁ ଟିକେଟ୍ ଦେଇଛି। ୩ ଥରର ବିଧାୟକ ପ୍ରାର୍ଥୀ ନୀଳମଣିଙ୍କୁ ମଙ୍ଗଳବାର ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା ହେବାପରେ ଏଠାରେ ରାଜନୈତିକ ମାହୋଲ ସରଗରମ ହୋଇ ଉଠିଛି। ତାଙ୍କ ସମର୍ଥକମାନେ…
ଭାଜପାରେ ମିଶୁମିଶୁ ନିହାରଙ୍କୁ ମିଳିଗଲା ଦଳୀୟ ଟିକେଟ
ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ଦଳକୁ ନବାଗତ ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ଉପରେ ଭାଜପା ଭରସା ରଖିଛି। ଦଳର ପୁରୁଖା ନେତା ଏବଂ ଆଶାୟୀଙ୍କୁ ବାଦ ଦେଇ ଭାଜପା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିହାରଙ୍କୁ ଦଳୀୟ ପ୍ରାର୍ଥୀଭାବେ ଘୋଷଣା…
ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନଶିପ ପୁଣି ରୋହିତ ଶର୍ମାଙ୍କୁ ଦେଇଦେବ ଉଚିତ, ପୂର୍ବତନ କ୍ରିକେଟରଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୨।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମନୋଜ ତିୱାରୀ କହିଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକତ୍ୱକୁ ରୋହିତ ଶର୍ମାଙ୍କୁ ହସ୍ତାନ୍ତର କରିବା ଉଚିତ। ଚଳିତ ସିଜନରେ ଏପର୍ଯ୍ୟନ୍ତ ପାଞ୍ଚ ଥର ଆଇପିଏଲ ଚାମ୍ପିଅନଙ୍କ ପ୍ରଦର୍ଶନ ନିରାଶାଜନକ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…
ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧
ଟୋକିଓ,୨।୪: ମଙ୍ଗଳବାର ଜାପାନରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଉତ୍ତର ଜାପାନର ଇୱାତେ ଏବଂ ଆମୋରି ପ୍ରିଫେକ୍ଟରରେ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ କହିଛି ଯେ ରକ୍ଟର ସ୍କେଲରେ ଭୂକମ୍ପର…
ଭୋଟର କାର୍ଡ ହଜିଯାଇଥିଲେ ବି ଦେଇପାରିବେ ଭୋଟ
କୋଲକାତା,୨।୪: ପଶ୍ଚିମବଙ୍ଗରେ ନିକଟରେ ହୋଇଯାଇଥିବା କାଳ ବୈଶାଖି ଭୋଟିଂ ଉପରେ ଯେପରି କୌଣସି ପ୍ରଭାବ ପକାଇବ ନାହିଁ ତାକୁ ନେଇ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହା ନିଶ୍ଚିତ କରିବ ଯେ ଜଲପାଇଗୁଡି ସହର,…
ଭାଜପାର ବିଧାନସଭା ପ୍ରାର୍ଥୀ ଘୋଷଣା: ପାରଳାଖେମୁଣ୍ଡିରୁ ଲଢିବେ କେ ନାରାୟଣ ରାଓ
ପାରଳାଖେମୁଣ୍ଡି(ଗିରିଧାରୀ ପରିଛା)୨।୪: ଭାଜପାର ବିଧାନସଭା ପ୍ରାର୍ଥୀ ଘୋଷଣା ମଙ୍ଗଳବାର ଘୋଷଣା ହୋଇଯାଇଛି। ଆଜି ୧୧୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବଳକା ୩୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାହୋଇନାହିଁ। ଗଜପତି ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀରୁ ପାରଳାଖେମୁଣ୍ଡି…
୧୭ ବିଧାୟକଙ୍କୁ ପୁଣି ମିଳିଲା ଟିକେଟ୍, ୨ ବିଧାୟକଙ୍କ କଟିଲା ପତ୍ତା
ଭୁବନେଶ୍ୱର,୨।୪: ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୭ ବିଧାୟକଙ୍କୁ ପୁଣି ଭାଜପା ଭରସା କରିଛି। ଭାଜପା ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟି ଦେଇଛି ଦଳ। ମାଲକାନଗିରି ଏବଂ ବ୍ରହ୍ମଗିରିରୁ…
Archives


