Home Left

ପୋଲିସ SI ପରୀକ୍ଷା ଜାଲିଆତି: ବାଲେଶ୍ୱରରୁ ଆଉ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର,୬ା୧୦(ବାଞ୍ଛାନିଧି ଦେ): ବହୁଚର୍ଚ୍ଚିତ ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତନାଘନା ଜାରି ରହିଛି। ତଦନ୍ତ ଯେତେ ଆଗକୁ ଯାଉଛି, ରହସ୍ୟ ସେତେ ପଦାକୁ ଆସୁଛି। ରାକେଟ୍‌ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଫେରାର ଥିବାବେଳେ ତାଙ୍କର...

ଭାରତ ବିପକ୍ଷ ମ୍ୟାଚରେ କ୍ରୋଧ ଦେଖାଇବା ପାକିସ୍ତାନୀ ଖେଳାଳିଙ୍କୁ ପଡିଲା ମହଙ୍ଗା, ICC ଶୁଣାଇଲା କଠୋର ଦଣ୍ଡ

ନୂଆଦିଲ୍ଲୀ,୬।୧୦: ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପାକିସ୍ତାନୀ କ୍ରିକେଟର ସିଦ୍ରା ଅମିନଙ୍କୁ ଦଣ୍ଡିତ କରିଛି। ଗତ ରବିବାର, ଭାରତ ବନାମ ପାକିସ୍ତାନ ମହିଳା ବିଶ୍ୱକପ ମ୍ୟାଚ ସମୟରେ, ଭାରତ ୮୮ ରନରେ ବିଜୟୀ...

‘ମୁଁ ଅଧିନାୟକ ହେବାକୁ ଚାହୁଁଛି’, ଶୁଭମନ ଗିଲ ODI ଅଧିନାୟକ ହେବା ପରେ ଏମିତି କହିଲେ ଏହି ଯୁବ ଖେଳାଳି

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଅନେକ ପରିବର୍ତ୍ତନ ଅନୁଭବ କରୁଛି। ଅନେକ ଅଭିଜ୍ଞ ଖେଳାଳି ବିଭିନ୍ନ ଫର୍ମାଟରୁ ଅବସର ନେଇସାରିଛନ୍ତି। ଭାରତୀୟ ଅଧିନାୟକତ୍ୱରେ ମଧ୍ୟ ପରିବର୍ତ୍ତନ ଘଟୁଛି। ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ଅବସର ପରେ, ଶୁଭମନ ଗିଲଙ୍କୁ...

ଜିଲାର ନାଁ ରଖିଲେ ପ୍ରମୋଦ: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର

  ତୁମୁଡିବନ୍ଧ, ୬।୧୦(ଦୀପକ କୁମାର ପରାସେଠ): ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର...

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ତାରିଖ ଘୋଷଣା: ବିଳମ୍ବ କଲେ ଏତେ ଟଙ୍କା ଫାଇନ୍‌

ଭୁବନେଶ୍ୱର,୬।୧୦: ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ ନେଇ CHSE ତାରିଖ ଘୋଷଣା କରିଛି। ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଫର୍ମ ଭରିବେ। ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମଫିଲପ କରିବେ। ତେବେ...

ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ଚିକିତ୍ସାଳୟରେ ଆରମ୍ଭ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ, ପନ୍ଦର ଦିନ ଧରି…

ବଲାଙ୍ଗୀର, ୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାର ଶାରଦୀୟ ବିରେଚନ ପକ୍ଷ ଉଦ୍‌ଘାଟନ ହୋଇଯାଇଛି । ରବିବାର ପଞ୍ଚକର୍ମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଶାରଦୀୟ ବିରେଚନ ପକ୍ଷକୁ ଅଧ୍ୟକ୍ଷ ପ୍ରଫେସର...

ଏହି କାରଣ ପାଇଁ ରୋହିତଙ୍କୁ ଅଧିନାୟକ ପଦରୁ ହଟାଗଲା! ଚାଞ୍ଚଲ୍ୟକର ଖୁଲାସା କରିଦେଲେ…

ନୂଆଦିଲ୍ଲୀ,୬।୧୦: ରୋହିତ ଶର୍ମାଙ୍କ ଟେଷ୍ଟ ଅବସର ପରେ, ଶୁଭମନ ଗିଲ ନୂତନ ଅଧିନାୟକ ହୋଇଥିଲେ। ଏବେ, ODI ଦଳର ଅଧିନାୟକତ୍ୱ ଦାୟିତ୍ୱ ମଧ୍ୟ ଗିଲଙ୍କ କାନ୍ଧରେ ଅଛି। ଅନେକ ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞ ରୋହିତଙ୍କ ଅଧିନାୟକତ୍ୱରୁ ହଟାଇବା ନେଇ...

ବାଇକ୍‌କୁ ଧକ୍କାଦେଇ ଗଛରେ ପିଟିହେଲା ବସ୍‌, ଗୋଟିଏ ପରିବାରର ଜଣେ ମୃତ, ୪ ଆହତ

ଲକ୍ଷ୍ମୀପୁର,୬ା୧୦(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ନଂ ୩୨୬ ଜାତୀୟ ରାଜପଥ କାକିରିଗୁମା ଥାନା ଅଧିନସ୍ଥ ଡି.ପଞ୍ଚଡ଼ା ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରରଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪...

ଚୌକା-ଛକା ବର୍ଷା କଲେ ରାହୁଲ ଦ୍ରାଭିଡଙ୍କ ପୁଅ: ଧମାକା ପରେ ମିଳିଲା ବଡ଼ ପୁରସ୍କାର

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍‌’ ଭାବରେ ଜଣାଶୁଣା ରାହୁଲ ଦ୍ରାବିଡ ତାଙ୍କ କ୍ୟାରିୟରରେ ଅଗଣିତ ରେକର୍ଡ ସ୍ଥାପନ କରିଥିଲେ। କିନ୍ତୁ ଏବେ ତାଙ୍କ ପୁଅ ଅନଭୟ ଦ୍ରାବିଡ ମଧ୍ୟ କ୍ରିକେଟ ଜଗତରେ ନିଜର ଛାପ ସୃଷ୍ଟି କରୁଛନ୍ତି। ଅନଭୟଙ୍କୁ...

ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲରେ ଲଗାଯିବ ଫଳନ୍ତି ଗଛ, ଆଉ ହେବ ନାହିଁ ମଣିଷ-ବନ୍ୟପ୍ରାଣୀ ଲଢେଇ

ଭଞ୍ଜନଗର,୬ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ସୋମବାର ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅତିଥିମାନେ ଯୋଗଦେଇ...

ଭାରତରେ ଗିଫ୍ଟ କାର୍‌ HAVAL H9 SUV ଚଳାଇପାରିବେନି ଅଭିଷେକ ଶର୍ମା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୬।୧୦: ଏସିଆ କପ ୨୦୨୫ରେ ଭାରତର ଚମତ୍କାର ବିଜୟ ପାଇଁ ଅନେକ ଖେଳାଳିଙ୍କୁ ଶ୍ରେୟ ଦିଆଯାଇଛି। କିନ୍ତୁ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ ଓପନର ଅଭିଷେକ ଶର୍ମା। ସେ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ, ଯାହା ପରେ ତାଙ୍କୁ...

ଦାରିଙ୍ଗବାଡ଼ିରେ ଛେଚିଲା ବର୍ଷା, ଜାତୀୟ ରାଜପଥରେ ବନ୍ୟାର ଭ୍ରମ

ଦାରିଙ୍ଗବାଡ଼ି,୬ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ତା’ର ଆଖପାଖରେ ସୋମବାର ଅପରାହ୍ନରେ ବର୍ଷା ଛେଚିଛି। ପ୍ରାୟ ୧ ଘଣ୍ଟା ଧରି ବର୍ଷା ପ୍ରବଳ ମାତ୍ରାରେ ଲାଗିରହିବାରୁ ଚାରିଆଡ଼େ ବର୍ଷା ଜଳ ଭର୍ତ୍ତି ହୋଇଗଲା। ଫଳରେ ବନ୍ୟାର ଭ୍ରମ ସୃଷ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri