୧୫୦ ଫୁଟ୍ ଘାଟି ତଳକୁ ଖସିଲା ବସ୍: ୧୫ମୃତ
ଜମ୍ମୁ-କଶ୍ମୀର,୩୦।୫: କରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛି। ଏହି ଦୁର୍ଘଟଣା ଜମ୍ମୁ-ରାଜୋରୀ ରାଜପଥ ଚୋକିଚୋରା ଟାଙ୍ଗଲିମୋର୍ଠାରେ ଘଟିଛି।…
ଯେଉଁ ସିକ୍ରେଟ ପାଇଁ ଆଜି ପର୍ଯ୍ୟନ୍ତ କୋହଲି କରୁଛନ୍ତି ରାଜ, କହିଲେ ମନ ଖୋଲି…
ନୂଆଦିଲ୍ଲୀ,୩୦।୫: ଆସନ୍ତା ମାସରୁ ଭାରତୀୟ ଦଳ ଟି -୨୦ ବିଶ୍ୱକପରେ ଭାଗ ନେବ। ଏହି ବିଶ୍ୱକପରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କୋହଲିଙ୍କୁ ବର୍ତ୍ତମାନର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାଉଛି ଏବଂ ସମସ୍ତେ ପଡ଼ିଆରେ ତାଙ୍କର ଶକ୍ତି ଦେଖିଥିବେ,…
ଜମ୍ମୁ କଶ୍ମୀର କୁପଓ୍ବାଡାରେ ସେନା-ପୋଲିସ ମୁହାଁମୁହିଁ, ୧୬ ସୈନିକଙ୍କ ନାଁରେ ମାମଲା
ନୂଆଦିଲ୍ଲୀ,୨୯ା୫: ଜମ୍ମୁ କଶ୍ମୀର ପୋଲିସ କୁପଓ୍ବାଡା ଜିଲାର ଏକ ପୋଲିସ ଷ୍ଟେସନରେ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ତିନିଜଣ ଅଧିକାରୀଙ୍କ ସମେତ ୧୬ ଜଣ ସୈନିକଙ୍କ ବିରୋଧରେ ମାମଲା ଦାୟର କରିଛି। ଏହି ଘଟଣାରେ ଷ୍ଟେସନ ହାଉସ ଅଫିସରଙ୍କ ସମେତ…
ଟି-୨୦ ଓ୍ବାର୍ଲଡ କପରେ ବୟସ୍କଙ୍କ ଦବଦବା, ୧୦ ଖେଳାଳିଙ୍କ ବୟସ ୩୦ ଉପରେ
ନୂଆଦିଲ୍ଲୀ,୩୦।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପର ମହାକୁମ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ଟୁର୍ନାମେଣ୍ଟରେ ୨୦ଟି ଦଳ ଅଂଶଗ୍ରହଣ କରିବେ, କିନ୍ତୁ ଯଦି ଆମେ ଭାରତୀୟ ଦଳ ପ୍ରତି ଧ୍ୟାନ…
୧୫ ମାସ ପରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍ ୟୁ ଭଗବାନ
ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ପନ୍ତଙ୍କ ଏକ ପୋଷ୍ଟ ବେଶ ଭାଇରାଲ ହେଉଛନ୍ତି। କାରଣ ସେ…
‘ଏଥର ନବୀନଙ୍କୁ ଭୋଟ ଦେଲେ ପାଣ୍ଡିଆନ୍ଙ୍କ ପାଖକୁ ଯିବ’
ଭୁବନେଶ୍ୱର,୩୦।୫: ପାଣ୍ଡିଆନ୍ ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଭାଜପା ନେତା ବୈଜୟନ୍ତ ପଣ୍ଡା କାଉଣ୍ଟର କରିଛନ୍ତି। ବୈଜୟନ୍ତ କହିଛନ୍ତି, ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟ୍ରୋଲ କରିବା ପୂରା ରାଜ୍ୟବାସୀ ଦେଖୁଛନ୍ତି। ତାଙ୍କ ମାଇକ ଧରିବାଠାରୁ ଆରମ୍ଭ…
ଦିନ ସାଢ଼େ ୨ରେ ଝାରସୁଗୁଡ଼ାରେ ୪୬ ଡିଗ୍ରୀ ପାର କଲା ତାତି
ଭୁବନେଶ୍ୱର,୩୦।୫: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗଲା କିଛି ଦିନ ହେଲା ତାପମାତ୍ରା ୪୬ ଡିଗ୍ରୀ ପାର କରିଛି। ଗୁରୁବାର ଦିନ ସାଢ଼େ ୨ରେ ଝାରସୁଗୁଡ଼ାରେ ତାତି ୪୬ ଡିଗ୍ରୀ ପାର କରିଛି।…
Video: ଯାତ୍ରା କରିବା ସମୟରେ ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ବସ୍ରେ ସନ୍ତାନ ଜନ୍ମ ଦେଲେ ମହିଳା
କେରଳ,୩୦।୫: ବୁଧବାର ଅପରାହ୍ଣରେ କେରଳ ମାଲାପୁରାମରରେ ଜଣେ ୩୭ ବର୍ଷ ବୟସ୍କା ମହିଳା ଏକ ବସ୍ରେ ଥ୍ରୀସୁରରୁ ଥୋଜିଲପାଲମ କୋଜିକୋଡ ଯାତ୍ରା କରୁଥିବା ସମୟରେ ବସ୍ରେ ସନ୍ତାନ ଜନ୍ମ ଦେଇଛନ୍ତି। ପେରାମଙ୍ଗାଲମ ଦେଇ ଯାଉଥିବା ଯାଉଥିବା ସମୟରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପରାମର୍ଶ ଯୋଗୁ ବଦଳିଯାଇଛି ଏୟାରଟେଲର ଭାଗ୍ୟ, ମାଲିକ କହିଲେ କିଭଳି…
ନୂଆଦିଲ୍ଲୀ,୩୦।୫: ଏସିଆର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଜିଓ ଲଞ୍ଚ ହେବା ପରେ ଟେଲିକମ୍ ଦୁନିଆରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଅନେକ ଟେଲିକମ୍ କମ୍ପାନୀ ମାର୍କେଟରୁ ବାଦ୍ ପଡ଼ିଥିଲେ। ଭାରତୀ ମିତ୍ତଲଙ୍କ ‘ଏୟାରଟେଲ୍’ ମଧ୍ୟ ବିପଦରେ ପଡ଼ିଥିଲା। ହେଲେ ପ୍ରଧାନମନ୍ତ୍ରୀ…
ସରକାରୀ ଜମିରେ ପୋଖରୀ ଖୋଳିବା ଘଟଣା: ପାଣିର ନମୁନା ସଂଗ୍ରହ କଲା ପ୍ରଦୂଷଣ ବୋର୍ଡ
ପାଟଣା,୩୦ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମରେ ଥିବା ନାରାୟଣୀ ରାଇସ ମିଲ୍ସ ଫାଟକ ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଶତାଧିକ କୁଆପସି, ମଙ୍ଗଳପୁର ଓ ଡିଆନାଳୀ ଅଞ୍ଚଳର ମହିଳା ଓ ପୁରୁଷ ଧାରଣା ଦେଇଥିଲେ। ମିଲ୍ସ…
ବିଦ୍ୟୁତ୍ ଠିକାଦାରଙ୍କ ଘରେ ଆଇଟି ରେଡ୍
ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍ କରାଯାଇଛି। ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।
ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୩୦।୫: ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ନିକଟରେ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ ହସ୍ପିଟାଲରେ ଆହାତଙ୍କୁ ଭେଟି ସେମାନଙ୍କୁ ଭେଟି ସୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଡାକ୍ତରଙ୍କ…
Archives


