ଜେଡିୟୁ ନେତା କେ.ସି. ତ୍ୟାଗୀଙ୍କ ଆସିଲା ବଡ଼ ବୟାନ
ନୂଆଦିଲ୍ଲୀ,୮ା୬: ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ବିରୋଧୀ ଇଣ୍ଡିଆ ବ୍ଲକ୍ ପ୍ରଧାନମନ୍ତ୍ରୀ ପଦ ଯାଚିଥିଲା। ଜେଡିୟୁ ନେତା କେ.ସି. ତ୍ୟାଗୀ ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେବା…
ଯୁବକଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ
ମାଲକାନଗିରି,୮ା୬(ଦୁର୍ଯ୍ୟୋଧନ ପତ୍ର): ଛତିଶଗଡର କୋଣ୍ଡାଗାଓଁ ଜିଲା ଧନୋରା ଥାନା ଅଞ୍ଚଳର ଏକ ବିବାହ ଉତ୍ସବରୁ ଫେରୁଥିବା ଜଣେ ଯୁବକଙ୍କୁ ମାଓବାଦୀମାନେ ଗୁଳିକରି ହତ୍ୟା କରିଛନ୍ତି l ସେ ହେଲେ ତିମଡି ସ୍କୁଲପାରା ବାସିନ୍ଦା ଦୀନେଶ ମାଣ୍ଡାଭି(୩୩)। ଏକ ବିବାହ ଉତ୍ସବରେ ଯୋଗଦେଇ…
ରବିବାର ବହୁପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍
ନ୍ୟୁୟର୍କ,୮ା୬: ଟି୨୦ ବିଶ୍ୱକପ୍ରେ ରବିବାର ବହୁପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଉ ନ ଥିବା ବେଳେ ବିଶ୍ୱକପ୍ ପରି ଆଇସିସି ଇଭେଣ୍ଟ ଉପରେ ଫ୍ୟାନମାନଙ୍କ ନଜରରେ ରହିଥାଏ। ନ୍ୟୁୟର୍କର ନାସାଉ…
ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କାହିଁକି ସ୍ତ୍ରୀ,ପିଲାଙ୍କୁ ବିଦେଶ ପଠାଇଥିଲେ ପାଣ୍ଡିଆନ, ରିପୋର୍ଟ କହୁଛି…
ଭୁବନେଶ୍ୱର,୮ା୬: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ତେବେ ଏହା ପଛରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ରହିଛି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ପାଣ୍ଡିଆନ କେଉଁଆଡ଼େ ଚାଲିଯିବା ଏବଂ ସ୍ତ୍ରୀ…
କୁସ୍ତିଯୋଦ୍ଧା ଅଂଶୁ ମଲିକଙ୍କୁ ରୌପ୍ୟ ପଦକ
ବୁଦାପେଷ୍ଟ, ୮ା୬: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଅଂଶୁ ମଲିକ ଏଠାରେ ଚାଲିଥିବା ବୁଦାପେଷ୍ଟ ର଼୍ୟାଙ୍କିଙ୍ଗ ସିରିଜ ୫୭ କାଟେଗୋରିରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ ଚାଇନାର ୨୧ ବର୍ଷୀୟା ପ୍ରତିଦ୍ୱନ୍ଦ୍ୱୀ କେକ୍ସିନ ହଙ୍ଗଙ୍କଠାରୁ ୧-୧୨ ଟେକ୍ନିକାଲ ସୁପରିଅରିଟିରେ…
ପ୍ରେମିକାଙ୍କ ତଣ୍ଟି କାଟି ନିଜ ତଣ୍ଟି କାଟି ଆତ୍ମହତ୍ୟା କଲେ ପ୍ରେମିକ
ଦେବଗଡ଼,୮ା୬:ବିଚ୍ ରାସ୍ତାରେ ପ୍ରେମିକାଙ୍କ ତଣ୍ଟି କାଟିଦେଲେ ପ୍ରେମିକ। ପ୍ରେମିକାଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟି ଆତ୍ମହତ୍ୟା ବି କରିଛନ୍ତି ପ୍ରେମିକ ଜଣକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ପୌରାଞ୍ଚଳ ୪ ନମ୍ବର ଓ୍ବାର୍ଡ ଗୁରୁସାହିରେ।…
ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ
ଡଲାସ ୮ା୬: ଲେଗ୍ ସ୍ପିନର ରିସାଦ ହୋସେନ (୩/୨୨)ଙ୍କ ମ୍ୟାଚ୍ ବିଜୟୀ ବୋଲିଂ ବଳରେ ବାଂଲାଦେଶ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍ର ଗ୍ରୁପ୍ ‘ଡି’ରେ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ବିପକ୍ଷରେ ୨ଉଇକେଟରେ ରୋମାଞ୍ଚ ବିଜୟ ହାସଲ କରିଛି। ଟସ୍ ଜିତି ପ୍ରଥମେ…
ବଜ୍ରପାତରେ ପୋଡ଼ିଗଲା ଟ୍ରାନ୍ସଫର୍ମର: ଗରମ ଗୁଳଗୁଳିରେ ୧୦ ଦିନ ହେଲା ଅନ୍ଧାରରେ ଗାଁ
କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କିଛିଦିନ ତଳେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ମାରିବାରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ପୋଡ଼ାଗୁଡା ଗ୍ରାମର ମେହେରପଡ଼ା ଓ ଧରୁଆପଡ଼ା ପାଇଁ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଅଚଳ ହୋଇଯାଇଛି। ଫଳରେ ଉକ୍ତ ପଡାବାସୀ ଆଜିକୁ…
କୋଇଲା ଟ୍ରେନ୍ରେ ଲାଗିଲା ନିଆଁ
ସୋର,୮ା୬: ବାଲେଶ୍ୱର ଜିଲା ସୋର ଷ୍ଟେଶନରେ ଶନିବାର ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନ୍ର ଦୁଇଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ତାଳଚେରରୁ ଝାଡ଼ଖଣ୍ଡ ଯିବା…
ସାପ କାମୁଡ଼ାରେ ମେଧାବୀ ଛାତ୍ରୀଙ୍କ ଜୀବନ ଗଲା
କୋକସରା,୮ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ବେହେରା କଲେଜରେ ଯୁକ୍ତ ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଝାନ୍ସୀ ନାଏକ(୧୭) ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଝାନ୍ସୀ ଗୁରୁବାର ରାତିରେ ଘରେ ଶୋଇଥିବା ସମୟରେ ଏକ ସାପ…
କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ହେଲେ ସୋନିଆ
ନୂଆଦିଲ୍ଲୀ,୮ା୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି। ଦଳର ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କଠାରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। କଂଗ୍ରେସ ପକ୍ଷରୁ ଘନଘନ ବୈଠକ ଅନୁଷ୍ଠିତ ହେଉଛି। ଶନିବାର ସନ୍ଧ୍ୟାରେ ଉଭୟ ଲୋକ…
ଅଘୋଷିତ ବିଦ୍ୟୁତ୍ କାଟ୍, ସଞ୍ଜ ନଇଁଲେ ଲୋକଙ୍କୁ କ୍ୟାଣ୍ଡେଲ ଭରସା
ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଅନ୍ୟପଟେ ମଧ୍ୟାହ୍ନରେ ଆରମ୍ଭ ହୋଇଯାଉଛି କାଳବୈଶାଖୀର ତାଣ୍ଡବ। ଅନ୍ୟପଟେ ଦାଉ ସାଧୁଛି ଘନଘନ ବିଦ୍ୟୁତ୍ କାଟ୍। ଏଭଳି ଘଟଣା ଘଟୁଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। କିଛିଦିନ ହେଲା…
Archives


