Home Left

ନାବାଳିକାଙ୍କୁ ଅପହରଣ-ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୧।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସହିଦ ମଲ୍ଲିକଙ୍କୁ ସୋମବାର ଗିରଫ କରି ସନ୍ଧ୍ୟାରେ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୧୦/୨୪ ଅନୁଯାୟୀ ଜାମିନ…

ଏହି ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା

ଛତ୍ରପୁର, ୨୧।୧୦(ସନ୍ତୋଷ ପାଢ଼ୀ): ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଗଞ୍ଜାମ ଜ଼ିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ୨୬ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା କରାଯାଇଛି। ଏନେଇ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶନାମା…

ଇସ୍ତଫା ଦେଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କାହିଁକି

ଶ୍ରୀନଗର,୨୧।୧୦: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡ଼ଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଇସ୍ତଫା ଦେଇଛନ୍ତି। ପ୍ରୋଟେମ ସ୍ପିକର୍‌ ମୁବାରକ ଗୁଲ ଏହି ଘୋଷଣା କରିଛନ୍ତି। ଓମାର ପାରିବାରିକ ଗଡ଼ ଗାନ୍ଦରବଲ ଆସନରୁ ନିଜ ପାଖରେ ରଖିଛନ୍ତି। ଏହି ଅବସରରେ ମୁବାରକ ଗୁଲ ବିଧାନସଭାର ସଦସ୍ୟମାନଙ୍କୁ…

ମଝି ସମୁଦ୍ରରେ ୧୧ ଡଙ୍ଗା: ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୦: ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଅପରାହ୍ନରେ ସମୀକ୍ଷା କରିଛନ୍ତି। ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ…

ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକ୍‌ରେଙ୍କୁ ବଡ଼ ଝଟ୍‌କା: ହାତ ଛାଡିଦେଲେ ବଡ଼ ନେତା

ପୁଣେ,୨୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣେର ଶିରୁରରେ ଶିବସେନା (ୟୁବିଟି)କୁ ଏକ ବଡ଼ ଝଟ୍‌କା ଲାଗିଛି। ପାର୍ଟିର ପୁଣେ ଜିଲା ସଭାପତି ଦୀନେଶ୍ୱର (ମୌଲି) ଆବା କାଟକେ ଆଜି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଛନ୍ତି। ସେ ମୁମ୍ବାଇରେ…

କିଏ କରିଛି ବାତ୍ୟା ‘ଦାନା’ର ନାମକରଣ, କ’ଣ ଏହାର ଅର୍ଥ

ନୂଆଦିଲ୍ଲୀ,୨୧।୧୦: ‘ଦାନା’ ନାମକ ଏକ ଭୟଙ୍କର ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗର ପୂର୍ବ-ମଧ୍ୟଭାଗରେ ଘନିଭୂତ ହେଉଛି ଏବଂ ପୂର୍ବାନୁମାନ ଅନୁଯାୟୀ ଏହା ଅକ୍ଟୋବର ୨୩ ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ, ବିଶେଷ କରି ପୁରୀ ନିକଟରେ ସ୍ଥଳଭାଗ ଛୁଇଁପାରେ। ଅକ୍ଟୋବର ୨୪ ସକା ସୁଦ୍ଧା ଏହାର…

ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଆଣିଲେ ଓ୍ବାର୍ଡ ମେମ୍ବର

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅଧୀନ ଗାଙ୍ଗଦହଣୀ ପଞ୍ଚାୟତରେ ବ୍ୟାପକ ଅନିୟନିତତା ସାଙ୍ଗକୁ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୱାର୍ଡସଭ୍ୟଙ୍କ ସହ ଜନସାଧାରଣ ସୋମବାର ବ୍ଲକ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଏପରିକି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ…

ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

ଦାରିଙ୍ଗବାଡି, ୨୧।୧୦ (ଅରୁଣ ସାହୁ)-ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତତି ବୈଠକ ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ତହସିଲଦାର ଶରତ ଶବର ପରିଚାଳନା କରି କହିଥିଲେ ଯେ…

‘ମୋତେ ଭାରତରେ ରହିବାକୁ ଦିଅ’- ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଗୁହାରି କଲେ ତସଲିମା

ନୂଆଦିଲ୍ଲୀ,୨୧।୧୦: ବାଂଲାଦେଶୀ ଲେଖକ ତସଲିମା ନସିରିନ ତାଙ୍କ ବାସସ୍ଥାନ ଅନୁମତି ବା ସେିଡେନ୍ସ ପରମିଟକୁ ନେଇ ଚିନ୍ତିତ ଅଛନ୍ତି। ସୋମବାର ଏ ବାବଦରେ ସେ ଏକ ଟୁଇଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି। ତସଲିମା ନସିରିନ ଏକ୍ସରେ ଲେଖିଛନ୍ତି, ନମସ୍କାର…

କେଜରିଓ୍ବାଲଙ୍କୁ ବଡ ଝଟ୍‌କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୦: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଗୁଜୁରାଟ ବିଶ୍ୱବିଦ୍ୟାଳୟ (ଜିୟୁ) ମାନହାନୀ ମାମଲାରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି। ଏବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମ୍ନ ଅଦାଲତରେ ହାଜର…

କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ଏବଂ ଆମେରିକା ବିଷୟରେ ଖୋଲାଖୋଲି ନିଜ ମନପୋଷଣ କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରୁ କେଉଁଟି ଭାରତ ପାଇଁ ସମସ୍ୟା ବା ଆହ୍ବାନ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି, ମୁଁ…

ଆଜି କାର୍ତ୍ତିକ ପ୍ରଥମ ସୋମବାର: ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼

ବୁଗୁଡ଼ା,୨୧।୧୦(କାଳିଚରଣ ଦାଶ): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ପ୍ରାତହଃରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ବୁଦ୍ଧଖୋଲରେ ବିରାଜମାନ ପଞ୍ଚ ମହାଦେବଙ୍କୁ ଦର୍ଶନ ଆଶିର୍ବାଦ ଭିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?