‘ସୁସ୍ଥ ରହିବା ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ: ପ୍ରଦୀପ ପାଣିଗ୍ରାହୀ’
ଛତ୍ରପୁର,୨୧।୬(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ରାଜ୍ୟରେ ଯୋଗ ଦିବସକୁ ବ୍ୟାପକ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ୧୦ତମ ଅନ୍ତର୍ଜାତିକ ଯୋଗ ଦିବସ ପାଳନର ଥିମ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’…
ପଙ୍କଜା ମୁଣ୍ଡେଙ୍କ ଉପରେ ପୁଣି ଭରସା କରିପାରେ ଭାଜପା, ରାଜ୍ୟ ସଭା ପଠାଇବା ଲାଗି ହେଉଛି ଚର୍ଚ୍ଚା!
ନୂଆଦିଲ୍ଲୀ,୨୧।୬: ଦେଶ ସହିତ ମହାରାଷ୍ଟ୍ରର ରାଜନୀତି ମଧ୍ୟ ଏହି ସମୟରେ ଖୁବ ଚର୍ଚ୍ଚାରେ ଅଛି। ଏହି ରାଜନୀତି ମଧ୍ୟରେ ବିଡ ଲୋକ ସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବା ଭାଜପା ନେତା ପଙ୍କଜା ମୁଣ୍ଡେଙ୍କୁ ରାଜ୍ୟ ସଭାକୁ ପଠାଇବା ନେଇ ଚର୍ଚ୍ଚା…
ଥରିଲା ମଧ୍ୟ ପ୍ରଦେଶ
ଭୋପାଳ,୨୧।୬: ଶୁକ୍ରବାର ପୂର୍ବାହ୍ନରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଖବର ପାଇବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟା ୪ସମୟରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରେ ହାଲୁକା ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର…
ଯୋଗ ଶରୀରକୁ ନିରୋଗ ରଖେ: ମନ୍ତ୍ରୀ
ଗୋପାଳପୁର,୨୧ା୬(ନବୀନ ରାଜ ଆଚାରୀ): ଶୁକ୍ରବାର ସାରା ବିଶ୍ୱରେ ପାଳିତ ହେଉଛି ୧୦ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିସି ହାଟ ଓ ଗୋପାଳପୁର ଏନ୍ଏସିରେ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟରେ ରାଜ୍ୟ ବାଣିଜ୍ୟ…
କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି…
ଭୁବନେଶ୍ୱର,୨୧।୬: କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା। ଏସବୁ ନେଇ ମୁଁ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତ୍ୟେକ ପଞ୍ଚାୟତରେ ହେବ…
ଭୁବନେଶ୍ୱର,୨୧।୬: ଆଜି ରାଜ୍ୟରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଯୋଗ ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୋଗ ଓ ଆୟୁର୍ବେଦର ପ୍ରଚାର ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଆରୋଗ୍ୟମ ସେଣ୍ଟର…
କେନ୍ଦ୍ରମନ୍ତ୍ରୀ ହେବା ମାତ୍ରେ ନିଜ ରାଜ୍ୟ ପାଇଁ ଟଙ୍କା ବର୍ଷା କଲେ ‘ମାମା’
ଭୋପାଳ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ଏନଡିଏ ସରକାରରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। କୃଷି ମନ୍ତ୍ରଣାଳୟ ବ୍ୟତୀତ ମଧ୍ୟପ୍ରଦେଶରେ ‘ମାମା’ ଭାବରେ ଜଣାଶୁଣା ଶିବରାଜ ସିଂ ଚୌହାନଙ୍କୁ…
ଲୋକ ସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ୨୧ ବର୍ଷ ଧରି ବିଜେଡିରେ ଥିଲେ, ଏବେ ଭାଜପା ସହ…
ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରୋଟେମ ସ୍ପିକର ଅର୍ଥାତ୍ ଲୋକ ସଭାର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି। ଲୋକ ସଭା ଅଧିବେଶନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା)ର ଏମପି ଭର୍ତ୍ତୃହରି ମହତାବଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ସ୍ଥାୟୀ…
ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତିଙ୍କୁ କାଳିମାଡ଼, ଭିଡିଓ ଦେଖିଲେ…
ଭୁବନେଶ୍ୱର,୨୧ା୬: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଶୁକ୍ରବାର କାଳିମାଡ଼ ହୋଇଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ତାଙ୍କୁ କାଳିମାଡ଼ ହୋଇଛି। ଦଳର ଅସନ୍ତୋଷ ଗୋଷ୍ଠୀ କାଳିମାଡ଼ କରିଥିବା ଜଣାପଡ଼ିଛି। କାଳିମାଡ଼କୁ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ସେ…
ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏମିତି କହିଲେ ରାଜ୍ୟ ଗୃହନିର୍ମାଣ ମନ୍ତ୍ରୀ
ଭୁବନେଶ୍ୱର,୨୧।୬: ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି କହିଛନ୍ତି, ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ଆନ୍ତର୍ଜାତିକ ସହର ଭାବେ ବିକଶିତ କରାଯିବ। ଏହି ଦୃଷ୍ଟିରୁ ମେଟ୍ରୋ ଟ୍ରେନ ପ୍ରକଳ୍ପର ଗୁରୁତ୍ୱ ରହିଛି…
ଦୀପାଳିଙ୍କ ଆବେଦନ ECIରେ ଗୃହୀତ
ଝାରସୁଗୁଡ଼ା,୨୧ା୬: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଦୀପାଳି ଇଭିଏମ୍ ଯାଞ୍ଚ ପାଇଁ ଜିଲା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଯାଞ୍ଚ ଏବଂ…
ବିଶ୍ୱର ପ୍ରଥମ ସେଲ୍ଫି କିଏ ନେଇଥିଲେ ଜାଣନ୍ତି
ଆଜିକାଲି ସେଲଫି କ୍ରେଜ୍ ଚାଲିଛି । ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନରେ ସେଲ୍ଫି ନେଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସେଲଫି କେବଳ ଫଟୋ ନେବାରେ ସୀମିତ ନୁହେଁ, ବରଂ ଏହା ଆତ୍ମ-ଅଭିବ୍ୟକ୍ତି ଏବଂ ଆତ୍ମ-ପ୍ରେମର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ…
Archives


