ବଟେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ହେଲା ବଡ଼ ନିଷ୍ପତ୍ତି: ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ହେବ…
ଗଞ୍ଜାମ ,୧୦।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବ ପୀଠ ଅବସ୍ଥିତ। ବର୍ତ୍ତମାନ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଥିବା ବେଳେ ଆସନ୍ତା ୫ରେ ସେଠାରେ ବାଲିଯାତ୍ରା...
Nobel Peace Prize 2025: କାହିଁକି ଟ୍ରମ୍ପଙ୍କୁ ମିଳିଲା ନାହିଁ ନୋବେଲ ଶାନ୍ତି ପୁରସ୍କାର, ଜଣାପଡିଲା ଅସଲ କାରଣ
ଷ୍ଟକହୋମ,୧୦।୧୦: ଚଳିତ ବର୍ଷ, ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାରିପାଖରେ ଘୂରି ବୁଲୁଛି, ହେଲେ ସେ ନିରାଶ ହୋଇଛନ୍ତି। ଟ୍ରମ୍ପ ନିଜକୁ ଏହି ପୁରସ୍କାର ପାଇଁ ଉପଯୁକ୍ତ ପ୍ରାର୍ଥୀ...
ସମୁଦ୍ରରେ ବୁଡ଼ିଲା ମାଛଧରା ଟ୍ରଲର, ପ୍ରାଣ ବିକଳରେ ୮ ମତ୍ସ୍ୟଜୀବୀ…
ରାଜନଗର,୧୦ା୧୦(ଭାସ୍କର ରାଉତରାୟ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରିବାକୁ ଆସିଥିବା ଭଦ୍ରକ ଅଞ୍ଚଳର ରତ୍ନପ୍ରଭା ଟ୍ରଲରଟି ବାଟବଣା ହୋଇ ଗଭୀର ସମୁଦ୍ରର ଚଢ଼ାରେ ଧକ୍କା ଖାଇବା ପରେ ଜୁଆର ଛାଡ଼ିବା ପରେ ସାତଭାୟା ନିକଟସ୍ଥ ସମୁଦ୍ର...
‘ଆଇରନ ଲେଡି’ ମାରିୟା କୋରିନାଙ୍କୁ ମିଳିଲା ଶାନ୍ତି ପାଇଁ ନୋବେଲ ପୁରସ୍କାର, ଏବେ ଭାଇରାଲ ହେଉଛି ଟ୍ରମ୍ପଙ୍କ ପୋଷ୍ଟ
ଷ୍ଟକହୋମ,୧୦।୧୦: ନରୱେଜିଆନ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି। ମାଚାଡୋ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ପୁରୁଣା ବୟାନ ଭାଇରାଲ ହେଉଛି। ଜାନୁଆରୀ ୨୦୨୫ରେ ଟ୍ରମ୍ପ...
ଏମ୍ଓୟୁ ରଦ୍ଦ ଦାବିରେ ରାସ୍ତା ଅବରୋଧ
ପାଟଣା,୧୦ା୧୦: କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରୁଥିବା ଜିନ୍ଦଲ, ପୋସ୍କୋ ପ୍ରତିରୋଧ ମଞ୍ଚ ପକ୍ଷରୁ ପ୍ରଭାବିତ ୧୨ଟି ଗ୍ରାମର ପୁରୁଷ ମହିଳା ଜିନ୍ଦଲ, ପୋସ୍କୋ ସହ ଷ୍ଟିଲ୍ ପ୍ଲାଣ୍ଟ ହୋଇଥିବା ଏମ୍ଓୟୁ...
ବାଜ୍ୟାପ୍ତି ହେଲା ୨୨ଲକ୍ଷ ଟଙ୍କାର ସମ୍ପତ୍ତି
ଭୁବନେଶ୍ୱର,୧୦।୧୦: କୋଲକାତା କମ୍ପିଟେଟ ଅଥରିଟିଙ୍କ ନିର୍ଦ୍ଦେଶରେ କ୍ରମେ କ୍ରାଇମବ୍ରାଞ୍ଚ STF ଜଣେ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି। ୨୨ ଲକ୍ଷରୁ ଊଦ୍ଦର୍ବ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି। ୨୦୨୪ରେ ୨ଜଣ ଗଞ୍ଜେଇ ବେପାରୀଙ୍କୁ STF ଧରିଥିଲା। ଏପରିକି ୯ଟି...
ଏହି ୫ ଖେଳାଳିଙ୍କୁ ବିଦା କରିବ ଚେନ୍ନାଇ, ତାଲିକାରେ ଅଛନ୍ତି ଟି-୨୦ର ସବୁଠାରୁ ବଡ଼ ଅଲରାଉଣ୍ଡର
ନୂଆଦିଲ୍ଲୀ,୧୦।୧୦: IPL ୨୦୨୬ ପାଇଁ ବିଗୁଲ ବାଜିଛି। IPLର ୧୯ତମ ସିଜିନ ପାଇଁ ନିଲାମ ଡିସେମ୍ବରରେ ଅନୁଷ୍ଠିତ ହେବ। ଏଥର ନିଲାମ ଡିସେମ୍ବର ୧୫ ତାରିଖରେ ହେବାର ଆଶା କରାଯାଉଛି। ଏହା ଏକ କ୍ଷୁଦ୍ର ନିଲାମ ହେବ। ଏହା ପୂର୍ବରୁ,...
IPL 2026 ପାଇଁ କେବେ ହେବ ଖେଳାଳିଙ୍କ ନିଲାମି? ଆସିଲା ମିନି ଅକ୍ସନର ତାରିଖ
ନୂଆଦିଲ୍ଲୀ,୧୦।୧୦: ସମସ୍ତେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ପରବର୍ତ୍ତୀ ସିଜିନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, କିନ୍ତୁ ଏହି ବର୍ଷର ମିନି ନିଲାମି ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହି ନିଲାମ ପରେ, ପ୍ରତ୍ୟେକ ଦଳ ଲିଗରେ ପ୍ରବେଶ ପାଇଁ...
ନୋବେଲ ଶାନ୍ତି ପୁରସ୍କାର ବିଜେତା କେତେ ଟଙ୍କା ପାଆନ୍ତି?
ନୂଆଦିଲ୍ଲୀ,୧୦ା୧୦: ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ଦେଶରେ ଗଣତନ୍ତ୍କୁ ପ୍ରୋତ୍ସାହନ ଓ ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ପ୍ରଦାନ କରାଯାଇଛି। ନୋବେଲ ଶାନ୍ତି ପୁରସ୍କାର...
CBI ଜାଲରେ ପଡ଼ିଲେ RPF ହାବିଲଦାର
ରାଉରକେଲା,୧୦।୧୦: CBI ଜାଲରେ ପଡିଛନ୍ତି ବନ୍ଧମୁଣ୍ଡା ଅଞ୍ଚଳର RPF ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ RPF ହାବିଲଦାର ମହମ୍ମଦ ଇଜହାର୍ଙ୍କୁ CBI ଅଧିକାରୀମାନେ କାବୁ କରି ନେଇଥିଲେ। ମିଳିଥିବା ସୂଚନା ମୁତାବକ, ଜରି, ବୋତଲ ଗୋଟାଳିଙ୍କଠାରୁ...
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ରେଡ୍ ହ୍ୟାଣ୍ଡ୍ରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ
ଜଳେଶ୍ୱର,୧୦ା୧୦(ନବୀନ ସାହୁ): ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ଡ୍ୟାଣ୍ଡ୍ରେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍। ସୂଚନା ଅନୁସାରେ,...
ପଲଟିଗଲା ବାଜି! ଭାରତକୁ ଡବଲ ଡିସକାଉଣ୍ଟ ଅଫର ଦେଲା ରୁଷିଆ, ଟ୍ରମ୍ପ ଏବେ କରିବେ କ’ଣ…
ନୂଆଦିଲ୍ଲୀ,୧୦।୧୦: ଆମେରିକା ରୁଷିଆର ଅଶୋଧିତ ତୈଳ କ୍ରୟ ଉପରେ ୨୫% ଟାରିଫ୍ ଲାଗୁ କରିବା ସତ୍ତ୍ୱେ, ଭାରତ ଆଗାମୀ ମାସଗୁଡ଼ିକରେ ରୁଷିଆର ଅଶୋଧିତ ତୈଳ ଆମଦାନୀ ବୃଦ୍ଧି କରିବାକୁ ପ୍ରସ୍ତୁତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଆମଦାନୀ...
Archives


