୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି
ନୂଆଦିଲ୍ଲୀ,୧୭।୭: କିଛିଦିନ ତଳେ ଗୁଜରାଟରେ ୧୦ ପଦବୀ ୧୮୦୦ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ ୧୮୦୦ ପଦବୀ ପାଇଁ ସାକ୍ଷାତକାର କରାଯାଉଥିଲା ବେଳେ ପ୍ରାୟ ୧୫…
କଲେଜ କ୍ୟାଣ୍ଟିନରେ ଆଉ ମିଳିବନି ସିଙ୍ଗଡା, କଚୋଡି
ନୂଆଦିଲ୍ଲୀ,୧୭।୭: ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକର କ୍ୟାଣ୍ଟିନରେ ଉପଲବ୍ଧ ଖାଦ୍ୟ ସମ୍ବନ୍ଧରେ ୟୁଜିସି ନିକଟରେ ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତିରେ ଅସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀର ବିକ୍ରୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବିଜ୍ଞପ୍ତି ପରେ, କଲେଜ୍ କ୍ୟାଣ୍ଟିନରେ…
ଚାଉଳ ଚୋରି କରି ଗିରଫ ହେଲେ ଭାଜପା ନେତା
ବେଙ୍ଗାଲୁରୁ,୧୭।୭: ଚାଉଳ ଚୋରି ମାମଲାରେ କର୍ନାଟକ ଭାଜପା ନେତା ମଣିକାନ୍ତ ରାଠୋଡଙ୍କୁ ଗିରଫ କରାଯାଇଛି। ଏହି ବିଷୟ କର୍ନାଟକ ସରକାରଙ୍କ ଅନ୍ନ ଭାଗ୍ୟ ଯୋଜନା ସହିତ ଜଡିତ। ପୋଲିସ କାଲାବୁରାଗି ଶାହାପୁରରେ ଥିବା ତାଙ୍କ ବାସଭବନରୁ ମଣିକାନ୍ତଙ୍କୁ ଗିରଫ କରିଛି। ପଚରାଉଚରା…
ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି…
ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜ୍ଜା, ଖାଇବା…
ଉର୍ବସୀଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ୍: ବାଥ୍ରୁମ୍ରେ…
ବଲିଉଡ ଅଭିନେତ୍ରୀ ଉର୍ବସୀ ରଉତେଲା ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଉର୍ବସୀଙ୍କ ଏକ ପ୍ରାଇଭେଟ୍ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଆଲୋଚନା ଜୋରସୋରରେ ଚାଲିଛି। ଉର୍ବଶୀଙ୍କ ଏକ ବାଥରୁମ ଭିଡିଓ ସୋସିଆଲ ମିଡିଆରେ ଲିକ ହୋଇଛି। ଏଥିରେ ସେ ତାଙ୍କ କୁର୍ତ୍ତା…
ଅନ୍ୟ ମହିଳାଙ୍କ ସହିତ ବ୍ୟସ୍ତ ଥିଲେ ସ୍ୱାମୀ; ଇନଷ୍ଟାଗ୍ରାମରେ ତଲାକ କହିଲେ ଦୁବାଇ ରାଜକୁମାରୀ
ନୂଆଦିଲ୍ଲୀ,୧୭।୭: ଦୁବାଇ ଶାସକ ତଥା ୟୁନାଇଟେଡ ଆରବ ଏମିରେଟ(ୟୁଏଇ) ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ଝିଅ ଶେଖ ମହରା ଇନଷ୍ଟାଗ୍ରାମରେ ଛାଡ଼ପତ୍ର ଘୋଷଣା କରିଛନ୍ତି। ଦୁଇ ମାସ ପୂର୍ବରୁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଶେଖ…
ପ୍ରାଇଭେଟ୍ ଚାକିରିରେ ମିଳିବ ସଂରକ୍ଷଣ, ଏମିତି ଟୁଇଟ୍ କରି ଡିଲିଟ୍ କଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…
ବେଙ୍ଗାଲୁରୁ,୧୭।୭: କର୍ନାଟକର ଘରୋଇ କମ୍ପାନୀଗୁଡିକରେ ଗ୍ରୁପ ସି ଏବଂ ଡିରେ ସ୍ଥାନୀୟ ଲୋକଙ୍କୁ ୧୦୦% ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୋସିଆଲ ମିଡିଆରେ ଏହି ଘୋଷଣା କରିଥିଲେ। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ସେ ଏହି…
ସୁନାବେଶରେ ଚମକିଲେ ଚତୁର୍ଦ୍ଧାମୂର୍ତ୍ତି
ମୋରଡ଼ା,୧୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରସିଦ୍ଧ ଚିତ୍ରଡ଼ା ରଥଯାତ୍ରାର ବାହୁଡ଼ା ପର୍ବ ମଙ୍ଗଳବାର ଶେଷ ହୋଇଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଆଜି ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ମଧ୍ୟାହ୍ନ ଧୂପ ପରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟରେ ବଡ଼ଠାକୁର ବଳଭଦ୍ର, ଜଗନ୍ନାଥ…
୩୬ ଖେଳାଳିଙ୍କୁ ପଛରେ ପକାଇଲେ ଶୁଭମନ ଗିଲ, ଟପ୍-୪ ନିକଟତର ହେଲେ ଯଶସ୍ବୀ
ନୂଆଦିଲ୍ଲୀ,୧୭।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି) ପକ୍ଷରୁ ଟି୨୦ ର଼୍ୟାଙ୍କିଂ ଜାରି କରାଯାଇଛି। ନିକଟରେ ଜିମ୍ବାଓ୍ବେ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଟିମ୍ ଇଣ୍ଡିଆ ୪-୧ରେ ବିଜେତା ହୋଇଛି। ଏହି ପ୍ରଦର୍ଶନ ଯୋଗୁ ଖେଳାଳିଙ୍କ ର଼୍ୟାଙ୍କିଂରେ ପରିବର୍ତ୍ତନ ହୋଇଛି। ଏହି…
ରତ୍ନଭଣ୍ଡାର ଖୋଲାହେବା ପୂର୍ବରୁ କଟକଣା ଜାରି କଲେ ଶ୍ରୀମନ୍ଦିର ପ୍ରଶାସକ
ପୁରୀ,୧୭।୭: ପୁଣି ଖୋଲିିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଗୁରୁବାର ପୁଣିଥରେ ଭିତର ଭଣ୍ଡାର ଖୋଲାଯାଇ ଯାଞ୍ଚ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ଓ ମରାମତି ପ୍ରସଙ୍ଗ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…
ପୁଅ ବିବାହରେ ଏମିତି କ’ଣ କହିଲେ ନୀତା ଅମ୍ବାନୀ,କାନ୍ଦି ପକାଇଲେ ଲୋକେ…ଦେଖନ୍ତୁ ଭିଡିଓ
ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ରାଧିକା ମର୍ଚ୍ଚାଣ୍ଟକୁ ବିବାହ କରିଛନ୍ତି। ଏହି ବିବାହରେ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ତାରକା ଏବଂ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଅନନ୍ତ ଏବଂ ରାଧିକାଙ୍କ ବିବାହକୁ ନେଇ ଚର୍ଚ୍ଚା…
୨୦ରେ ବିଜେଡି ବିଧାୟକ ଦଳ ବୈଠକ: ଏମିତି କହିଲେ ସୁଲତା
ଭୁବନେଶ୍ୱର,୧୭।୭: ଆସନ୍ତା ଜୁଲାଇ ୨୦ରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ଏହି ବୈଠକ ବସିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବୋଳ ବୈଠକରେ ବିଧାନସଭା…
Archives


