Home Left

ବଡ଼ ଗେମ୍‌ ଖେଳିଦେଲା ବିଜେଡି, ଏହି ହେବେ ନୂଆପଡାରୁ ପ୍ରାର୍ଥୀ, ହୋଇଗଲା ନିଷ୍ପତ୍ତି!

ନୂଆପଡା,୧୪।୧୦(ମକାରୁ ବେମାଳ): ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଗୋଟେ ପଟେ କହିବାକୁ ଗଲେ ବିଜେଡି ପାଇଁ ଅଡୁଆ ବଢ଼ିଛି। ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ଏଯାଏ ବିଜେଡିର ଅଙ୍କ ଛିଣ୍ଡୁନି।...

ନେପାଳ ପରେ ଏହି ଦେଶରେ ମୁଣ୍ଡ ଟେକିଲା Gen-Z ପ୍ରୋଟେଷ୍ଟ, ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି

ଆଣ୍ଟାନାନାରଭୋ,୧୪।୧୦: ନେପାଳ ପରେ, ଆଫ୍ରିକୀୟ ଦେଶ ମାଡାଗାସ୍କରରେ ବହୁ ସଂଖ୍ୟକ Gen-Z ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ପାଣି ଅଭାବକୁ ନେଇ କ୍ରୋଧ ପ୍ରକାଶ ପାଇଲା ପରେ ସରକାରଙ୍କ ଇସ୍ତଫା ଦାବି କରାଯାଇଛି। ଏହି ସମୟରେ, ମାଡାଗାସ୍କରର ରାଷ୍ଟ୍ରପତି ଆଣ୍ଡ୍ରି...

ଭାରତର ଐତିହାସିକ ବିଜୟ: ଗିଲ୍‌ଙ୍କ ଅଧିନାୟିକତ୍ୱରେ ପ୍ରଥମଥର ଘଟିଲା ଏମିତି…

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ ସିରିଜକୁ ୨-୦ରେ ଜିତିଛି। ଦ୍ୱିତୀୟ ଇନିଂସ୍‌ରେ, ଭାରତ ସମ୍ମୁଖରେ ୧୨୧ ରନ୍‌ର ଲକ୍ଷ୍ୟ ରଖାଯାଇଥିଲା,...

କୃଷି ଋଣ ଠକେଇର ଶିକାର ହେଲେ ପକ୍ଷାଘାତ ପୀଡ଼ିତ ଚାଷୀ

ଲୋଇସିଂହା,୧୪।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ବୁର୍ଡା ଗ୍ରାମର ଜଣେ ପକ୍ଷାଘାତ ପିଡୀତ ଚାଷୀ କୃଷି ଋଣ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି ା ଠକେଇର ଶିକାର ଚାଷୀ...

ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ, ଗ୍ରାମବାସୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ବୁଗୁଡ଼ା,୧୪।୧୦(କାଳିଚରଣଦାଶ): ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମରେ ଏବେ ମେଗା ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ଏଲ ଏଣ୍ଡ ଟି ଠିକା ସଂସ୍ଥା ଦାରା ଏହି ପ୍ରକଳ୍ପ କାର୍ଯ୍ୟ ଅବ୍ୟବସ୍ଥିତ ଢଙ୍ଗରେ ଚାଲିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି...

ମସ୍କଙ୍କୁ ମିଳିଲା ବଡ଼ ସଫଳତା! SpaceX ଷ୍ଟାରଶିପର ଲଞ୍ଚିଂ ହେଲା ସଫଳ

ଓ୍ବାଶିଂଟନ,୧୪।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ମଧ୍ୟରୁ ଗୋଟିଏ ବୋଲି ବିବେଚିତ ସ୍ପେସଏକ୍ସର ଷ୍ଟାରସିପ ସଫଳତାର ସହ ଏହାର ୧୧ତମ ପରୀକ୍ଷଣ କରିଛି। ମଙ୍ଗଳବାର (୧୪ ଅକ୍ଟୋବର) ସକାଳ ୫ ଟାରେ ଏହା ଟେକ୍ସାସର ବୋକା ଚିକାରୁ ଉତକ୍ଷେପଣ କରାଯାଇଥିଲା।...

Video: ‘ଆପଣ ଭଲ ଲାଗୁଛନ୍ତି, ସ୍ମୋକିଂ ଛାଡିଦିଅନ୍ତୁ..’ ତୁର୍କୀ ରାଷ୍ଟ୍ରପତିଙ୍କ ଉପଦେଶ ଶୁଣି ଜାଣନ୍ତୁ କ’ଣ କହିଲେ ମେଲୋନି

ଶର୍ମ-ଅଲ-ଶେଖ,୧୪।୧୦: ସୋମବାର ଇଜିପ୍ଟର ଶର୍ମ-ଅଲ-ଶେଖ ରିସର୍ଟରେ ଗାଜା ଯୁଦ୍ଧର ଅନ୍ତ ପାଇଁ ଏକ ଅନ୍ତର୍ଜାତୀୟ ଶାନ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଦୋଗାନ, ଜର୍ମାନ ଚାନ୍ସେଲର, କତାରର ଆମିର, ଇଜିପ୍ଟର ରାଷ୍ଟ୍ରପତି, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ...

ସିକପାଟାରେ ଜଳ ସମସ୍ୟା, ସୋଲାର ପମ୍ପ କାର୍ଯ୍ୟ ଅଧାରେ ଅଟକିଲା: ବର୍ଷା ଦିନରେ ପାଣି ପାଇଁ ଡହଳବିକଳ

ଦାରିଙ୍ଗବାଡି, ୧୪ /୧୦ (ଅରୁଣ ସାହୁ ): ବର୍ଷା ଦିନରେ ପିଇବା ପାଣି ପାଇଁ ଡହଳବିକଳ। ଗତ ୪ ମାସ ହେଲା ବର୍ଷା ଲାଗିରଗିଥିବାବେଳେ ଗାଁ ରେ ପିଇବା ପାଣି ପାଇଁ ଗ୍ରାମବାସୀ କସରତ କରୁଛନ୍ତି । ଏଭଳି ଘଟଣା...

EPFOର ବଡ଼ ନିଷ୍ପତ୍ତି! ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୧୦: ସୋମବାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର ୨୩୮ତମ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଅଧ୍ୟକ୍ଷତା କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିଆ କରିଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ସିଧାସଳଖ...

ଭରା ମଞ୍ଚରେ ମେଲୋନିକୁ ଏମିତି ପ୍ରଶଂସା କଲେ ଟ୍ରମ୍ପ, ଦେଖିବା ଭଳି ଥିଲା ଇଟାଲି ପ୍ରଧାନମନ୍ତ୍ରୀଙ୍କ ରିଆକ୍ସନ, ଭାଇରାଲ ହେଉଛି ଭିଡିଓ

ଶର୍ମ-ଅଲ-ଶେଖ,୧୪।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଗସ୍ତରେ ଅଛନ୍ତି। ସୋମବାର ସେ ଶର୍ମ-ଅଲ-ଶେଖରେ ଗାଜା ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥିଲେ। ତାଙ୍କ ଭାଷଣ ସମୟରେ ସେ ଏକ ବକ୍ତବ୍ୟ ଦେଇଥିଲେ ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।...

ମୋଦିଙ୍କ ନାଁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଟ୍ରମ୍ପ: ଜବାବ ମିଳିଲା…ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୧୪।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ ଇଜିପ୍ଟରେ ଅନୁଷ୍ଠିତ ଗାଜା ଶାନ୍ତି ସମ୍ମିଳନୀ ସମୟରେ ଏହି ବକ୍ତବ୍ୟ ଦେଇଥିଲେ। ଏଠାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ଉପସ୍ଥିତ...

ଆଉ ଯିବାକୁ ପଡ଼ିବନି ଆର୍‌ଟିଓ: ୨୪ ପ୍ରକାର ଇ-ଚାଲାଣକୁ ରିହାତି

କଟକ,୧୪ା୧୦(କାର୍ତ୍ତିକ ସାହୁ):ବକେୟା ଥିବା ଟ୍ରାଫିକ ଇ-ଚାଲାଣର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଏକକାଳୀନ ପୈଠରେ ରିହାତି ଘୋଷଣା କରାଯାଇଛି। ପୂର୍ବରୁ ମୋଟର ଯାନ ଆଇନର ୧୭ଟି ଧାରା ପାଇଁ ରିହାତି ସୁବିଧା ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୭ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri