Xiaomi କାରରେ ହଠାତ ଲାଗିଲା ନିଆଁ, ଡୋର ଲକ ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ
ବେଜିଂ,୧୪।୧୦: ଚାଇନାରେ ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ମଝିରେ ହଠାତ ଏକ କାର ନିଆଁରେ ଜଳିଯାଇଛି। କାରଟି ହେଉଛି ଚାଇନା ଶାଓମି କାର୍। ଏଥିରେ ନିଅଁ ଲାଗିବା ପରେ ହଠାତ ଡୋର୍ ଲକ୍ ହୋଇଯାଇଥିଲା, ଯାହା...
ହଜାରିବାଗରେ ଧରାପଡ଼ିଲେ ମାଓବାଦୀ ସୁନିଲ ଗଞ୍ଜୁ: ବେଲଟୁ ଗଣହତ୍ୟାରେ ଥିଲା ମୁଖ୍ୟ ଭୂମିକା
ରାଉରକେଲା,୧୪।୧୦(ସଙ୍ଗୀତା ଜେନା): ରାଜ୍ୟକୁ ଦୀର୍ଘ ଦିନ ଧରି ଭୟଭୀତ କରୁଥିବା ଜଣେ ହାଡକୋର ମାଓବାଦୀ ଶେଷରେ ପୋଲିସ ଜାଳରେଧରା ପଡ଼ିଛନ୍ତି। ପୋଲିସ ବାରକାଗାଗର ଜୋରାକଟ ଅଞ୍ଚଳରେ ସିପିଆଇ (ମାଓବାଦୀ)ର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ଗିରଫ କରିଛି। ସେ...
କୋର୍ଟ ପରିସରରେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ, ଲୋକେ ଭୟଭୀତ
ପିଲଭୀତ,୧୪।୧୦: ଉତ୍ତର ପ୍ରଦେଶର ପିଲିଭୀତ କୋର୍ଟ ପରିସରରେ ମଙ୍ଗଳବାର ସକାଳେ ଜଣେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ରକ୍ଷା କରିବାକୁ ଆସିଥିବା ଇନ୍ସପେକ୍ଟର ମଧ୍ୟ ଏଥିରେ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ଆକ୍ରମଣରେ ପୋଲିସ ଦୁଇ...
ଧୋନୀଙ୍କ ପୁରୁଣା ପରମ୍ପରାକୁ ଭାଙ୍ଗିଲେ ଶୁଭମନ, ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ପରେ କଲେ ଏମିତି କାମ, ରାଗିଗଲେ…
ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଜିତି ଚମତ୍କାର ପ୍ରଦର୍ଶନ କରିଛି। କିନ୍ତୁ ଏହି ବିଜୟ ଅପେକ୍ଷା ଅଧିକ ଚର୍ଚ୍ଚାରେ ଅଧିନାୟକ ଶୁଭମନ ଗିଲ ଧୋନୀଙ୍କ ପରମ୍ପରା ଭାଙ୍ଗିବା। ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ...
ଜୟ ଢୋଲକିଆଙ୍କ ନାଁ ଚୂଡ଼ାନ୍ତ, ଖାଲି ଘୋଷଣା ବାକି, ୧୬ରେ ଭରିବେ ନାମାଙ୍କନ!
ଭୁବନେଶ୍ୱର,୧୪।୧୦: ନୂଆପଡ଼ା ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ୍ ହେଉଛି। ଏହି ପରିପ୍ରେକ୍ଷୀରେ ଭାଜପା ରାଜ୍ୟସଭା ଏମ୍ପି ସୁଜିତ କୁମାର ଏକ ବଡ଼ ସୂଚନା ଦେଇଛନ୍ତି। ନିର୍ବାଚନ ରଣାଙ୍ଗନରେ କିଛି ଦିନତଳେ ମିଶିଥିବା ଜୟ...
ଭାରତ ପାଇଁ ଖୁସିଖବର: ଅଷ୍ଟ୍ରେଲିଆକୁ ଝଟ୍କା
ନୂଆଦିଲ୍ଲୀ,୧୪।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅକ୍ଟୋବର ୧୯ରେ ପର୍ଥରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଦୁଇଟି ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇସାରିଛି। ପ୍ରମୁଖ...
ଗୋଟିଏ ବଲରେ ୨୮୬ ରନ୍: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ, ଜାଣନ୍ତୁ କେମିତି ହେଲା ସମ୍ଭବ
ସିଡନୀ,୧୪।୧୦: କ୍ରିକେଟ୍ ଦୁନିଆରେ ଅନେକ ରେକର୍ଡ ରହିଛି। କିଛି ରେକର୍ଡ କ୍ରିକେଟର୍ଙ୍କ ଦ୍ୱାରା ଭାଙ୍ଗିଛି। ଆଉ କିଛି ରେକର୍ଡ ଅତୁଟ ରହିଛି। ଅଷ୍ଟ୍ରେଲିଆରେ ଥରେ ଘଟିଥିବା ଏକ ଚମତ୍କାର ପରି, ଯେତେବେଳେ ଗୋଟିଏ ବଲ୍ରେ ୨୮୬ରନ କରାଯାଇଥିଲା। ଜାନୁଆରୀ ୧୫,...
ଏମାନଙ୍କ ଖାତାକୁ ଆସିବନି ପିଏମ୍ କିଷାନର ୨୧ତମ କିସ୍ତି, ଲିଷ୍ଟରେ ଆପଣଙ୍କ ନାଁ ଅଛି କି? ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ,୧୪।୧୦: ଦେଶରେ ଲକ୍ଷ ଲକ୍ଷ ଚାଷୀ ବାସ କରନ୍ତି। କିନ୍ତୁ, ସେମାନଙ୍କ ମଧ୍ୟରୁ ଅନେକ ଚାଷ କରି ବହୁତ ରୋଜଗାର କରିପାରନ୍ତି ନାହିଁ। ଏହି ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ, ଭାରତ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ...
ଧୋକା ଦେଲେ BSF ଯବାନ: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ ସ୍ତ୍ରୀ
କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ...
ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଏମାନଙ୍କୁ ଆଉ ମିଳିବନି ଚାଉଳ, ଆସନ୍ତା ମାସରୁ…
ଭୁବନେଶ୍ୱର,୧୪।୧୦: e-KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ମଙ୍ଗଳବାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର e-KYC କରିନାହାନ୍ତି।e-KYC କରିନଥିବା ଲୋକ...
ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ସେନା ଉପରେ ଦେଇଥିବା ମନ୍ତବ୍ୟ ମାମଲାରେ ଲକ୍ଷ୍ନୌ କୋର୍ଟର ଶୁଣାଣି ଉପରେ ରହିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪।୧୦: ସେନା ବିରୋଧରେ ଅପମାନଜନକ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଶୁଣାଣି ଉପରେ ସୁପ୍ରିମକୋର୍ଟ ନଭେମ୍ବର ୨୦ ପର୍ଯ୍ୟନ୍ତ ସ୍ଥଗିତାଦେଶ ବୃଦ୍ଧି କରିଛନ୍ତି। ଏହି ମାମଲା ୨୦୨୨ ମସିହାରେ କଂଗ୍ରେସ ଦଳର ଭାରତ ଯୋଡୋ...
ଏହି ୩ କଫ୍ ସିରପ୍ ବିଷ ସଦୃଶ: ଚେତାବନୀ ଜାରି କଲା WHO
ନୂଆଦିଲ୍ଲୀ,୧୪।୧୦: ଭାରତରେ ବିଷାକ୍ତ କଫ ସିରପ ଯୋଗୁ ୨୦ରୁ ଅଧିକ ଶିଶୁଙ୍କ ମୃତ୍ୟୁୁ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହି ବିଷୟକୁ ଧ୍ୟାନ ଦେଇଛି। କୋଲଡରିଫ ସମେତ ତିନୋଟି ଔଷଧ କମ୍ପାନୀକୁ ସେମାନଙ୍କର କଫ ସିରପ ସମ୍ପର୍କରେ ଚେତାବନୀ...
Archives


