Home Left

ଚାଇନା କଲା ଏମିତି କାମ, ରାଗିକି ନିଆଁବାଣ ହୋଇଗଲେ ଟ୍ରମ୍ପ, କହିଲେ ଶେଷ କରିଦେବୁ…

ଓ୍ବାଶିଂଟନ,୧୫।୧୦: ଆମେରିକା ଏବଂ ଚାଇନା ମଧ୍ୟରେ ଟାରିଫ୍‌ ଯୁଦ୍ଧ ଆକ୍ରମଣାତ୍ମକ ରୂପ ନେବା ପରି ମନେ ହେଉଛି। ଚାଇନା ପୂର୍ବରୁ ସୋୟାବିନ ନ କିଣିବା ନିଷ୍ପତ୍ତି ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚକିତ କରିଥିଲା। ଏବେ, ଟ୍ରମ୍ପ ବେଜିଂକୁ ରନ୍ଧନ...

‘ସେମାନେ ମୋର ଚୁଟିକୁ ଗାଏବ କରିଦେଲେ’, କାହାକୁ ଏମିତି ରାଗିକି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୧୫।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାଇମ ପତ୍ରିକା କଭରରେ ତାଙ୍କର ଏକ ଫଟୋ ପାଇଁ ମାଗାଜିନ୍‌କୁ ସମାଲୋଚନା କରିଛନ୍ତି, ଯେଉଁଥିରେ ତାଙ୍କ କେଶ ଦେଖାଯାଉନାହିଁ। ଟ୍ରମ୍ପ କହିଛନ୍ତି ଯେ ଫଟୋଟି ସେ କେବେ ଦେଖିନଥିବା ସବୁଠାରୁ ଖରାପ। ଆମେରିକାର...

ଗାଁରେ ଦେଶୀ,ବିଦେଶୀ ମଦ ବିକ୍ରି ବନ୍ଦ କରିବାକୁ ନେଇ ମହିଳା କଲେ ଏମିତି କାମ, ଥାନାରେ ଦ୍ବାରସ୍ଥ ହୋଇ…

ଅମରପାଲି ,୧୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମ ପଞ୍ଚାୟତର ବଳିପାଲି ଗ୍ରାମରେ ବ୍ୟାପକ ମାତ୍ରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଏଣୁ ଏଥିରେ ଅତିଷ୍ଠ ହୋଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ...

ନୂଆପଡ଼ା ପାଇଁ ବିଜେଡି ଗୋଟି: କାଲି ପ୍ର୍ରାର୍ଥୀ ଚୂଡ଼ାନ୍ତ, ବିଶେଷ ଚର୍ଚ୍ଚାରେ…

ଭୁବନେଶ୍ୱର, ୧୪।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଦଳର କେତେଜଣ ବରିଷ୍ଠ ନେତା ୨ ଦିନ କାଳ ନୂଆପଡ଼ା ଯାଇ ସେଠାରେ ଡେରା ପକାଇ ରହିଥିଲେ। ଦଳର କର୍ମୀମାନଙ୍କ ସହ ଆଲୋଚନାକରିବା ପରେ...

IRCTC Alert: ରେଳ ଟିକେଟ ବୁକିଂରେ ସାବଧାନ! ଯାତ୍ରୀଙ୍କୁ ବଡ଼ ଧରଣର ଠକେଇ ନେଇ ଚେତାଇଲା…  

ନୂଆଦିଲ୍ଲୀ,୧୪।୧୦: ଦିପାବଳୀ ଏବଂ ଛଠ ପର୍ବ ସମୟରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଫେରିଥାନ୍ତି। ଫଳରେ ସବୁଠୁ ବଡ଼ ସମସ୍ୟା ପାଲଟିଥାଏ କନଫର୍ମ ଟିକେଟ ପାଇବା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବା ସତ୍ତ୍ୱେ ଅନେକ ଯାତ୍ରୀ ଟିକେଟ...

ମଦ ବିରୋଧରେ ଏସ୍‌ପି ଅଫିସ ଘେରାଉ: ୭ଦିନ ଭିତରେ ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ନୂଆପଡ଼ା,୧୪ା୧୦ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମାନାରା ପଞ୍ଚାୟତ ପାୱାରତୋଳା ଗାଁରେ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ଗ୍ରାମବାସୀ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ୭ଦିନ ଭିତରେ ଦାବି ପୂରଣ ନ...

ଦୋକାନ ଆଗରେ ରଖିଥିଲେ ଗାଡ଼ି,ଆସି ଦେଖିଲା ବେଳକୁ

ଗଞ୍ଜାମ,୧୪ା୧୦(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ସ୍ଥିତ ଏକ ଦୋକାନ ନିକଟ ଏବଂ ଲକ୍ଷ୍ମୀପୁର ଗ୍ରାମରୁ ରାତିରେ ୨ଟି ବାଇକ୍‌ ଚୋରି ହୋଇଛି। ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି। ଦାମଦରପୁର ଗ୍ରାମର...

ବାଣ ଗୋଦାମରେ ଅତର୍କିତ ଚଢ଼ାଉ, ୫୦ଲକ୍ଷ ଟଙ୍କାର…

ଗଜପତି,୧୪ା୧୦(ଗିରିଧାରୀ ପରିଚ୍ଛା): ବେଆଇନ ବାଣ ବିକ୍ରି ନେଇ ପାରଳାଖେମୁଣ୍ଡି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଏହି ଦୁଇ ଦୋକାନର ଦୁଇଟି ଗୋଦାମ ପାରଳାଖେମୁଣ୍ଡି ସହରର ରେଲି ସାହିରେ...

ନାଗେଶ୍ୱରୀ ଖଣି ଖନନକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ନାଗେଶ୍ବରୀ ପାହାଡ଼ ଖଣି ଖନନକୁ ବିରୋଧ କରି ମଙ୍ଗଳବାର ମାଳି ସୁରକ୍ଷା ମଞ୍ଚର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅଦାନୀ କମ୍ପାନୀକୁ ଖଣି ଖନନ ପାଇଁ ଦିଆଯିବ ନାହିଁ...

୪ ମାସ ପରେ ଭାରତ ଫେରିଲେ କୋହଲି

ନୂଆଦିଲ୍ଲୀ, ୧୪।୧୦: ଷ୍ଟାର ଭାରତୀୟ ବ୍ୟାଟର ବିରାଟ କୋହଲି ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଟୁର କରିବେ। ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ...

ନୀତା ଅମ୍ବାନୀଙ୍କ ପାଖରେ ଅଛି ୧୦୦ କୋଟି ଟଙ୍କାର କାର୍‌!

ଏକ ବିଳାସପୂର୍ଣ୍ଣ କାର୍‌ କିଣିବା ଅନେକଙ୍କ ପାଇଁ ଏକ ସ୍ବପ୍ନ। ଭାରତରେ ବହୁତ ବିଳାସପୂର୍ଣ୍ଣ କାର୍‌ ଅଛି। ଯେତେବେଳେ ଭାରତରେ ମହଙ୍ଗା କାର୍‌ କଥା ଉଠେ, ସେତେବେଳେ ଅମ୍ବାନୀ ପରିବାରର ନାଁ ପ୍ରଥମେ ସାମ୍ନାକୁ ଆସେ। ଅମ୍ବାନୀ ପରିବାରର କାର୍‌...

ମନ୍ଦିରରେ ପଡ଼ିଛି ଅଚିହ୍ନା ହାଡ଼: ଗୁଣି ଗାରେଡି ନେଇ ଗାଁରେ କୋକୁଆ ଭୟ

ମୋହନା,୧୪।୧୦: (ମନ୍ମଥ ମିଶ୍ର) ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ଗାଁରେ ଥିବା ବହୁ ପୁରାତନ ମା’ ବ୍ରାହ୍ମଣିଦେଇ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ ସମୟରେ ମନ୍ଦିରର ପୂଜାରୀ ନରେନ୍ଦ୍ର ପାଇକ ମନ୍ଦିରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri